ସୋସିଆଲ ମିଡିଆରେ ସ୍ତ୍ରୀ’ର ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ସ୍ୱାମୀ ଗିରଫ

The Sakala Picture
Published On

ଭୁବନେଶ୍ୱର: ପତ୍ନୀ ଅଜାଣତରେ ପତି କରୁଥିଲା ଅଶ୍ଳୀଳ ଫଟୋ ଭାଇରାଲ । ରାଜଧାନୀରେ ନିଜ ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରି ଗିରଫ ହେଲେ ସ୍ୱାମୀ । ଅଶ୍ଳୀଳ ଫଟୋ ପୋଷ୍ଟ କରି ଭାଇରାଲ୍ କରିବା ଅଭିଯୋଗରେ ଗତକାଲି ଭୁବନେଶ୍ଵର ସାଇବର ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ସୂଚନା ଅନୁସାରେ ଭୁବନେଶ୍ୱର ମଞ୍ଚେଶ୍ୱର‌ ଅଞ୍ଚଳରେ ଘରୋଇ ମେଡ ଭାବେ କାମ କରୁଥିଲେ ପତ୍ନୀ । ହେଲେ ସ୍ବାମୀ ଭଦ୍ରକରେ‌ ରହି […]

ଭୁବନେଶ୍ୱର: ପତ୍ନୀ ଅଜାଣତରେ ପତି କରୁଥିଲା ଅଶ୍ଳୀଳ ଫଟୋ ଭାଇରାଲ । ରାଜଧାନୀରେ ନିଜ ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରି ଗିରଫ ହେଲେ ସ୍ୱାମୀ । ଅଶ୍ଳୀଳ ଫଟୋ ପୋଷ୍ଟ କରି ଭାଇରାଲ୍ କରିବା ଅଭିଯୋଗରେ ଗତକାଲି ଭୁବନେଶ୍ଵର ସାଇବର ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ବିନୋଦ ବେହେରାକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ସୂଚନା ଅନୁସାରେ ଭୁବନେଶ୍ୱର ମଞ୍ଚେଶ୍ୱର‌ ଅଞ୍ଚଳରେ ଘରୋଇ ମେଡ ଭାବେ କାମ କରୁଥିଲେ ପତ୍ନୀ । ହେଲେ ସ୍ବାମୀ ଭଦ୍ରକରେ‌ ରହି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ । ପତ୍ନୀ ଧିରେ‌ ଧିରେ ସ୍ୱାମୀକୁ କିଛି ଟଙ୍କା ପଠାଉଥିଲେ । ଯେଉଁ ଟଙ୍କାରେ ସ୍ୱାମୀ ନିଶା ପିଇ ମାତାଲ ହେଉଥିଲା । ମାତ୍ର ଏବେ କିଛି ଦିନ ହେଲା ପତ୍ନୀର‌ ସମସ୍ୟା ଯୋଗୁଁ ପଇସା ପଠାଇପାରି ନଥିଲେ । ଯାହାକୁ ନେଇ ପତି ପତ୍ନୀ ମଧ୍ୟରେ ମତାନ୍ତର ହେଉଥିଲା । ଏନେଇ ସ୍ୱାମୀ ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଆଉ ସେହି ପୋଷ୍ଟକୁ ପଡୋଶୀ ଦେଖି ପତ୍ନୀକୁ ଖବର ଦେଲା ପରେ ଭୁବନେଶ୍ୱର ଡିସିପି ଅଫିସରେ ଅଭିଯୋଗ କରିଥିଲେ ପତ୍ନୀ । ଆଇପିସି ଧାରା ୩୮୩ , ୪୨୦ , ୪୯୮ ( ଏ ) , ୫୦୯ ଏବଂ ଆଇଟି ଆକ୍ଟ ଧାରା ୬୭ , ୬୭( ଏ )ରେ ପୋଲିସ ଭଦ୍ରକ ଚାନ୍ଦବାଲିରୁ ଅଭିଯୁକ୍ତ ସରୋଜ କୁମାର ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଚାଲିବ ଇଭି ବୋଟ୍, ଓଟିଡିସି ପକ୍ଷରୁ ଟେଣ୍ଡର ଆହ୍ୱାନ

07 Jun 2022 By The Sakala

ସୋସିଆଲ ମିଡିଆରେ ସ୍ତ୍ରୀ’ର ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ସ୍ୱାମୀ ଗିରଫ

ଭୁବନେଶ୍ୱର: ପତ୍ନୀ ଅଜାଣତରେ ପତି କରୁଥିଲା ଅଶ୍ଳୀଳ ଫଟୋ ଭାଇରାଲ । ରାଜଧାନୀରେ ନିଜ ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରି ଗିରଫ ହେଲେ ସ୍ୱାମୀ । ଅଶ୍ଳୀଳ ଫଟୋ ପୋଷ୍ଟ କରି ଭାଇରାଲ୍ କରିବା ଅଭିଯୋଗରେ ଗତକାଲି ଭୁବନେଶ୍ଵର ସାଇବର ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।

ସୂଚନା ଅନୁସାରେ ଭୁବନେଶ୍ୱର ମଞ୍ଚେଶ୍ୱର‌ ଅଞ୍ଚଳରେ ଘରୋଇ ମେଡ ଭାବେ କାମ କରୁଥିଲେ ପତ୍ନୀ । ହେଲେ ସ୍ବାମୀ ଭଦ୍ରକରେ‌ ରହି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ । ପତ୍ନୀ ଧିରେ‌ ଧିରେ ସ୍ୱାମୀକୁ କିଛି ଟଙ୍କା ପଠାଉଥିଲେ । ଯେଉଁ ଟଙ୍କାରେ ସ୍ୱାମୀ ନିଶା ପିଇ ମାତାଲ ହେଉଥିଲା । ମାତ୍ର ଏବେ କିଛି ଦିନ ହେଲା ପତ୍ନୀର‌ ସମସ୍ୟା ଯୋଗୁଁ ପଇସା ପଠାଇପାରି ନଥିଲେ । ଯାହାକୁ ନେଇ ପତି ପତ୍ନୀ ମଧ୍ୟରେ ମତାନ୍ତର ହେଉଥିଲା । ଏନେଇ ସ୍ୱାମୀ ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଆଉ ସେହି ପୋଷ୍ଟକୁ ପଡୋଶୀ ଦେଖି ପତ୍ନୀକୁ ଖବର ଦେଲା ପରେ ଭୁବନେଶ୍ୱର ଡିସିପି ଅଫିସରେ ଅଭିଯୋଗ କରିଥିଲେ ପତ୍ନୀ । ଆଇପିସି ଧାରା ୩୮୩ , ୪୨୦ , ୪୯୮ ( ଏ ) , ୫୦୯ ଏବଂ ଆଇଟି ଆକ୍ଟ ଧାରା ୬୭ , ୬୭( ଏ )ରେ ପୋଲିସ ଭଦ୍ରକ ଚାନ୍ଦବାଲିରୁ ଅଭିଯୁକ୍ତ ସରୋଜ କୁମାର ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର