ପୁଣି ଲଜ୍ଜା: ଲିଫ୍ଟ ଦେଇ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ

The Sakala Picture
Published On

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବଣିତ ଅଞ୍ଚଳରୁ ଆସିଛି ଅଭାବନୀୟ ଚିତ୍ର। ଜଣେ ବିବାହିତା ମହିଳାଙ୍କୁ ଲିଫ୍ଟ ଦେବା ନାଁରେ କରାଯାଇଛି ଗଣଦୁଷ୍କର୍ମ । ଏ ନେଇ ତିର୍ତ୍ତୋଲ ଥାନାରେ ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଚଳିତ ମାସ ୧ ତାରିଖ ଦିନ ସମ୍ପୃକ୍ତ ମହିଳା ମଧ୍ୟାହ୍ନ ସମୟରେ ରାହମା ବଜାରରେ ବସକୁ ଅପେକ୍ଷା କରି ଛିଡା ହୋଇଥିଲେ। ଏହି ସମୟରେ ତିନି ଜଣ ଯୁବକ ତାଙ୍କୁ ଲିଫ୍ଟ ଦେବାକୁ କହି […]

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବଣିତ ଅଞ୍ଚଳରୁ ଆସିଛି ଅଭାବନୀୟ ଚିତ୍ର। ଜଣେ ବିବାହିତା ମହିଳାଙ୍କୁ ଲିଫ୍ଟ ଦେବା ନାଁରେ କରାଯାଇଛି ଗଣଦୁଷ୍କର୍ମ । ଏ ନେଇ ତିର୍ତ୍ତୋଲ ଥାନାରେ ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଅଭିଯୋଗ ଅନୁଯାୟୀ, ଚଳିତ ମାସ ୧ ତାରିଖ ଦିନ ସମ୍ପୃକ୍ତ ମହିଳା ମଧ୍ୟାହ୍ନ ସମୟରେ ରାହମା ବଜାରରେ ବସକୁ ଅପେକ୍ଷା କରି ଛିଡା ହୋଇଥିଲେ। ଏହି ସମୟରେ ତିନି ଜଣ ଯୁବକ ତାଙ୍କୁ ଲିଫ୍ଟ ଦେବାକୁ କହି ଏକ କାର୍ ଭିତରେ ପାରାଦୀପ ଆଡ଼କୁ ନେଇଯାଇଥିଲେ । ତାଙ୍କୁ ନିଶା ଦେଇ ଅଚେତ କରିବା ପରେ ଅଠରବାଙ୍କୀ ନିକଟରେ ଏକ ଟ୍ରକ ଡାଲାର ଗଣଦୁଷ୍କର୍ମ କରିଥିଲେ। ପରେ ଏ ନେଇ କାହାରିକୁ କହିଲେ ଜୀବନରେ ମାରିଦେବା ସହ ଅଶ୍ଲୀଳ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ଫଳରେ ଭୟଭୀତ ହୋଇ ପୀଡିତା ଜଣଙ୍କ କାହକୁ ଜଣାଇ ନ ଥିଲେ । କିନ୍ତୁ ଗତ ୨୬ତାରିଖ ଦିନ ସ୍ବାମୀଙ୍କ ସହ ଆସି ତିନି ଅଭିଯୁକ୍ତଙ୍କ ନାଁରେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତ । ଅଭିଯୋଗ ପାଇବା ପରେ ତିର୍ତ୍ତୋଲ ପୁଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

29 Jun 2022 By The Sakala

ପୁଣି ଲଜ୍ଜା: ଲିଫ୍ଟ ଦେଇ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବଣିତ ଅଞ୍ଚଳରୁ ଆସିଛି ଅଭାବନୀୟ ଚିତ୍ର। ଜଣେ ବିବାହିତା ମହିଳାଙ୍କୁ ଲିଫ୍ଟ ଦେବା ନାଁରେ କରାଯାଇଛି ଗଣଦୁଷ୍କର୍ମ । ଏ ନେଇ ତିର୍ତ୍ତୋଲ ଥାନାରେ ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ଚଳିତ ମାସ ୧ ତାରିଖ ଦିନ ସମ୍ପୃକ୍ତ ମହିଳା ମଧ୍ୟାହ୍ନ ସମୟରେ ରାହମା ବଜାରରେ ବସକୁ ଅପେକ୍ଷା କରି ଛିଡା ହୋଇଥିଲେ। ଏହି ସମୟରେ ତିନି ଜଣ ଯୁବକ ତାଙ୍କୁ ଲିଫ୍ଟ ଦେବାକୁ କହି ଏକ କାର୍ ଭିତରେ ପାରାଦୀପ ଆଡ଼କୁ ନେଇଯାଇଥିଲେ । ତାଙ୍କୁ ନିଶା ଦେଇ ଅଚେତ କରିବା ପରେ ଅଠରବାଙ୍କୀ ନିକଟରେ ଏକ ଟ୍ରକ ଡାଲାର ଗଣଦୁଷ୍କର୍ମ କରିଥିଲେ। ପରେ ଏ ନେଇ କାହାରିକୁ କହିଲେ ଜୀବନରେ ମାରିଦେବା ସହ ଅଶ୍ଲୀଳ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ଫଳରେ ଭୟଭୀତ ହୋଇ ପୀଡିତା ଜଣଙ୍କ କାହକୁ ଜଣାଇ ନ ଥିଲେ । କିନ୍ତୁ ଗତ ୨୬ତାରିଖ ଦିନ ସ୍ବାମୀଙ୍କ ସହ ଆସି ତିନି ଅଭିଯୁକ୍ତଙ୍କ ନାଁରେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତ । ଅଭିଯୋଗ ପାଇବା ପରେ ତିର୍ତ୍ତୋଲ ପୁଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ କହିଛନ୍ତି ।

https://www.thesakala.in/latest-odisha-news/jagatsinghpur/rape-of-married-woman-by-car-lift/article-12879
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର