ଗାଡି ଚାଳକଙ୍କ ପାଇଁ ବଡ ଖବର, ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍

Madhusudan Das Picture
Published On

ଭୁବନେଶ୍ୱର: ଗାଡି ଚାଳକଙ୍କ ପାଇଁ ବଡ ଖବର । ଆସନ୍ତା ଜାନୁଆରୀ ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍ । RTO ମାନଙ୍କରେ ଗ୍ରୀନ୍ ଷ୍ଟିକର୍ ପ୍ରଦାନ କରାଯିବ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିବା ଗାଡି ଚାଳକମାନେ ଗାଡ଼ିରେ ଲଗାଇପାରିବେ ଗ୍ରୀନ୍ ଷ୍ଟିକର୍। ଏନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଯେଉଁ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍ ରହିଥିବ ସେମାନେ ଆରଟିଓରୁ ଗ୍ରୀନ୍ ଷ୍ଟିକର୍ ନେଇପାରିବେ । ସବୁ RTOରେ ଏଥିପାଇଁ ସ୍ପେଶାଲ୍ କାଉଣ୍ଟର ଖୋଲିବ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଯାନବାହାନ ମାଲିକମାନେ ଜାନୁଆରୀ ୧୦ ତାରିଖ ପୂର୍ବରୁ ବୈଧ PUCC ପ୍ରାପ୍ତ କରିସାରିଥିବେ, ସେମାନେ ନିଜ ନିକଟସ୍ଥ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରୁ ଏହି ସବୁଜ ଷ୍ଟିକର୍‌ ପାଇପାରିବେ। ଷ୍ଟିକର୍‌ ଜାରି କରିବା ପୂର୍ବରୁ RTO ଅଧିକାରୀମାନେ ଯାନର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ବିବରଣୀ ଏବଂ VAHAN ଡାଟାବେସ୍‌ରେ ଥିବା ରେକର୍ଡକୁ ଯାଞ୍ଚ କରିବେ। ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସମସ୍ତ RTOରେ ବିଶେଷ କାଉଣ୍ଟର ଖୋଲାଯିବ। ୧୦ ତାରିଖ ପରେ ପଲ୍ୟୁସନ୍ ସାର୍ଟିଫିକେଟ କଲେ ସିଧାସଳଖ PUC ଟେଷ୍ଟିଂ ସେଣ୍ଟରରେ ଷ୍ଟିକର୍ ଉପଲବ୍ଧ ହେବ। 

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

02 Jan 2026 By Madhusudan Das

ଗାଡି ଚାଳକଙ୍କ ପାଇଁ ବଡ ଖବର, ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍

ଭୁବନେଶ୍ୱର: ଗାଡି ଚାଳକଙ୍କ ପାଇଁ ବଡ ଖବର । ଆସନ୍ତା ଜାନୁଆରୀ ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍ । RTO ମାନଙ୍କରେ ଗ୍ରୀନ୍ ଷ୍ଟିକର୍ ପ୍ରଦାନ କରାଯିବ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିବା ଗାଡି ଚାଳକମାନେ ଗାଡ଼ିରେ ଲଗାଇପାରିବେ ଗ୍ରୀନ୍ ଷ୍ଟିକର୍। ଏନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଯେଉଁ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍ ରହିଥିବ ସେମାନେ ଆରଟିଓରୁ ଗ୍ରୀନ୍ ଷ୍ଟିକର୍ ନେଇପାରିବେ । ସବୁ RTOରେ ଏଥିପାଇଁ ସ୍ପେଶାଲ୍ କାଉଣ୍ଟର ଖୋଲିବ।

ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଯାନବାହାନ ମାଲିକମାନେ ଜାନୁଆରୀ ୧୦ ତାରିଖ ପୂର୍ବରୁ ବୈଧ PUCC ପ୍ରାପ୍ତ କରିସାରିଥିବେ, ସେମାନେ ନିଜ ନିକଟସ୍ଥ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରୁ ଏହି ସବୁଜ ଷ୍ଟିକର୍‌ ପାଇପାରିବେ। ଷ୍ଟିକର୍‌ ଜାରି କରିବା ପୂର୍ବରୁ RTO ଅଧିକାରୀମାନେ ଯାନର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ବିବରଣୀ ଏବଂ VAHAN ଡାଟାବେସ୍‌ରେ ଥିବା ରେକର୍ଡକୁ ଯାଞ୍ଚ କରିବେ। ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସମସ୍ତ RTOରେ ବିଶେଷ କାଉଣ୍ଟର ଖୋଲାଯିବ। ୧୦ ତାରିଖ ପରେ ପଲ୍ୟୁସନ୍ ସାର୍ଟିଫିକେଟ କଲେ ସିଧାସଳଖ PUC ଟେଷ୍ଟିଂ ସେଣ୍ଟରରେ ଷ୍ଟିକର୍ ଉପଲବ୍ଧ ହେବ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର