ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ଯ ସରକାରଙ୍କ ଗାଇଡଲାଇନ୍

The Sakala Picture
Published On

ଭୁବନେଶ୍ବର: ଆଗକୁ ଆସୁଛି ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ଯ ସରକରାଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ସକାଳ ୮. ୩୦ ପରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ। ସମାରୋହରେ କେବଳ ପୁଲିସ ଟିମ୍ ଭାଗ ନେଇ ପାରିବେ। ଛାତ୍ରଛାତ୍ରୀ,ଏନ୍‌ସିସି କ୍ୟାଡେଟମାନେ ଉତ୍ସବରେ ଭାଗ ନେବେନାହିଁ । ସାଧାରଣ ଲୋକଙ୍କୁ ସମାରୋହକୁ ବାରଣ କରାଯାଇଛି। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି।  

ଆହୁରି ପଢ଼ନ୍ତୁ: OSSTET-୨୦୨୫ ରେଜଲ୍ଟ ପ୍ରକାଶିତ, ୭୨.୩୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ

ଆହୁରି ପଢ଼ନ୍ତୁ: ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ହେଲେ ମାନସ ରଞ୍ଜନ ମଙ୍ଗରାଜ

ଆହୁରି ପଢ଼ନ୍ତୁ: ଖୁବ୍‌ଶୀଘ୍ର ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍, ମେ' ଶେଷ ଆଡକୁ ହୋଇପାରେ ବିଧିବଦ୍ଧ ଘୋଷଣା

11 Jan 2022 By The Sakala

ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ଯ ସରକାରଙ୍କ ଗାଇଡଲାଇନ୍

ଭୁବନେଶ୍ବର: ଆଗକୁ ଆସୁଛି ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ଯ ସରକରାଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ସକାଳ ୮. ୩୦ ପରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ। ସମାରୋହରେ କେବଳ ପୁଲିସ ଟିମ୍ ଭାଗ ନେଇ ପାରିବେ। ଛାତ୍ରଛାତ୍ରୀ,ଏନ୍‌ସିସି କ୍ୟାଡେଟମାନେ ଉତ୍ସବରେ ଭାଗ ନେବେନାହିଁ । ସାଧାରଣ ଲୋକଙ୍କୁ ସମାରୋହକୁ ବାରଣ କରାଯାଇଛି। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର