ପିକ୍‌ନିକ୍‌ ହେଲା କାଳ, କରଡା ଘାଟିରେ ୭୦ ଫୁଟ ତଳକୁ ଖସିଲା କାର : ୨ ମୃତ, ୮ ଗୁରୁତର

The Sakala Picture
Published On

କନ୍ଧମାଳ: ପିକ୍‌ନିକ୍‌ ହେଲା କାଳ, ଅକାଳରେ ଚାଲିଗଲା ଦୁଇ ଜୀବନ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ଘାଟିରେ ଏକ ଜାଇଲୋ କାର ୭୦ ଫୁଟ ତଳକୁ ଖସି ପଡିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକ ଦ୍ୱୟଙ୍କ ନାମ ଲିୟଦାସ ପରିଛା (୨୨) ଏବଂ ପବନ ଦିଗାଲ (୨୨) ବୋଲି ସୂଚନାରୁ ଜଣାପଡିଛି । ସେମାନେ ଅନ୍ୟ ୭ ସାଙ୍ଗଙ୍କ ସହିତ ମିଶି ସୋରଡ଼ା […]

କନ୍ଧମାଳ: ପିକ୍‌ନିକ୍‌ ହେଲା କାଳ, ଅକାଳରେ ଚାଲିଗଲା ଦୁଇ ଜୀବନ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ଘାଟିରେ ଏକ ଜାଇଲୋ କାର ୭୦ ଫୁଟ ତଳକୁ ଖସି ପଡିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକ ଦ୍ୱୟଙ୍କ ନାମ ଲିୟଦାସ ପରିଛା (୨୨) ଏବଂ ପବନ ଦିଗାଲ (୨୨) ବୋଲି ସୂଚନାରୁ ଜଣାପଡିଛି । ସେମାନେ ଅନ୍ୟ ୭ ସାଙ୍ଗଙ୍କ ସହିତ ମିଶି ସୋରଡ଼ା ଦାନ୍ତଲିଙ୍ଗକୁ ଯାଉଥିଲେ। ଗାଡି ଟି କରଡ଼ା ଘାଟିରେ ଭାରସାମ୍ୟ ହରାଇବାରୁ ପ୍ରାୟ ୭୦ ଫୁଟ ତଳକୁ ଖସିଯାଇଥିଲା । ଘଟଣା ସ୍ଥଳରେ ଦମକକ ବାହିନୀ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ରାଇକିଆ ମେଡିକାଲରେ ଭର୍ତ୍ତି କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

04 Jan 2022 By The Sakala

ପିକ୍‌ନିକ୍‌ ହେଲା କାଳ, କରଡା ଘାଟିରେ ୭୦ ଫୁଟ ତଳକୁ ଖସିଲା କାର : ୨ ମୃତ, ୮ ଗୁରୁତର

କନ୍ଧମାଳ: ପିକ୍‌ନିକ୍‌ ହେଲା କାଳ, ଅକାଳରେ ଚାଲିଗଲା ଦୁଇ ଜୀବନ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ଘାଟିରେ ଏକ ଜାଇଲୋ କାର ୭୦ ଫୁଟ ତଳକୁ ଖସି ପଡିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକ ଦ୍ୱୟଙ୍କ ନାମ ଲିୟଦାସ ପରିଛା (୨୨) ଏବଂ ପବନ ଦିଗାଲ (୨୨) ବୋଲି ସୂଚନାରୁ ଜଣାପଡିଛି । ସେମାନେ ଅନ୍ୟ ୭ ସାଙ୍ଗଙ୍କ ସହିତ ମିଶି ସୋରଡ଼ା ଦାନ୍ତଲିଙ୍ଗକୁ ଯାଉଥିଲେ। ଗାଡି ଟି କରଡ଼ା ଘାଟିରେ ଭାରସାମ୍ୟ ହରାଇବାରୁ ପ୍ରାୟ ୭୦ ଫୁଟ ତଳକୁ ଖସିଯାଇଥିଲା । ଘଟଣା ସ୍ଥଳରେ ଦମକକ ବାହିନୀ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ରାଇକିଆ ମେଡିକାଲରେ ଭର୍ତ୍ତି କରିଛନ୍ତି।

https://www.thesakala.in/latest-odisha-news/kandhamal/2-died-and-8-injured-in-an-accident-in-raikia/article-8139
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର