ଗଜପତିରେ ପୁଣି ବାଘ ଆତଙ୍କ!

The Sakala Picture
Published On

ମୋହନା : ଗଜପତି ଜ଼ିଲ୍ଲା ଚନ୍ଦ୍ରଗିରି ରେଞ୍ଜ ପୁରୁଣାପାଣି ଗାଁରେ ବାଘ ଆତଙ୍କ! ଗାଁ ନିକଟ ଜଙ୍ଗଲ ମଧ୍ୟରୁ କ୍ଷତ ବିକ୍ଷତ ମୃତ ବଳଦ ଉଦ୍ଧାର । ଖବର ପାଇଁ ଚନ୍ଦ୍ରଗିରି ରେଞ୍ଜ ଷ୍ଟାପ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି । ଯେହେତୁ ଏହି ଗ୍ରାମଟି ଲଖାରି ଅଭୟାରଣ୍ୟ ଲାଗି ରହିଛି । କିଛି ଦିନ ତଳେ ଚନ୍ଦ୍ରଗିରି ରେଞ୍ଜ କୃଷ୍ଣପୁର ଗ୍ରାମ ନିକଟରେ ଏକ ଗାଈକୁ ମାରି ଥିଲା ବାଘ । ବର୍ତମାନ ପୁଣି ଆଉ […]

ମୋହନା : ଗଜପତି ଜ଼ିଲ୍ଲା ଚନ୍ଦ୍ରଗିରି ରେଞ୍ଜ ପୁରୁଣାପାଣି ଗାଁରେ ବାଘ ଆତଙ୍କ! ଗାଁ ନିକଟ ଜଙ୍ଗଲ ମଧ୍ୟରୁ କ୍ଷତ ବିକ୍ଷତ ମୃତ ବଳଦ ଉଦ୍ଧାର । ଖବର ପାଇଁ ଚନ୍ଦ୍ରଗିରି ରେଞ୍ଜ ଷ୍ଟାପ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି । ଯେହେତୁ ଏହି ଗ୍ରାମଟି ଲଖାରି ଅଭୟାରଣ୍ୟ ଲାଗି ରହିଛି । କିଛି ଦିନ ତଳେ ଚନ୍ଦ୍ରଗିରି ରେଞ୍ଜ କୃଷ୍ଣପୁର ଗ୍ରାମ ନିକଟରେ ଏକ ଗାଈକୁ ମାରି ଥିଲା ବାଘ । ବର୍ତମାନ ପୁଣି ଆଉ ଏକ ବଳଦକୁ ମାରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି।

12 Nov 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର