ଟ୍ରକ୍ ଧକ୍କାରେ ଚାଲିଗଲା ବାପା-ଝିଅଙ୍କ ଜୀବନ, ମାଆ ଗୁରୁତର…

The Sakala Picture
Published On

କେନ୍ଦୁଝର : ଅଜଣା ଟ୍ରକ୍ ଧକ୍କାରେ ଚାଲିଗଲା ବାପା ଝିଅଙ୍କ ଜୀବନ, ମାଆ ଗୁରୁତର। କେନ୍ଦୁଝର ଜିଲ୍ଲା NH- 520 ଟୋପାଡିହି ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ପଛପଟୁ ଧକ୍କାଦେଇ ଘୋଷାରୀ ନେଲା ଅଜଣା ଟ୍ରକ୍ । ଘଟଣା ସ୍ଥଳରେ ବାପା ଓ ଝିଅଙ୍କର ମୃତ୍ୟୁ ଘଟିଛି। ମୃତକ ରୁଗୁଡ଼ି ଥାନା ଲୋଇଡ଼ାପଦା ଅଞ୍ଚଳର ଦିଲିପ ସିଙ୍କୁ ଓ ଦୁଇ ବର୍ଷର ଝିଅ ଜସ୍ମିନ ସିଙ୍କୁ। ଗୁରୁତର ଅବସ୍ଥାରେ ମା’ ତୁଳସୀ […]

କେନ୍ଦୁଝର : ଅଜଣା ଟ୍ରକ୍ ଧକ୍କାରେ ଚାଲିଗଲା ବାପା ଝିଅଙ୍କ ଜୀବନ, ମାଆ ଗୁରୁତର। କେନ୍ଦୁଝର ଜିଲ୍ଲା NH- 520 ଟୋପାଡିହି ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ପଛପଟୁ ଧକ୍କାଦେଇ ଘୋଷାରୀ ନେଲା ଅଜଣା ଟ୍ରକ୍ । ଘଟଣା ସ୍ଥଳରେ ବାପା ଓ ଝିଅଙ୍କର ମୃତ୍ୟୁ ଘଟିଛି। ମୃତକ ରୁଗୁଡ଼ି ଥାନା ଲୋଇଡ଼ାପଦା ଅଞ୍ଚଳର ଦିଲିପ ସିଙ୍କୁ ଓ ଦୁଇ ବର୍ଷର ଝିଅ ଜସ୍ମିନ ସିଙ୍କୁ। ଗୁରୁତର ଅବସ୍ଥାରେ ମା’ ତୁଳସୀ ସିଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଫେରାର ସୂଚନା । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

11 Aug 2025 By The Sakala

ଟ୍ରକ୍ ଧକ୍କାରେ ଚାଲିଗଲା ବାପା-ଝିଅଙ୍କ ଜୀବନ, ମାଆ ଗୁରୁତର…

କେନ୍ଦୁଝର : ଅଜଣା ଟ୍ରକ୍ ଧକ୍କାରେ ଚାଲିଗଲା ବାପା ଝିଅଙ୍କ ଜୀବନ, ମାଆ ଗୁରୁତର। କେନ୍ଦୁଝର ଜିଲ୍ଲା NH- 520 ଟୋପାଡିହି ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ପଛପଟୁ ଧକ୍କାଦେଇ ଘୋଷାରୀ ନେଲା ଅଜଣା ଟ୍ରକ୍ । ଘଟଣା ସ୍ଥଳରେ ବାପା ଓ ଝିଅଙ୍କର ମୃତ୍ୟୁ ଘଟିଛି। ମୃତକ ରୁଗୁଡ଼ି ଥାନା ଲୋଇଡ଼ାପଦା ଅଞ୍ଚଳର ଦିଲିପ ସିଙ୍କୁ ଓ ଦୁଇ ବର୍ଷର ଝିଅ ଜସ୍ମିନ ସିଙ୍କୁ। ଗୁରୁତର ଅବସ୍ଥାରେ ମା’ ତୁଳସୀ ସିଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଫେରାର ସୂଚନା । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

https://www.thesakala.in/latest-odisha-news/kendujhar/father-daughter-death-in-truck-collision-mother-in-critical-condition/article-41976
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର