ଟ୍ରେନରେ କଟି ୬ ମୃତ, ୧ ଗୁରୁତର

The Sakala Picture
Published On

ଯାଜପୁର: ଯାଜପୁର ରୋଡ ଷ୍ଟେସନରେ ଟ୍ରେନ୍‌ରେ କଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମାଲବାହୀ ଟ୍ରେନ୍ ତଳେ ଆଶ୍ରୟ ନେଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ, ବର୍ଷା ପବନ ଯୋଗୁଁ ଟ୍ରେନ ତଳେ ବସିଥିଲେ ସମସ୍ତ ଶ୍ରମିକ।  ଠିଆ ହୋଇଥିବା ମାଲବାହୀ ଟ୍ରେନଟି କାଳବୈଶାଖୀର ପ୍ରଭାବରେ ଜୋର ପବନ ଫଳରେ ଟ୍ରେନଟି ଗଡି ଯାଇଥିବାରୁ ଅଘଟଣ ଘଟିଥିବା କୁହାଯାଉଛି। ବର୍ତ୍ତମାନ ଗୁରୁତର ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା […]

ଯାଜପୁର: ଯାଜପୁର ରୋଡ ଷ୍ଟେସନରେ ଟ୍ରେନ୍‌ରେ କଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମାଲବାହୀ ଟ୍ରେନ୍ ତଳେ ଆଶ୍ରୟ ନେଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ଖବର ଅନୁଯାୟୀ, ବର୍ଷା ପବନ ଯୋଗୁଁ ଟ୍ରେନ ତଳେ ବସିଥିଲେ ସମସ୍ତ ଶ୍ରମିକ।  ଠିଆ ହୋଇଥିବା ମାଲବାହୀ ଟ୍ରେନଟି କାଳବୈଶାଖୀର ପ୍ରଭାବରେ ଜୋର ପବନ ଫଳରେ ଟ୍ରେନଟି ଗଡି ଯାଇଥିବାରୁ ଅଘଟଣ ଘଟିଥିବା କୁହାଯାଉଛି। ବର୍ତ୍ତମାନ ଗୁରୁତର ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଦୀର୍ଘ ଦିନ ହେଲା ଉକ୍ତ ମାଲବାହୀ ଟ୍ରେନଟି ସେଫ୍ଟି ଲାଇନରେ ଠିଆ ହୋଇଥିଲା । ମାଲବାହୀ ଟ୍ରେନଟି ଇଞ୍ଜିନ ବିହୀନ ଥିବା ଜଣାପଡ଼ିଛି। ତେବେ ଦୀର୍ଘ ଦିନ ଧରି ଟ୍ରେନଟି ଉକ୍ତ ସ୍ଥାନରେ ଠିଆ ହୋଇଥିବା ସ୍ଥାନୀୟଲୋକେ କହିଛନ୍ତି। ଅନ୍ୟପଟେ ଘଟଣାସ୍ଥଳରେ ଜିଆରପି ଓ ଆରପିଏଫ୍‌ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

07 Jun 2023 By The Sakala

ଟ୍ରେନରେ କଟି ୬ ମୃତ, ୧ ଗୁରୁତର

ଯାଜପୁର: ଯାଜପୁର ରୋଡ ଷ୍ଟେସନରେ ଟ୍ରେନ୍‌ରେ କଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମାଲବାହୀ ଟ୍ରେନ୍ ତଳେ ଆଶ୍ରୟ ନେଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଖବର ଅନୁଯାୟୀ, ବର୍ଷା ପବନ ଯୋଗୁଁ ଟ୍ରେନ ତଳେ ବସିଥିଲେ ସମସ୍ତ ଶ୍ରମିକ।  ଠିଆ ହୋଇଥିବା ମାଲବାହୀ ଟ୍ରେନଟି କାଳବୈଶାଖୀର ପ୍ରଭାବରେ ଜୋର ପବନ ଫଳରେ ଟ୍ରେନଟି ଗଡି ଯାଇଥିବାରୁ ଅଘଟଣ ଘଟିଥିବା କୁହାଯାଉଛି। ବର୍ତ୍ତମାନ ଗୁରୁତର ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଦୀର୍ଘ ଦିନ ହେଲା ଉକ୍ତ ମାଲବାହୀ ଟ୍ରେନଟି ସେଫ୍ଟି ଲାଇନରେ ଠିଆ ହୋଇଥିଲା । ମାଲବାହୀ ଟ୍ରେନଟି ଇଞ୍ଜିନ ବିହୀନ ଥିବା ଜଣାପଡ଼ିଛି। ତେବେ ଦୀର୍ଘ ଦିନ ଧରି ଟ୍ରେନଟି ଉକ୍ତ ସ୍ଥାନରେ ଠିଆ ହୋଇଥିବା ସ୍ଥାନୀୟଲୋକେ କହିଛନ୍ତି। ଅନ୍ୟପଟେ ଘଟଣାସ୍ଥଳରେ ଜିଆରପି ଓ ଆରପିଏଫ୍‌ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର