ବିବାହର ୩ ମାସରେ ପତ୍ନୀଙ୍କୁ ଛାଡିଲେ, ରାସ୍ତାରେ ମାଡ଼ମାରି ସୁନା ଅଳଙ୍କାର ସହ ଟଙ୍କା ଲୁଟିଲେ

The Sakala Picture
Published On

କେନ୍ଦ୍ରାପଡା: ନିରୀହ ଯୁବତୀଙ୍କ ଭାବନା ସହ ଖେଳି ବିବାହର ମାତ୍ର ୩ ମାସରେ ଘରୁ ବିଦା କରିଦେଲେ। ବିଦା ହେବା ପରେ ଯୁବତୀ ଜଣଙ୍କ ପାଠ ପଢିବା ପାଇଁ ଏକ ମେସରେ ରହୁଥିଲେ । ରାସ୍ତାରେ ଯିବାଆସିବା କରିବା ସମୟରେ ତାଙ୍କୁ ଅନୁକରଣ କରି ନିଜ ସ୍ୱାମୀ ଏବଂ ତାଙ୍କର କେତେଜଣ ସହଯୋଗୀ ସୁନା ଗହଣା ଆଉ ଟଙ୍କା ଲୁଟ କରିଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ନିରୀହ ଗରିବ ଘରର […]

କେନ୍ଦ୍ରାପଡା: ନିରୀହ ଯୁବତୀଙ୍କ ଭାବନା ସହ ଖେଳି ବିବାହର ମାତ୍ର ୩ ମାସରେ ଘରୁ ବିଦା କରିଦେଲେ। ବିଦା ହେବା ପରେ ଯୁବତୀ ଜଣଙ୍କ ପାଠ ପଢିବା ପାଇଁ ଏକ ମେସରେ ରହୁଥିଲେ । ରାସ୍ତାରେ ଯିବାଆସିବା କରିବା ସମୟରେ ତାଙ୍କୁ ଅନୁକରଣ କରି ନିଜ ସ୍ୱାମୀ ଏବଂ ତାଙ୍କର କେତେଜଣ ସହଯୋଗୀ ସୁନା ଗହଣା ଆଉ ଟଙ୍କା ଲୁଟ କରିଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଅଭିଯୋଗ ମୁତାବକ, ନିରୀହ ଗରିବ ଘରର ଝିଅକୁ ପାଠ ପଢିବାକୁ ଯାଉଥିବା ରାସ୍ତାରେ ଅଟକାଇ ପ୍ରେମ ଭିକ୍ଷା କରୁଥିଲେ। ପ୍ରେମ ପରେ ବିବାହ କଲେ । ହେଲେ ୩ ମାସ କାଳ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଶେଷରେ ଘରୁ ତଡିଦେଲେ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବଗଡ଼ା ତୁଣୁପୁର ଗ୍ରାମର ଦେବସ୍ମିତା ବରାଳଙ୍କ ସହିତ। ହେଲେ ସେ ଜୀବନ ନ ହାରି ଜୀବନରେ କିଛି କରିବାକୁ ପାଠ ପଢିବାକୁ ଆଗେଇ ଆସିଥିଲେ। ହେଲେ ଗତ ୧୬ ତାରିଖ ଦୁହୁରିଆ ନିକଟରେ ତାଙ୍କ ସ୍ୱାମୀ ତାଙ୍କୁ ମାଡ଼ ମାରି ସୁନା ଚେନ, ମଙ୍ଗଳ ସୂତ୍ର , ଲକେଟ, ଶଙ୍ଖା, ମୋବାଇଲ ଆଉ ପର୍ସରେ ଥିବା ୫ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏନେଇ ଦେବସ୍ମିତା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କର୍ଣ୍ଣପାତ କରିନଥିଲା । ଆଜି ପରିବାର ସହ ଦେବସ୍ମିତା ଜିଲ୍ଲାପାଳଙ୍କୁ ଅଭିଯୋଗ କରି କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

19 Aug 2021 By The Sakala

ବିବାହର ୩ ମାସରେ ପତ୍ନୀଙ୍କୁ ଛାଡିଲେ, ରାସ୍ତାରେ ମାଡ଼ମାରି ସୁନା ଅଳଙ୍କାର ସହ ଟଙ୍କା ଲୁଟିଲେ

କେନ୍ଦ୍ରାପଡା: ନିରୀହ ଯୁବତୀଙ୍କ ଭାବନା ସହ ଖେଳି ବିବାହର ମାତ୍ର ୩ ମାସରେ ଘରୁ ବିଦା କରିଦେଲେ। ବିଦା ହେବା ପରେ ଯୁବତୀ ଜଣଙ୍କ ପାଠ ପଢିବା ପାଇଁ ଏକ ମେସରେ ରହୁଥିଲେ । ରାସ୍ତାରେ ଯିବାଆସିବା କରିବା ସମୟରେ ତାଙ୍କୁ ଅନୁକରଣ କରି ନିଜ ସ୍ୱାମୀ ଏବଂ ତାଙ୍କର କେତେଜଣ ସହଯୋଗୀ ସୁନା ଗହଣା ଆଉ ଟଙ୍କା ଲୁଟ କରିଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ନିରୀହ ଗରିବ ଘରର ଝିଅକୁ ପାଠ ପଢିବାକୁ ଯାଉଥିବା ରାସ୍ତାରେ ଅଟକାଇ ପ୍ରେମ ଭିକ୍ଷା କରୁଥିଲେ। ପ୍ରେମ ପରେ ବିବାହ କଲେ । ହେଲେ ୩ ମାସ କାଳ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଶେଷରେ ଘରୁ ତଡିଦେଲେ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବଗଡ଼ା ତୁଣୁପୁର ଗ୍ରାମର ଦେବସ୍ମିତା ବରାଳଙ୍କ ସହିତ। ହେଲେ ସେ ଜୀବନ ନ ହାରି ଜୀବନରେ କିଛି କରିବାକୁ ପାଠ ପଢିବାକୁ ଆଗେଇ ଆସିଥିଲେ। ହେଲେ ଗତ ୧୬ ତାରିଖ ଦୁହୁରିଆ ନିକଟରେ ତାଙ୍କ ସ୍ୱାମୀ ତାଙ୍କୁ ମାଡ଼ ମାରି ସୁନା ଚେନ, ମଙ୍ଗଳ ସୂତ୍ର , ଲକେଟ, ଶଙ୍ଖା, ମୋବାଇଲ ଆଉ ପର୍ସରେ ଥିବା ୫ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏନେଇ ଦେବସ୍ମିତା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କର୍ଣ୍ଣପାତ କରିନଥିଲା । ଆଜି ପରିବାର ସହ ଦେବସ୍ମିତା ଜିଲ୍ଲାପାଳଙ୍କୁ ଅଭିଯୋଗ କରି କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର