ବିଷ ପିଇବା ସହ ରଶି ଲଗାଇ ଆତ୍ମହତ୍ୟା କଲେ ଦମ୍ପତି, ଋଣ ବୋଝ ପାଇଁ ଆତ୍ମହତ୍ୟା ସନ୍ଦେହ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ସଦରଥାନା ଅନ୍ତର୍ଗତ କାଙ୍କଡପାଳ ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ବିଶ ପିଇବା ସହ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଦମ୍ପତି। ମୃତ ଦମ୍ପତ୍ତି ହେଲେ ବିଶିକେଶନ ସାହୁ ଓ ମାମା ସାହୁ । ସୂଚନା ଅନୁଯାୟୀ, ଚଟାଣରେ ଆମେ ବିଶ ପିଇଛୁ ବୋଲି ଲେଖି ଆତ୍ମହତ୍ୟା କରିଛନ୍ତି। ଋଣ ଭାର ସହି ନ ପାରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଖବରପାଇ ଘଟଣାସ୍ଥଳରେ ସଦରଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଢେଙ୍କାନାଳ: ଢେଙ୍କାନାଳ ସଦରଥାନା ଅନ୍ତର୍ଗତ କାଙ୍କଡପାଳ ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ବିଶ ପିଇବା ସହ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଦମ୍ପତି। ମୃତ ଦମ୍ପତ୍ତି ହେଲେ ବିଶିକେଶନ ସାହୁ ଓ ମାମା ସାହୁ ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ କାରଣ: ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ

ସୂଚନା ଅନୁଯାୟୀ, ଚଟାଣରେ ଆମେ ବିଶ ପିଇଛୁ ବୋଲି ଲେଖି ଆତ୍ମହତ୍ୟା କରିଛନ୍ତି। ଋଣ ଭାର ସହି ନ ପାରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଖବରପାଇ ଘଟଣାସ୍ଥଳରେ ସଦରଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର