କୁଖ୍ୟାତ ଅପରାଧି ଦେବାଶିଷ ବେହେରାକୁ ଏନକାଉଣ୍ଟର

The Sakala Picture
Published On

ଢେଙ୍କାନାଳ: ଗୁରୁବାର ସକାଳୁ ସକାଳୁ ଢେଙ୍କାନାଳରେ ପୁଲିସ ଏନକାଉଣ୍ଟର କରିଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ସାଉଁଳିଆ ଜଙ୍ଗଲ ନିକଟରେ ଏନକାଉଣ୍ଟର ହୋଇଛି। କାମାକ୍ଷାନଗର କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍‌ର କୁଖ୍ୟାତ ଅପରାଧି ଦେବାଶିଷ ବେହେରା ଓରଫ ହଣ୍ଡକୁ ଏନକାଉଣ୍ଟର କରାଯାଇଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ଯୋଜନାବଦ୍ଧ ଭାବେ ହତ୍ୟା ପାଇଁ ଯାଉଥିଲା ହୁଣ୍ଡ। […]

ଢେଙ୍କାନାଳ: ଗୁରୁବାର ସକାଳୁ ସକାଳୁ ଢେଙ୍କାନାଳରେ ପୁଲିସ ଏନକାଉଣ୍ଟର କରିଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ସାଉଁଳିଆ ଜଙ୍ଗଲ ନିକଟରେ ଏନକାଉଣ୍ଟର ହୋଇଛି। କାମାକ୍ଷାନଗର କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍‌ର କୁଖ୍ୟାତ ଅପରାଧି ଦେବାଶିଷ ବେହେରା ଓରଫ ହଣ୍ଡକୁ ଏନକାଉଣ୍ଟର କରାଯାଇଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ଯୋଜନାବଦ୍ଧ ଭାବେ ହତ୍ୟା ପାଇଁ ଯାଉଥିଲା ହୁଣ୍ଡ। ପରେ କୌଣସି ବିଶେଷସୂତ୍ରରୁ ଖବର ପୁଲିସ ତାକୁ ଗୋଡାଇଥିଲା। ସେ ପୁଲିସ୍ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିବା ବେଳେ ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଛି। ହୁଣ୍ଡ ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଥିବା ଜଣାପଡିଛି। ହତ୍ୟା, ଚୋରି, ଡକାୟତି ଭଳି ମାମଲାରେ ତାର ସମ୍ପୃକ୍ତି ରହିଥିବା ପୁଲିସ୍ ଦେଇଛି। କିଙ୍ଗ୍‌ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍ ର ମାଷ୍ଟର ମାଇଣ୍ଡ ଥିଲା ହୁଣ୍ଡ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

24 Apr 2025 By The Sakala

କୁଖ୍ୟାତ ଅପରାଧି ଦେବାଶିଷ ବେହେରାକୁ ଏନକାଉଣ୍ଟର

ଢେଙ୍କାନାଳ: ଗୁରୁବାର ସକାଳୁ ସକାଳୁ ଢେଙ୍କାନାଳରେ ପୁଲିସ ଏନକାଉଣ୍ଟର କରିଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ସାଉଁଳିଆ ଜଙ୍ଗଲ ନିକଟରେ ଏନକାଉଣ୍ଟର ହୋଇଛି। କାମାକ୍ଷାନଗର କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍‌ର କୁଖ୍ୟାତ ଅପରାଧି ଦେବାଶିଷ ବେହେରା ଓରଫ ହଣ୍ଡକୁ ଏନକାଉଣ୍ଟର କରାଯାଇଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ଯୋଜନାବଦ୍ଧ ଭାବେ ହତ୍ୟା ପାଇଁ ଯାଉଥିଲା ହୁଣ୍ଡ। ପରେ କୌଣସି ବିଶେଷସୂତ୍ରରୁ ଖବର ପୁଲିସ ତାକୁ ଗୋଡାଇଥିଲା। ସେ ପୁଲିସ୍ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିବା ବେଳେ ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଛି। ହୁଣ୍ଡ ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଥିବା ଜଣାପଡିଛି। ହତ୍ୟା, ଚୋରି, ଡକାୟତି ଭଳି ମାମଲାରେ ତାର ସମ୍ପୃକ୍ତି ରହିଥିବା ପୁଲିସ୍ ଦେଇଛି। କିଙ୍ଗ୍‌ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍ ର ମାଷ୍ଟର ମାଇଣ୍ଡ ଥିଲା ହୁଣ୍ଡ।

https://www.thesakala.in/latest-odisha-news/dhenkanal/encounter-of-notorious-criminal-debashish-behera/article-40164
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର