ଅଯୋଧ୍ୟା କ୍ୟାଣ୍ଟ ନାମରେ ନାମିତ ହେଲା ୟୁପି ଫୈଜାବାଦ ରେଲୱେ ଷ୍ଟେସନ
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୈଜାବାଦ ରେଲୱେ ଷ୍ଟେସନର ନାମ ଆଜି ପରିବର୍ତ୍ତନ କରିଛନ୍ତି। ଏହି ଷ୍ଟେସନର ପରିବର୍ତ୍ତିତ ନାଁ ଅଯୋଧ୍ୟା କ୍ୟାଣ୍ଟ ହୋଇଛି । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟରୁ ଟ୍ୱିଟ ମାଧ୍ୟମରେ ସୂଚନା ପ୍ରକାଶ ପାଇଛି । ବିଜେପି ସାଂସଦ ଲାଲୁ ସିଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫୈଜାବାଦ ଷ୍ଟେସନର ନାଁ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାଦ ଦେଇଥିଲେ। ଯୋଗୀ ମଧ୍ୟ ଏହି ନଷ୍ପତ୍ତି କୁ ସମ୍ମତି ଜଣା ଷ୍ଟେସନର […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୈଜାବାଦ ରେଲୱେ ଷ୍ଟେସନର ନାମ ଆଜି ପରିବର୍ତ୍ତନ କରିଛନ୍ତି। ଏହି ଷ୍ଟେସନର ପରିବର୍ତ୍ତିତ ନାଁ ଅଯୋଧ୍ୟା କ୍ୟାଣ୍ଟ ହୋଇଛି । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟରୁ ଟ୍ୱିଟ ମାଧ୍ୟମରେ ସୂଚନା ପ୍ରକାଶ ପାଇଛି । ବିଜେପି ସାଂସଦ ଲାଲୁ ସିଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫୈଜାବାଦ ଷ୍ଟେସନର ନାଁ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାଦ ଦେଇଥିଲେ। ଯୋଗୀ ମଧ୍ୟ ଏହି ନଷ୍ପତ୍ତି କୁ ସମ୍ମତି ଜଣା ଷ୍ଟେସନର ନାଁ ପରିବର୍ତ୍ତନ କରିଛନ୍ତି।
अयोध्यावासियों के निवेदन को स्वीकार कर, #फैजाबाद_रेलवे_स्टेशन का नाम बदल कर #अयोध्या_कैंट करने के लिए मा• प्रधानमंत्री श्री @narendramodi , मा• गृहमंत्री श्री @AmitShah , मा• रेल मंत्री श्री @AshwiniVaishnaw व मा• मुख्यमंत्री पूज्य महंत श्री @myogiadityanath का हृदय से आभार। https://t.co/krDYsiLSUV
— Lallu Singh (@LalluSinghBJP) October 23, 2021
ଅନ୍ୟପଟେ କିଛି ବର୍ଷ ତଳେ ଯୋଗୀ ସରକାର ଫୈଜାବାଦ ଜିଲ୍ଲାର ନାଁ ପରବର୍ତ୍ତନ କରି ଅଯୋଧ୍ୟା ରଖିଥିଲେ। ଅନ୍ୟପଟେ ନିର୍ବାଚନ ଆସୁଥିବାରୁ ଯୋଗୀ ଏପରି ନୂଆ ନୂଆ ନିଷ୍ପତ୍ତି ନେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଉତ୍ତରପ୍ରଦେଶରେ ଯୋଗୀ ସରକାର ଆସିବା ପରଠାରୁ ବିଭିନ୍ନ ସହର ଓ ଜିଲ୍ଲାର ନାଁକୁ ପାରମ୍ପରିକ ହିନ୍ଦୁ ନାଁ ରଖୁଛନ୍ତି। ୨୦୧୮ ରେ ଆହ୍ଲାବାଦର ନାଁ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ ରଖାଯାଇଥିଲା।