୩୩୦ରୁ ୪୨୦କୁ ବୃଦ୍ଧି ହେଲା ଯାଜପୁର ମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା

The Sakala Picture
Published On

ଯାଜପୁର : ବଢ଼ିଲା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟାସଂଖ୍ୟା । ୩୩୦ରୁ ୪୨୦କୁ ବଢ଼ିଲା ଶଯ୍ୟାସଂଖ୍ୟା । ଯାଜପୁରରେ ଖୁବଶୀଘ୍ର ଶହେ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଯଯାତୀ କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ଭାବେ ଜଣାଶୁଣା ହେବ ଏହି କଲେଜ । ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ପାଠପଢା ଲାଗି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହାୟକ ହେବ । ଏହାସହ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟା ଚିକିତ୍ସାଳୟ ଏବଂ ଉପଖଣ୍ଡସ୍ତରୀୟ […]

ଯାଜପୁର : ବଢ଼ିଲା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟାସଂଖ୍ୟା । ୩୩୦ରୁ ୪୨୦କୁ ବଢ଼ିଲା ଶଯ୍ୟାସଂଖ୍ୟା । ଯାଜପୁରରେ ଖୁବଶୀଘ୍ର ଶହେ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଯଯାତୀ କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ଭାବେ ଜଣାଶୁଣା ହେବ ଏହି କଲେଜ । ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ପାଠପଢା ଲାଗି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହାୟକ ହେବ । ଏହାସହ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟା ଚିକିତ୍ସାଳୟ ଏବଂ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଆମ ହସ୍ପିଟାଲ ଯୋଜନାରେ ସାମିଲ କରାଯିବ । ସିଏଚସି ଓ ପିଏଚସିକୁ ସଂପ୍ରସାରିତ ହେବ ଆମ ହସ୍ପିଟାଲ ଯୋଜନା । ଆସନ୍ତା ୪ବର୍ଷରେ ଏହି ଯୋଜନା ସମ୍ପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

03 Oct 2023 By The Sakala

୩୩୦ରୁ ୪୨୦କୁ ବୃଦ୍ଧି ହେଲା ଯାଜପୁର ମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା

ଯାଜପୁର : ବଢ଼ିଲା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟାସଂଖ୍ୟା । ୩୩୦ରୁ ୪୨୦କୁ ବଢ଼ିଲା ଶଯ୍ୟାସଂଖ୍ୟା । ଯାଜପୁରରେ ଖୁବଶୀଘ୍ର ଶହେ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଯଯାତୀ କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ଭାବେ ଜଣାଶୁଣା ହେବ ଏହି କଲେଜ । ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ପାଠପଢା ଲାଗି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହାୟକ ହେବ । ଏହାସହ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟା ଚିକିତ୍ସାଳୟ ଏବଂ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଆମ ହସ୍ପିଟାଲ ଯୋଜନାରେ ସାମିଲ କରାଯିବ । ସିଏଚସି ଓ ପିଏଚସିକୁ ସଂପ୍ରସାରିତ ହେବ ଆମ ହସ୍ପିଟାଲ ଯୋଜନା । ଆସନ୍ତା ୪ବର୍ଷରେ ଏହି ଯୋଜନା ସମ୍ପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର