୧୧କେଭି ବିଦ୍ୟୁତ୍ ଖୁଣ୍ଟିରେ ଝୁଲୁଛି ଯୁବକ ମୃତଦେହ, ପୋଲିସର ତଦନ୍ତ ଜାରି

The Sakala Picture
Published On

ଖୋର୍ଦ୍ଧା: ବିଦ୍ୟୁତ୍ ଖୁଣ୍ଟିରେ ଝୁଲୁଛି ଯୁବକ ମୃତଦେହ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ। ସେଇ ଗ୍ରାମର ଯାତ୍ରା ପଡିଆରେ ଥିବା ୧୧କେଭି ବିଦ୍ୟୁତ୍ ତାରରେ ଯୁବକଙ୍କ ମୃତ ଦେହ ଝୁଲୁଛି। ମୃତକଙ୍କ ନାମ ସେକ୍ କୁନା। ସେ ସେଇ ଗ୍ରାମର। ବିଭିନ୍ନ ଚୋରି, ଡକାୟତି, ବ୍ରାଉନସୁଗାର କାରବାର ଆଦି ଅପରାଧିକ ମାମଲାରେ ସେକ କୁନା ନାଁରେ ଥାନାରେ ଅଭିଯୋଗ ରହିଛି। ଗତ କାଲି ରାତିରେ କେଁଉ କାରଣରୁ […]

ଖୋର୍ଦ୍ଧା: ବିଦ୍ୟୁତ୍ ଖୁଣ୍ଟିରେ ଝୁଲୁଛି ଯୁବକ ମୃତଦେହ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ। ସେଇ ଗ୍ରାମର ଯାତ୍ରା ପଡିଆରେ ଥିବା ୧୧କେଭି ବିଦ୍ୟୁତ୍ ତାରରେ ଯୁବକଙ୍କ ମୃତ ଦେହ ଝୁଲୁଛି। ମୃତକଙ୍କ ନାମ ସେକ୍ କୁନା। ସେ ସେଇ ଗ୍ରାମର। ବିଭିନ୍ନ ଚୋରି, ଡକାୟତି, ବ୍ରାଉନସୁଗାର କାରବାର ଆଦି ଅପରାଧିକ ମାମଲାରେ ସେକ କୁନା ନାଁରେ ଥାନାରେ ଅଭିଯୋଗ ରହିଛି। ଗତ କାଲି ରାତିରେ କେଁଉ କାରଣରୁ ସେ ବିଦ୍ୟୁତ୍ ଖୁଣ୍ଟିରେ ଚଢିଥିଲା, ତାହା ସ୍ପଷ୍ଟ ଭାବରେ ଜଣାପଡିନାହିଁ। ଖବର ପାଇ ଘଟଣା ସ୍ଥଳକୁ ବିଦ୍ୟୁତ୍ ବିଭାଗ କର୍ମଚାରୀ ଏବଂ ପୋଲିସ ଟିମ୍ ଯାଇ ତଦନ୍ତ କରୁଛନ୍ତି।

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

02 Jan 2023 By The Sakala

୧୧କେଭି ବିଦ୍ୟୁତ୍ ଖୁଣ୍ଟିରେ ଝୁଲୁଛି ଯୁବକ ମୃତଦେହ, ପୋଲିସର ତଦନ୍ତ ଜାରି

ଖୋର୍ଦ୍ଧା: ବିଦ୍ୟୁତ୍ ଖୁଣ୍ଟିରେ ଝୁଲୁଛି ଯୁବକ ମୃତଦେହ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ। ସେଇ ଗ୍ରାମର ଯାତ୍ରା ପଡିଆରେ ଥିବା ୧୧କେଭି ବିଦ୍ୟୁତ୍ ତାରରେ ଯୁବକଙ୍କ ମୃତ ଦେହ ଝୁଲୁଛି। ମୃତକଙ୍କ ନାମ ସେକ୍ କୁନା। ସେ ସେଇ ଗ୍ରାମର। ବିଭିନ୍ନ ଚୋରି, ଡକାୟତି, ବ୍ରାଉନସୁଗାର କାରବାର ଆଦି ଅପରାଧିକ ମାମଲାରେ ସେକ କୁନା ନାଁରେ ଥାନାରେ ଅଭିଯୋଗ ରହିଛି। ଗତ କାଲି ରାତିରେ କେଁଉ କାରଣରୁ ସେ ବିଦ୍ୟୁତ୍ ଖୁଣ୍ଟିରେ ଚଢିଥିଲା, ତାହା ସ୍ପଷ୍ଟ ଭାବରେ ଜଣାପଡିନାହିଁ। ଖବର ପାଇ ଘଟଣା ସ୍ଥଳକୁ ବିଦ୍ୟୁତ୍ ବିଭାଗ କର୍ମଚାରୀ ଏବଂ ପୋଲିସ ଟିମ୍ ଯାଇ ତଦନ୍ତ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର