ଜୁଆ ଆଡ୍ଡା ଉପରେ ଚଢାଉ: ୧୫ ଜୁଆଡି ଅଟକ, ୧୮ଟି ମୋବାଇଲ ସହ ୧ଲକ୍ଷ ୫୩ହଜାର ଟଙ୍କା ଜବତ

The Sakala Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ ହୋଇଛି । ଏହି ଚଢାଉରେ ଲକ୍ଷାଧିକ ଟଙ୍କା ଜବତ ସହ ୧୫ ଜୁଆଡିଙ୍କୁ ଅଟକ ରଖିଛି ପୁଲିସ । ବିଶେଷ ସୂତ୍ରରୁ ହିଞ୍ଜିଳି ପୁଲିସ ଖବର ପାଇ ସାରୁ ଗ୍ରାମରେ ଅତର୍କିତ ଚଢ଼ଉ କରିଥିଲା । ସେମାନଙ୍କ ଠାରୁ ପ୍ରାୟ ୧ଲକ୍ଷ ୫୩ହଜାର ଟଙ୍କା ୧୮ଟି ଦାମୀ ମୋବାଇଲ ଜବତ କରିବା ସକ୍ଷମ ହୋଇଥିବା ବେଳେ ୧୫ ଜଣ […]

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ ହୋଇଛି । ଏହି ଚଢାଉରେ ଲକ୍ଷାଧିକ ଟଙ୍କା ଜବତ ସହ ୧୫ ଜୁଆଡିଙ୍କୁ ଅଟକ ରଖିଛି ପୁଲିସ । ବିଶେଷ ସୂତ୍ରରୁ ହିଞ୍ଜିଳି ପୁଲିସ ଖବର ପାଇ ସାରୁ ଗ୍ରାମରେ ଅତର୍କିତ ଚଢ଼ଉ କରିଥିଲା । ସେମାନଙ୍କ ଠାରୁ ପ୍ରାୟ ୧ଲକ୍ଷ ୫୩ହଜାର ଟଙ୍କା ୧୮ଟି ଦାମୀ ମୋବାଇଲ ଜବତ କରିବା ସକ୍ଷମ ହୋଇଥିବା ବେଳେ ୧୫ ଜଣ ଜୁଆଡ଼ିଙ୍କୁ କାବୁ କରି ଅଟକ ରଖିଛି ପୁଲିସ । ଜୁଆଡିମାନେ ଏକ ଅଧା ତିଆରି ଘରେ ଜୁଆ ଖେଳୁଥିବା ସମୟରେ ହିଞ୍ଜିଳି ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଅତର୍କିତ ଭାବେ ଚଢଉ କରିଥିଲା ।

04 Sep 2022 By The Sakala

ଜୁଆ ଆଡ୍ଡା ଉପରେ ଚଢାଉ: ୧୫ ଜୁଆଡି ଅଟକ, ୧୮ଟି ମୋବାଇଲ ସହ ୧ଲକ୍ଷ ୫୩ହଜାର ଟଙ୍କା ଜବତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ ହୋଇଛି । ଏହି ଚଢାଉରେ ଲକ୍ଷାଧିକ ଟଙ୍କା ଜବତ ସହ ୧୫ ଜୁଆଡିଙ୍କୁ ଅଟକ ରଖିଛି ପୁଲିସ । ବିଶେଷ ସୂତ୍ରରୁ ହିଞ୍ଜିଳି ପୁଲିସ ଖବର ପାଇ ସାରୁ ଗ୍ରାମରେ ଅତର୍କିତ ଚଢ଼ଉ କରିଥିଲା । ସେମାନଙ୍କ ଠାରୁ ପ୍ରାୟ ୧ଲକ୍ଷ ୫୩ହଜାର ଟଙ୍କା ୧୮ଟି ଦାମୀ ମୋବାଇଲ ଜବତ କରିବା ସକ୍ଷମ ହୋଇଥିବା ବେଳେ ୧୫ ଜଣ ଜୁଆଡ଼ିଙ୍କୁ କାବୁ କରି ଅଟକ ରଖିଛି ପୁଲିସ । ଜୁଆଡିମାନେ ଏକ ଅଧା ତିଆରି ଘରେ ଜୁଆ ଖେଳୁଥିବା ସମୟରେ ହିଞ୍ଜିଳି ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଅତର୍କିତ ଭାବେ ଚଢଉ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର