ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

କେନ୍ଦୁଝର ଜିଲ୍ଲା କାରାଗାରର ୯ ଅନ୍ତେବାସୀ କରୋନା ଆକ୍ରାନ୍ତ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲା କାରାଗାରରେ ୯ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, କିଛି ଦିନ ତଳେ ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଇଥିଲା । ଯାହାକୁ ନେଇ ସାଙ୍ଗରେ ଥିବା ୩୦ ଜଣଙ୍କ ନମୁନା ପରିକ୍ଷା କରାଯାଇଥିଲା । ସେଥିରୁ ୯ ଜଣ ବନ୍ଦୀ କରୋନାରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏମାନଙ୍କୁ ଜେଲ ମଧ୍ୟରେ ଏକ ସ୍ଵତନ୍ତ୍ର ସଂଙ୍ଗରୋଧ କକ୍ଷରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲା କାରାଗାରରେ ୯ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବାଲି ମାଫିଆଙ୍କ ଘରେ ପୁଲିସର ଚଢ଼ାଉ, ୨୫ ଲକ୍ଷ ଟଙ୍କା ସହ ୩୦ରୁ ଉର୍ଦ୍ଧ୍ୱ ଗାଡ଼ି ଜବତ

ସୂଚନା ଅନୁଯାୟୀ, କିଛି ଦିନ ତଳେ ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଇଥିଲା । ଯାହାକୁ ନେଇ ସାଙ୍ଗରେ ଥିବା ୩୦ ଜଣଙ୍କ ନମୁନା ପରିକ୍ଷା କରାଯାଇଥିଲା । ସେଥିରୁ ୯ ଜଣ ବନ୍ଦୀ କରୋନାରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏମାନଙ୍କୁ ଜେଲ ମଧ୍ୟରେ ଏକ ସ୍ଵତନ୍ତ୍ର ସଂଙ୍ଗରୋଧ କକ୍ଷରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ଅନ୍ୟ ୨୧ ଜଣଙ୍କୁ ଅନ୍ୟ ଏକ ରୁମରେ ଡାକ୍ତରଙ୍କ ତଦାରଖରେ ଅଛନ୍ତି । ବର୍ତ୍ତମାନ କେନ୍ଦୁଝର ଜେଲରେ ୫୬୫ ଜଣ ଅନ୍ତେବାସୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣ ମହିଳା ଓ ଜଣେ ଶିଶୁ ଥିବାବେଳେ ୫୫୨ ଜଣ ପୁରୁଷ ବନ୍ଦୀ ରହିଛନ୍ତି। ଏ ବାବଦରେ କେନ୍ଦୁଝର ଜେଲେର ଅମୀୟ ବେରାଙ୍କୁ ପଚାରିବାରୁ ୯ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ହୋଇଥିବା ଓ ସେମାନେ ସମସ୍ତେ ସୁସ୍ଥ ଥିବା କହିଥିବାବେଳେ ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଥିବା ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଦିନ ଦ୍ଵିପ୍ରହରେ ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା

12 May 2021 By The Sakala

କେନ୍ଦୁଝର ଜିଲ୍ଲା କାରାଗାରର ୯ ଅନ୍ତେବାସୀ କରୋନା ଆକ୍ରାନ୍ତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା କାରାଗାରରେ ୯ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କିଛି ଦିନ ତଳେ ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଇଥିଲା । ଯାହାକୁ ନେଇ ସାଙ୍ଗରେ ଥିବା ୩୦ ଜଣଙ୍କ ନମୁନା ପରିକ୍ଷା କରାଯାଇଥିଲା । ସେଥିରୁ ୯ ଜଣ ବନ୍ଦୀ କରୋନାରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏମାନଙ୍କୁ ଜେଲ ମଧ୍ୟରେ ଏକ ସ୍ଵତନ୍ତ୍ର ସଂଙ୍ଗରୋଧ କକ୍ଷରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ଅନ୍ୟ ୨୧ ଜଣଙ୍କୁ ଅନ୍ୟ ଏକ ରୁମରେ ଡାକ୍ତରଙ୍କ ତଦାରଖରେ ଅଛନ୍ତି । ବର୍ତ୍ତମାନ କେନ୍ଦୁଝର ଜେଲରେ ୫୬୫ ଜଣ ଅନ୍ତେବାସୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣ ମହିଳା ଓ ଜଣେ ଶିଶୁ ଥିବାବେଳେ ୫୫୨ ଜଣ ପୁରୁଷ ବନ୍ଦୀ ରହିଛନ୍ତି। ଏ ବାବଦରେ କେନ୍ଦୁଝର ଜେଲେର ଅମୀୟ ବେରାଙ୍କୁ ପଚାରିବାରୁ ୯ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ହୋଇଥିବା ଓ ସେମାନେ ସମସ୍ତେ ସୁସ୍ଥ ଥିବା କହିଥିବାବେଳେ ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଥିବା ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର