ନିର୍ମାଣାଧୀନ ପୋଲ ଉପରୁ ୨ମୃତଦେହ ଉଦ୍ଧାର

The Sakala Picture
Published On

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ ଜାତୀୟ ରାଜପଥରୁ ୨ ଜଣଙ୍କ ମୃତଦେହ ମିଳିଛି । ମିର୍ଜାପୁର ନିକଟର ୧୬ ନମ୍ବର ଜାତୀୟ ରାଜପଥରେ ଚାଲିଥିବା ନିର୍ମାଣାଧୀନ ପୋଲ ଉପରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ବାଇକ୍ ତଳକୁ ଖସି ପଡ଼ିଛି । ମୃତକଙ୍କ ଚପଲ ଏବଂ ଟୋପି ମଧ୍ୟ ପାଖରେ ପଡ଼ିଛି । ମୃତତେହ ତଳମୁହାଁ ହୋଇ ପଡ଼ିଥିବା ବେଳେ ଦେହରେ ରକ୍ତ ଲାଗିଛି । ୨ ଜଣଙ୍କ ମୃତଦେହ […]

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ ଜାତୀୟ ରାଜପଥରୁ ୨ ଜଣଙ୍କ ମୃତଦେହ ମିଳିଛି । ମିର୍ଜାପୁର ନିକଟର ୧୬ ନମ୍ବର ଜାତୀୟ ରାଜପଥରେ ଚାଲିଥିବା ନିର୍ମାଣାଧୀନ ପୋଲ ଉପରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ବାଇକ୍ ତଳକୁ ଖସି ପଡ଼ିଛି । ମୃତକଙ୍କ ଚପଲ ଏବଂ ଟୋପି ମଧ୍ୟ ପାଖରେ ପଡ଼ିଛି । ମୃତତେହ ତଳମୁହାଁ ହୋଇ ପଡ଼ିଥିବା ବେଳେ ଦେହରେ ରକ୍ତ ଲାଗିଛି । ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହା ହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇ ନାହିଁ । ତେବେ ଉଭୟଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

03 Sep 2021 By The Sakala

ନିର୍ମାଣାଧୀନ ପୋଲ ଉପରୁ ୨ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ ଜାତୀୟ ରାଜପଥରୁ ୨ ଜଣଙ୍କ ମୃତଦେହ ମିଳିଛି । ମିର୍ଜାପୁର ନିକଟର ୧୬ ନମ୍ବର ଜାତୀୟ ରାଜପଥରେ ଚାଲିଥିବା ନିର୍ମାଣାଧୀନ ପୋଲ ଉପରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ବାଇକ୍ ତଳକୁ ଖସି ପଡ଼ିଛି । ମୃତକଙ୍କ ଚପଲ ଏବଂ ଟୋପି ମଧ୍ୟ ପାଖରେ ପଡ଼ିଛି । ମୃତତେହ ତଳମୁହାଁ ହୋଇ ପଡ଼ିଥିବା ବେଳେ ଦେହରେ ରକ୍ତ ଲାଗିଛି । ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହା ହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇ ନାହିଁ । ତେବେ ଉଭୟଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର