ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କନ୍ଧମାଳ ପୋଲିସକୁ ସଫଳତା, କମ୍ବିଂ ଅପରେସନବେଳେ ମାଓ କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

The Sakala Picture
Published On

ଫୁଲବାଣୀ: ପୁଣି କନ୍ଧମାଳ ପୋଲିସକୁ ସଫଳତା l ଗତ ୧୪ ତାରିଖରେ ଖବର ପାଇ ବାଲିଗୁଡା ଥାନା ଅନ୍ତର୍ଗତ ଶୁଡ୍ରା ପଞ୍ଚାୟତର ତିଲକି ଗ୍ରାମ ନିକଟ ଜଙ୍ଗଲରେ ୧୭.୭.୨୨ ରିଖ ଦିନ ଏସ୍ଓଜି ଓ ଡିଭିଫ୍ ର ମିଳିତ କମ୍ବିଂ ଅପରେସନ କରୁଥିବା ବେଳେ ସେଠାରେ ଏକ ମାଓବାଦୀ କ୍ୟାମ୍ପ ଚାଲିଥିବା ଠାବ କରିଥିଲେ । ସୁରକ୍ଷା କର୍ମୀ ମାନଙ୍କୁ ଦେଖି ମାଓବାଦୀ ମାନେ ସେଠାରୁ ପଳାଇ ଯାଇଥିଲେ । ସେଠାରେ 8 ରୁ 10 ଜଣ […]

ଫୁଲବାଣୀ: ପୁଣି କନ୍ଧମାଳ ପୋଲିସକୁ ସଫଳତା l ଗତ ୧୪ ତାରିଖରେ ଖବର ପାଇ ବାଲିଗୁଡା ଥାନା ଅନ୍ତର୍ଗତ ଶୁଡ୍ରା ପଞ୍ଚାୟତର ତିଲକି ଗ୍ରାମ ନିକଟ ଜଙ୍ଗଲରେ ୧୭.୭.୨୨ ରିଖ ଦିନ ଏସ୍ଓଜି ଓ ଡିଭିଫ୍ ର ମିଳିତ କମ୍ବିଂ ଅପରେସନ କରୁଥିବା ବେଳେ ସେଠାରେ ଏକ ମାଓବାଦୀ କ୍ୟାମ୍ପ ଚାଲିଥିବା ଠାବ କରିଥିଲେ । ସୁରକ୍ଷା କର୍ମୀ ମାନଙ୍କୁ ଦେଖି ମାଓବାଦୀ ମାନେ ସେଠାରୁ ପଳାଇ ଯାଇଥିଲେ । ସେଠାରେ 8 ରୁ 10 ଜଣ ମାଓବାଦୀ kkbn ଡିଭିଜନର ଥିବା ସନ୍ଦେହ କରାଯାଉଛି । ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲରୁ ମାଓ ସମାଗ୍ରୀ ଜବତ ହୋଇଛି l ସେଠାରୁ ମେଡିସିନ୍, ମାଓ ପୋଷାକ, ଛୁରୀ, ଟାଙ୍ଗିଆ,ଟିଫିନ, ଆଲୁମିନିଅମ ହାଣ୍ଡି, ଦେକିଚି, ପାଲ ଜବତ କରିଛି l ବର୍ତ୍ତମାନ ସୁଦ୍ଧା ସେଠାରେ କମ୍ବିଂ ଅପରେସନ ଚାଲିଥିବା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ ପି ବିନୀତ ଅଗ୍ରୱାଲ l

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

19 Jul 2022 By The Sakala

କନ୍ଧମାଳ ପୋଲିସକୁ ସଫଳତା, କମ୍ବିଂ ଅପରେସନବେଳେ ମାଓ କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଫୁଲବାଣୀ: ପୁଣି କନ୍ଧମାଳ ପୋଲିସକୁ ସଫଳତା l ଗତ ୧୪ ତାରିଖରେ ଖବର ପାଇ ବାଲିଗୁଡା ଥାନା ଅନ୍ତର୍ଗତ ଶୁଡ୍ରା ପଞ୍ଚାୟତର ତିଲକି ଗ୍ରାମ ନିକଟ ଜଙ୍ଗଲରେ ୧୭.୭.୨୨ ରିଖ ଦିନ ଏସ୍ଓଜି ଓ ଡିଭିଫ୍ ର ମିଳିତ କମ୍ବିଂ ଅପରେସନ କରୁଥିବା ବେଳେ ସେଠାରେ ଏକ ମାଓବାଦୀ କ୍ୟାମ୍ପ ଚାଲିଥିବା ଠାବ କରିଥିଲେ । ସୁରକ୍ଷା କର୍ମୀ ମାନଙ୍କୁ ଦେଖି ମାଓବାଦୀ ମାନେ ସେଠାରୁ ପଳାଇ ଯାଇଥିଲେ । ସେଠାରେ 8 ରୁ 10 ଜଣ ମାଓବାଦୀ kkbn ଡିଭିଜନର ଥିବା ସନ୍ଦେହ କରାଯାଉଛି । ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲରୁ ମାଓ ସମାଗ୍ରୀ ଜବତ ହୋଇଛି l ସେଠାରୁ ମେଡିସିନ୍, ମାଓ ପୋଷାକ, ଛୁରୀ, ଟାଙ୍ଗିଆ,ଟିଫିନ, ଆଲୁମିନିଅମ ହାଣ୍ଡି, ଦେକିଚି, ପାଲ ଜବତ କରିଛି l ବର୍ତ୍ତମାନ ସୁଦ୍ଧା ସେଠାରେ କମ୍ବିଂ ଅପରେସନ ଚାଲିଥିବା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ ପି ବିନୀତ ଅଗ୍ରୱାଲ l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର