ଅଭିନେତ୍ରୀଙ୍କୁ ଠକିଦେଲେ ମିଛ ପ୍ରଡ୍ୟୁସର
ଭୁବନେଶ୍ବର: ଆଲବମରେ ଚାନ୍ସ ଦେବାକୁ କହି ଯୁବତୀଙ୍କୁ ଠକେଇ। ଅଭିନେତ୍ରୀଙ୍କ ଠାରୁ ଟଙ୍କା ଠକି ନେଲେ ମିଛ ପ୍ରଡ୍ୟୁସର। ସୋସିଆଲ ମିଡିଆରେ ପ୍ରଥମେ ପ୍ରେମ ନିବେଦନ ଓ ପରେ ଠକେଇ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ବରରୁ। ଆଲବମ ହିରୋଇନ ଏ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଚନ୍ଦକା ଥାନାରେ ଏତଲା ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଉକ୍ତ ଅଭିନେତ୍ରୀ।

16 Oct 2024
By The Sakala

⊕ https://www.thesakala.in/latest-odisha-news/fake-producer-cheated-to-the-actress/article-35887