ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଅଜଣା ଗାଡ଼ି ଧକ୍କାରେ ଭାଲୁ ମୃତ 

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ମଇଦାନକେଲ ବାସୁଦେବପୁର ନିକଟରେ ରବିବାର ଗୋଟିଏ ଭାଲୁର ମୃତ୍ଯୁ ଘଟିଥିବା ଜଣପଡ଼ିଛି। ରାସ୍ତା ପାର ହେଉଥିବା ସମୟରେ ଅଜଣା ଗାଡ଼ି ଧକ୍କାରେ ଉକ୍ତ ଭାଲୁର ମୃତ୍ଯୁ ଘଟିଥିବା ସୂଚନା । ସୂଚନା ଅନୁଯାୟୀ, ଗତ ଦୁଇ ତାରିଖ ରାତିରେ ଘଟଗାଁ ରେଞ୍ଜ ଖଜୁର ଜୁଆଣୀ ନିକଟରେ  ଜାତୀୟ ରାଜପାଥ ପାର ହେଉଥିବା ସମୟରେ ଏବଂ କିଛିଦିନ ପୂର୍ବରୁ ଚିକିଣିଆ ପାର୍କ ନିକଟରେ ଅଜଣା ଗାଡ଼ି ଧକ୍କାରେ ଗୋଟିଏ ଭାଲୁର ମୃତ୍ଯୁ […]

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ମଇଦାନକେଲ ବାସୁଦେବପୁର ନିକଟରେ ରବିବାର ଗୋଟିଏ ଭାଲୁର ମୃତ୍ଯୁ ଘଟିଥିବା ଜଣପଡ଼ିଛି। ରାସ୍ତା ପାର ହେଉଥିବା ସମୟରେ ଅଜଣା ଗାଡ଼ି ଧକ୍କାରେ ଉକ୍ତ ଭାଲୁର ମୃତ୍ଯୁ ଘଟିଥିବା ସୂଚନା ।

ସୂଚନା ଅନୁଯାୟୀ, ଗତ ଦୁଇ ତାରିଖ ରାତିରେ ଘଟଗାଁ ରେଞ୍ଜ ଖଜୁର ଜୁଆଣୀ ନିକଟରେ  ଜାତୀୟ ରାଜପାଥ ପାର ହେଉଥିବା ସମୟରେ ଏବଂ କିଛିଦିନ ପୂର୍ବରୁ ଚିକିଣିଆ ପାର୍କ ନିକଟରେ ଅଜଣା ଗାଡ଼ି ଧକ୍କାରେ ଗୋଟିଏ ଭାଲୁର ମୃତ୍ଯୁ ହୋଇଥିଲା।  ଆଜି ସକାଳୁ ପୁଣି ଆଉ ଏକ ମୃତ ଭାଲୁ ଠାବ ହେବା ବନ ବିଭାଗକୁ ଚିନ୍ତାରେ ପକାଇଛି। ଏବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହୁଲ ଖାଇବାକୁ ଭାଲୁ ମାନେ ଜଙ୍ଗଲରୁ ବାହାରି ଗାଁ ମୁହାଁ ହେଉଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପଡୁଛନ୍ତି।

04 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର