ମନୋରଞ୍ଜନ
ଆଳିରେ କୁମ୍ଭୀର ଆତଙ୍କ : ଝିଅ ଆଗରେ ମା’କୁ ଟାଣି ନେଲା କୁମ୍ଭୀର
ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ। ଖରସ୍ରୋତା ନଦୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ଏଭଳି ଦୁଖଃଦ ଘଟଣା ଘଟିଛି ଆଳି ବ୍ଲକ ଅନ୍ତର୍ଗତ କୋଲଢିଅ ପଞ୍ଚାୟତ ମହାନ୍ତିଗାଁ ରେ ଘଟିଛି। ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିବା ଜଣା ପଡିଛି । ମହିଳା ଜଣଙ୍କ ମହାନ୍ତିଗାଁର କାଜଲ ମହାନ୍ତି (୪୦) । ଗ୍ରାମବାସୀଙ୍କ ପକ୍ଷରୁ ନଦୀରେ ଖୋଜାଖୋଜି ଚାଲିଥିବା ବି ମହିଳାଙ୍କ ପତ୍ତା ମିଳିନାହିଁ । ଗତବର୍ଷ ମଧ୍ୟ କୁମ୍ଭୀର […]
ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ। ଖରସ୍ରୋତା ନଦୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ଏଭଳି ଦୁଖଃଦ ଘଟଣା ଘଟିଛି ଆଳି ବ୍ଲକ ଅନ୍ତର୍ଗତ କୋଲଢିଅ ପଞ୍ଚାୟତ ମହାନ୍ତିଗାଁ ରେ ଘଟିଛି। ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିବା ଜଣା ପଡିଛି । ମହିଳା ଜଣଙ୍କ ମହାନ୍ତିଗାଁର କାଜଲ ମହାନ୍ତି (୪୦) । ଗ୍ରାମବାସୀଙ୍କ ପକ୍ଷରୁ ନଦୀରେ ଖୋଜାଖୋଜି ଚାଲିଥିବା ବି ମହିଳାଙ୍କ ପତ୍ତା ମିଳିନାହିଁ । ଗତବର୍ଷ ମଧ୍ୟ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଥିଲା । କୁମ୍ଭୀର ଆକ୍ରମଣରେ ଅନେକ ଜୀବନ ଯାଉଥିବା ବେଳେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ ।