ସାପ କାମୁଡାରେ ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ

The Sakala Picture
Published On

କେନ୍ଦ୍ରାପଡ଼: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଆଳି ଗୋବିନ୍ଦପୁର ଗାଁରେ ଘଟିଛି ଅଭାବନୀୟ ଘଟଣା ।  ଶୋଇଥିବା ବେଳେ ସାପ କାମୁଡାରେ ଜୀବନ ହାରିଛନ୍ତି ଭାଇ ଭଉଣୀ। ଏକାଠି ଚାଲିଗଲା ଦୁଇଟି ଜୀବନ। ଉକ୍ତ ଭଇ ଓ ଭଉଣୀ ହେଲେ ଅରୁଣ କୁମାର ଦାସଙ୍କ ୭ ବର୍ଷୀୟ ପୁଅ ଅଭିଷେକ ଦାସ ଓ ୩ ବର୍ଷର ଝିଅ ଭୂମିକା ଦାସ । ସୂଚନା ଅନୁଯାୟୀ, ଗତ କାଲି ରାତିରେ ମା’ଙ୍କ ପାଖରେ ଅଭିଷେକ ଓ ଭୂମିକା ଶୋଇଥିଲେ। […]

କେନ୍ଦ୍ରାପଡ଼: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଆଳି ଗୋବିନ୍ଦପୁର ଗାଁରେ ଘଟିଛି ଅଭାବନୀୟ ଘଟଣା ।  ଶୋଇଥିବା ବେଳେ ସାପ କାମୁଡାରେ ଜୀବନ ହାରିଛନ୍ତି ଭାଇ ଭଉଣୀ। ଏକାଠି ଚାଲିଗଲା ଦୁଇଟି ଜୀବନ। ଉକ୍ତ ଭଇ ଓ ଭଉଣୀ ହେଲେ ଅରୁଣ କୁମାର ଦାସଙ୍କ ୭ ବର୍ଷୀୟ ପୁଅ ଅଭିଷେକ ଦାସ ଓ ୩ ବର୍ଷର ଝିଅ ଭୂମିକା ଦାସ ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ସୂଚନା ଅନୁଯାୟୀ, ଗତ କାଲି ରାତିରେ ମା’ଙ୍କ ପାଖରେ ଅଭିଷେକ ଓ ଭୂମିକା ଶୋଇଥିଲେ। ଉଭୟଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ଚିତ୍କାର କରିବାରୁ ଘର ଲୋକେ ଉଠିପଡ଼ି ସାପ ଦେଖିଥିଲେ । ବିଳମ୍ବ ନ କରି ଉଭୟଙ୍କୁ ମେଡିକାଲ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଗୋବିନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

08 May 2021 By The Sakala

ସାପ କାମୁଡାରେ ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ

କେନ୍ଦ୍ରାପଡ଼: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଆଳି ଗୋବିନ୍ଦପୁର ଗାଁରେ ଘଟିଛି ଅଭାବନୀୟ ଘଟଣା ।  ଶୋଇଥିବା ବେଳେ ସାପ କାମୁଡାରେ ଜୀବନ ହାରିଛନ୍ତି ଭାଇ ଭଉଣୀ। ଏକାଠି ଚାଲିଗଲା ଦୁଇଟି ଜୀବନ। ଉକ୍ତ ଭଇ ଓ ଭଉଣୀ ହେଲେ ଅରୁଣ କୁମାର ଦାସଙ୍କ ୭ ବର୍ଷୀୟ ପୁଅ ଅଭିଷେକ ଦାସ ଓ ୩ ବର୍ଷର ଝିଅ ଭୂମିକା ଦାସ ।

ସୂଚନା ଅନୁଯାୟୀ, ଗତ କାଲି ରାତିରେ ମା’ଙ୍କ ପାଖରେ ଅଭିଷେକ ଓ ଭୂମିକା ଶୋଇଥିଲେ। ଉଭୟଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ଚିତ୍କାର କରିବାରୁ ଘର ଲୋକେ ଉଠିପଡ଼ି ସାପ ଦେଖିଥିଲେ । ବିଳମ୍ବ ନ କରି ଉଭୟଙ୍କୁ ମେଡିକାଲ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଗୋବିନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର