ସମ୍ପତ୍ତି ପାଇଁ ମରଣାନ୍ତକ ଆକ୍ରମଣ, ଦୁଇ ଜ୍ବାଇଁଙ୍କ ଛୁରା ମାଡରେ ଦାଦାଶୂର ଗୁରୁତର

The Sakala Picture
Published On

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁରେ ଛୁରା ମାଡ଼ । ଦୁଇ ଜ୍ବାଇଁଙ୍କ ଛୁରା ମାଡରେ ଦାଦାଶୂର ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ ଯମୁନାକୋଟ ଗାଁର ଛବିନ୍ଦ୍ର ସାହୁ । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ ,ସମ୍ପତ୍ତି ଲୋଭରେ ଛବିନ୍ଦ୍ରଙ୍କ ଉପରକୁ ଛୁରା ମାଡ଼ କରାଯାଇଥିବା ସୂଚନା ମିଳିଛି । ଛବିନ୍ଦ୍ରଙ୍କ ବଡ଼ ଭାଇଙ୍କ ମୃତ୍ୟୁ […]

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁରେ ଛୁରା ମାଡ଼ । ଦୁଇ ଜ୍ବାଇଁଙ୍କ ଛୁରା ମାଡରେ ଦାଦାଶୂର ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ ଯମୁନାକୋଟ ଗାଁର ଛବିନ୍ଦ୍ର ସାହୁ । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ ,ସମ୍ପତ୍ତି ଲୋଭରେ ଛବିନ୍ଦ୍ରଙ୍କ ଉପରକୁ ଛୁରା ମାଡ଼ କରାଯାଇଥିବା ସୂଚନା ମିଳିଛି । ଛବିନ୍ଦ୍ରଙ୍କ ବଡ଼ ଭାଇଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଝିଅ ଏବଂ ଜ୍ୱାଇଁ ସମ୍ପତ୍ତି ଭାଗ ନେବା ପାଇଁଝଗଡା କରି ଆସୁଥିଲେ । ଆଜି ଛବିନ୍ଦ୍ର ଘର ବାହାରକୁ ଆସିବା ମାତ୍ରେ ଦୁଇ ଜ୍ୱାଇଁ ବାପି ସାହୁ ଓ ଅମରେଶ ସାହୁ ତାଙ୍କ ଉପରକୁ ଛୁରା ଧରି ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସ୍ତ୍ରୀ କସ୍ତୁରୀ ସାହୁ ଛବିନ୍ଦ୍ରଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ପେଟ ଓ ବେକରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ତେବେ ଛବିନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

13 May 2022 By The Sakala

ସମ୍ପତ୍ତି ପାଇଁ ମରଣାନ୍ତକ ଆକ୍ରମଣ, ଦୁଇ ଜ୍ବାଇଁଙ୍କ ଛୁରା ମାଡରେ ଦାଦାଶୂର ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁରେ ଛୁରା ମାଡ଼ । ଦୁଇ ଜ୍ବାଇଁଙ୍କ ଛୁରା ମାଡରେ ଦାଦାଶୂର ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ ଯମୁନାକୋଟ ଗାଁର ଛବିନ୍ଦ୍ର ସାହୁ । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ ,ସମ୍ପତ୍ତି ଲୋଭରେ ଛବିନ୍ଦ୍ରଙ୍କ ଉପରକୁ ଛୁରା ମାଡ଼ କରାଯାଇଥିବା ସୂଚନା ମିଳିଛି । ଛବିନ୍ଦ୍ରଙ୍କ ବଡ଼ ଭାଇଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଝିଅ ଏବଂ ଜ୍ୱାଇଁ ସମ୍ପତ୍ତି ଭାଗ ନେବା ପାଇଁଝଗଡା କରି ଆସୁଥିଲେ । ଆଜି ଛବିନ୍ଦ୍ର ଘର ବାହାରକୁ ଆସିବା ମାତ୍ରେ ଦୁଇ ଜ୍ୱାଇଁ ବାପି ସାହୁ ଓ ଅମରେଶ ସାହୁ ତାଙ୍କ ଉପରକୁ ଛୁରା ଧରି ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସ୍ତ୍ରୀ କସ୍ତୁରୀ ସାହୁ ଛବିନ୍ଦ୍ରଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ପେଟ ଓ ବେକରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ତେବେ ଛବିନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର