ନକଲି ପ୍ରମାଣପତ୍ର ମାମଲା: ଜେଲ୍ ଗଲେ ଅଭିଯୁକ୍ତ ବାପା ଓ ପୁଅ

The Sakala Picture
Published On

କଳାହାଣ୍ଡି: କଳାହାଣ୍ଡି ଜିଲାରେ ନକଲି ପ୍ରମାଣପତ୍ର ମାମଲାରେ ଅଭିଯୁକ୍ତ ଡାକମାଷ୍ଟର ଓ ସ୍କୁଲ୍ ମାଷ୍ଟରଙ୍କୁ ଗିରଫ କରି ଜେଲକୁ ପଠେଇଛି  ପୁଲିସ  । ଗ୍ରାମୀଣ ଡାକସେବକ ଭାବେ ନିୟୋଜିତ ହୋଇଥିବା ଅନେକ ପ୍ରାର୍ଥୀ ଦାଖଲ କରିଥିବା ପ୍ରମାଣପତ୍ର ନକଲି ବୋଲି ପ୍ରମାଣିତ ହେଲା ପରେ ଗିରଫ ହୋଇଛନ୍ତି  । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଏପିଟା ଗ୍ରାମର ପଦ୍ମନାଭ ମହାନନ୍ଦ ପ୍ରାର୍ଥୀମାନଙ୍କଠାରୁ ମୋଟା ଟଙ୍କା ନେଇ ନକଲି ପ୍ରମାଣପତ୍ର ଯୋଗାଇ ଦେଉଛନ୍ତି ବୋଲି ପୁଲିସକୁ ସୂଚନା ମିଳିଥିଲା […]

କଳାହାଣ୍ଡି: କଳାହାଣ୍ଡି ଜିଲାରେ ନକଲି ପ୍ରମାଣପତ୍ର ମାମଲାରେ ଅଭିଯୁକ୍ତ ଡାକମାଷ୍ଟର ଓ ସ୍କୁଲ୍ ମାଷ୍ଟରଙ୍କୁ ଗିରଫ କରି ଜେଲକୁ ପଠେଇଛି  ପୁଲିସ  । ଗ୍ରାମୀଣ ଡାକସେବକ ଭାବେ ନିୟୋଜିତ ହୋଇଥିବା ଅନେକ ପ୍ରାର୍ଥୀ ଦାଖଲ କରିଥିବା ପ୍ରମାଣପତ୍ର ନକଲି ବୋଲି ପ୍ରମାଣିତ ହେଲା ପରେ ଗିରଫ ହୋଇଛନ୍ତି  ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଏପିଟା ଗ୍ରାମର ପଦ୍ମନାଭ ମହାନନ୍ଦ ପ୍ରାର୍ଥୀମାନଙ୍କଠାରୁ ମୋଟା ଟଙ୍କା ନେଇ ନକଲି ପ୍ରମାଣପତ୍ର ଯୋଗାଇ ଦେଉଛନ୍ତି ବୋଲି ପୁଲିସକୁ ସୂଚନା ମିଳିଥିଲା । କଳାହାଣ୍ଡି ଜିଲାରେ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କ ପ୍ରମାଣପତ୍ର ଯାଞ୍ଚ କରାଯିବା ପାଇଁ ଭବାନୀପାଟଣା ଡାକ ସହକାରୀ ଅଧୀକ୍ଷକ ମାଧ୍ୟମିକ ଶିକ୍ଷା ପରିଷଦକୁ ସୁପାରିଶ କରିଥିଲେ । ବୋର୍ଡ କର୍ତ୍ତୃପକ୍ଷ ପ୍ରଭାତ ମହାନନ୍ଦ ନାମକ ଜଣେ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ କରି ତାହା ନକଲି ବୋଲି ଜାଣି ପାରିଥିଲେ । ଏହା ପରେ ଡାକ ବିଭାଗ ତରଫରୁ ଭବାନୀପାଟଣା ଟାଉନ ଥାନାରେ ଏତଲା ଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ପୁଲିସ ଏହି ଘଟଣାର ତଦନ୍ତରୁ ଜାଣିପାରିଥିଲା ଯେ,   ପୁଅ ନକଲି ପ୍ରମାଣପତ୍ର ବଳରେ ଡାକ ବିଭାଗରେ ଚାକିରି କରୁଥିଲା । ପୁଅକୁ  ନକଲି ସାର୍ଟିଫିକେଟ ଯୋଗାଇଥିବା ବାପା ସାପସିଲେଟ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି । ପୁର୍ବରୁ ନକଲି ଡାକ କର୍ମଚାରୀ ଛନକ ବାଗ ଗିରଫ ହୋଇ ଜେଲ୍ ଯାଇଥିବା ବେଳେ ଭବାନୀପାଟଣା ଟାଉନ ପୁଲିସ ପଦ୍ମନାଭ ମହାନନ୍ଦ ଓ ତାଙ୍କ ପଅ ପ୍ରଭାତ ମହାନନ୍ଦଙ୍କୁ ଗିରଫ କରି ଜେଲକୁ ପଠାଇଛି ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

12 Aug 2023 By The Sakala

ନକଲି ପ୍ରମାଣପତ୍ର ମାମଲା: ଜେଲ୍ ଗଲେ ଅଭିଯୁକ୍ତ ବାପା ଓ ପୁଅ

କଳାହାଣ୍ଡି: କଳାହାଣ୍ଡି ଜିଲାରେ ନକଲି ପ୍ରମାଣପତ୍ର ମାମଲାରେ ଅଭିଯୁକ୍ତ ଡାକମାଷ୍ଟର ଓ ସ୍କୁଲ୍ ମାଷ୍ଟରଙ୍କୁ ଗିରଫ କରି ଜେଲକୁ ପଠେଇଛି  ପୁଲିସ  । ଗ୍ରାମୀଣ ଡାକସେବକ ଭାବେ ନିୟୋଜିତ ହୋଇଥିବା ଅନେକ ପ୍ରାର୍ଥୀ ଦାଖଲ କରିଥିବା ପ୍ରମାଣପତ୍ର ନକଲି ବୋଲି ପ୍ରମାଣିତ ହେଲା ପରେ ଗିରଫ ହୋଇଛନ୍ତି  ।

ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଏପିଟା ଗ୍ରାମର ପଦ୍ମନାଭ ମହାନନ୍ଦ ପ୍ରାର୍ଥୀମାନଙ୍କଠାରୁ ମୋଟା ଟଙ୍କା ନେଇ ନକଲି ପ୍ରମାଣପତ୍ର ଯୋଗାଇ ଦେଉଛନ୍ତି ବୋଲି ପୁଲିସକୁ ସୂଚନା ମିଳିଥିଲା । କଳାହାଣ୍ଡି ଜିଲାରେ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କ ପ୍ରମାଣପତ୍ର ଯାଞ୍ଚ କରାଯିବା ପାଇଁ ଭବାନୀପାଟଣା ଡାକ ସହକାରୀ ଅଧୀକ୍ଷକ ମାଧ୍ୟମିକ ଶିକ୍ଷା ପରିଷଦକୁ ସୁପାରିଶ କରିଥିଲେ । ବୋର୍ଡ କର୍ତ୍ତୃପକ୍ଷ ପ୍ରଭାତ ମହାନନ୍ଦ ନାମକ ଜଣେ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ କରି ତାହା ନକଲି ବୋଲି ଜାଣି ପାରିଥିଲେ । ଏହା ପରେ ଡାକ ବିଭାଗ ତରଫରୁ ଭବାନୀପାଟଣା ଟାଉନ ଥାନାରେ ଏତଲା ଦିଆଯାଇଥିଲା ।

ପୁଲିସ ଏହି ଘଟଣାର ତଦନ୍ତରୁ ଜାଣିପାରିଥିଲା ଯେ,   ପୁଅ ନକଲି ପ୍ରମାଣପତ୍ର ବଳରେ ଡାକ ବିଭାଗରେ ଚାକିରି କରୁଥିଲା । ପୁଅକୁ  ନକଲି ସାର୍ଟିଫିକେଟ ଯୋଗାଇଥିବା ବାପା ସାପସିଲେଟ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି । ପୁର୍ବରୁ ନକଲି ଡାକ କର୍ମଚାରୀ ଛନକ ବାଗ ଗିରଫ ହୋଇ ଜେଲ୍ ଯାଇଥିବା ବେଳେ ଭବାନୀପାଟଣା ଟାଉନ ପୁଲିସ ପଦ୍ମନାଭ ମହାନନ୍ଦ ଓ ତାଙ୍କ ପଅ ପ୍ରଭାତ ମହାନନ୍ଦଙ୍କୁ ଗିରଫ କରି ଜେଲକୁ ପଠାଇଛି ।

https://www.thesakala.in/latest-odisha-news/kalahandi/fake-certificate-case-accused-father-and-son-go-to-jail/article-24370
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର