୧ ନମ୍ବର ହାଟରେ କୁଢ କୁଢ ଅଳିଆ; ଆକ୍ସନ ମୋଡରେ ବିଏମ୍ସି କମିଶନର

The Sakala Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ୧ ନମ୍ବର ହାଟରେ କୁଢ କୁଢ ଅଳିଆ, ଆକ୍ସନ ମୋଡରେ ବିଏମ୍ସି କମିଶନର । ଡଷ୍ଟବିନ ବ୍ୟବହାର କରୁନଥିବାରୁ ଉଠୁନି ଅଳିଆ, ବିଏମ୍ସିର ନିର୍ଦ୍ଦେଶକୁ ମାନୁନାହାଁନ୍ତି ବ୍ୟବସାୟୀ । ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା ରଖିବାକୁ ହୋଇଛି ନିର୍ଦ୍ଦେଶ । କିଛି ବ୍ୟବସାୟୀ ମାତ୍ର ଗୋଟିଏ ଡଷ୍ଟବିନ ରଖିଛନ୍ତି । ଓଦା ଶୁଖିଲା ଅଳିଆ ମିଶେଇ ରଖୁଛନ୍ତି । ଫଳରେ ପ୍ରକ୍ରିୟାକରଣ କରିବା ପାଇଁ ଅସୁବିଧା ହେଉଛି, ଆଉ କିଛି […]

ଭୁବନେଶ୍ୱର : ଭୁବନେଶ୍ୱର ୧ ନମ୍ବର ହାଟରେ କୁଢ କୁଢ ଅଳିଆ, ଆକ୍ସନ ମୋଡରେ ବିଏମ୍ସି କମିଶନର । ଡଷ୍ଟବିନ ବ୍ୟବହାର କରୁନଥିବାରୁ ଉଠୁନି ଅଳିଆ, ବିଏମ୍ସିର ନିର୍ଦ୍ଦେଶକୁ ମାନୁନାହାଁନ୍ତି ବ୍ୟବସାୟୀ । ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା ରଖିବାକୁ ହୋଇଛି ନିର୍ଦ୍ଦେଶ । କିଛି ବ୍ୟବସାୟୀ ମାତ୍ର ଗୋଟିଏ ଡଷ୍ଟବିନ ରଖିଛନ୍ତି । ଓଦା ଶୁଖିଲା ଅଳିଆ ମିଶେଇ ରଖୁଛନ୍ତି । ଫଳରେ ପ୍ରକ୍ରିୟାକରଣ କରିବା ପାଇଁ ଅସୁବିଧା ହେଉଛି, ଆଉ କିଛି ବ୍ୟବସାୟୀ ଡଷ୍ଟବିନ ରଖିନାହାଁନ୍ତି । ସେମାନେ ରାସ୍ତାରେ ଅଳିଆ ପକାଉଛନ୍ତି ବ୍ୟବସାୟୀ ସଂଘ ସହ ବୈଠକ ଡାକିଲେ କମିଶନର । ଡଷ୍ଟବିନ ରଖିନଥିବା ବ୍ୟବସାୟୀଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ । ଅଳିଆ ପୃଥକୀକରଣ ନକଲେ ୫ ଶହ ଗଣିବେ ଫାଇନ । ୧ନମ୍ବର ହାଟ, ମାଷ୍ଟରକ୍ୟାଣ୍ଟିନ ଛକ, ଜନପଥ ରାସ୍ତା, ଅଶୋକନଗର ବୁଲିବା ପରେ କଡା ନିର୍ଦ୍ଦେଶ ଦେଲେ ବିଏମ୍ସି କମିଶନର ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

10 Oct 2022 By The Sakala

୧ ନମ୍ବର ହାଟରେ କୁଢ କୁଢ ଅଳିଆ; ଆକ୍ସନ ମୋଡରେ ବିଏମ୍ସି କମିଶନର

ଭୁବନେଶ୍ୱର : ଭୁବନେଶ୍ୱର ୧ ନମ୍ବର ହାଟରେ କୁଢ କୁଢ ଅଳିଆ, ଆକ୍ସନ ମୋଡରେ ବିଏମ୍ସି କମିଶନର । ଡଷ୍ଟବିନ ବ୍ୟବହାର କରୁନଥିବାରୁ ଉଠୁନି ଅଳିଆ, ବିଏମ୍ସିର ନିର୍ଦ୍ଦେଶକୁ ମାନୁନାହାଁନ୍ତି ବ୍ୟବସାୟୀ । ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା ରଖିବାକୁ ହୋଇଛି ନିର୍ଦ୍ଦେଶ । କିଛି ବ୍ୟବସାୟୀ ମାତ୍ର ଗୋଟିଏ ଡଷ୍ଟବିନ ରଖିଛନ୍ତି । ଓଦା ଶୁଖିଲା ଅଳିଆ ମିଶେଇ ରଖୁଛନ୍ତି । ଫଳରେ ପ୍ରକ୍ରିୟାକରଣ କରିବା ପାଇଁ ଅସୁବିଧା ହେଉଛି, ଆଉ କିଛି ବ୍ୟବସାୟୀ ଡଷ୍ଟବିନ ରଖିନାହାଁନ୍ତି । ସେମାନେ ରାସ୍ତାରେ ଅଳିଆ ପକାଉଛନ୍ତି ବ୍ୟବସାୟୀ ସଂଘ ସହ ବୈଠକ ଡାକିଲେ କମିଶନର । ଡଷ୍ଟବିନ ରଖିନଥିବା ବ୍ୟବସାୟୀଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ । ଅଳିଆ ପୃଥକୀକରଣ ନକଲେ ୫ ଶହ ଗଣିବେ ଫାଇନ । ୧ନମ୍ବର ହାଟ, ମାଷ୍ଟରକ୍ୟାଣ୍ଟିନ ଛକ, ଜନପଥ ରାସ୍ତା, ଅଶୋକନଗର ବୁଲିବା ପରେ କଡା ନିର୍ଦ୍ଦେଶ ଦେଲେ ବିଏମ୍ସି କମିଶନର ।

https://www.thesakala.in/latest-odisha-news/khordha/bmc-commissioner-in-action-mode/article-15589
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର