ପ୍ରେମ ବିବାହକୁ ନେଇ ରାତି ଅଧରେ ପୁଅ ଘର ଲୋକଙ୍କୁ ମରଣାତ୍ମକ ଆକ୍ରମଣ

The Sakala Picture
Published On

ଢେଙ୍କାନାଳ: ପ୍ରେମ ବିବାହକୁ ନେଇ ପୁଅ ଘର ଲୋକଙ୍କୁ ମରଣାନ୍ତକ ଆକ୍ରମଣ। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନିମତଇଳା ଗାଁରେ। ଝିଅ କଲା ପ୍ରେମ ବିବାହ, ପୁଅ ଘରେ ପଶି ଝିଅ ଘର ଲୋକ କଲେ ମରଣାନ୍ତକ ଆକ୍ରମଣ । ରାତି ଅଧରେ ଘରେ ପଶି ଆକ୍ରମଣ କରିଛନ୍ତି ଝିଅ ଘର ଲୋକ। ଗୁରୁତର ଅବସ୍ଥାରେ ୩ଜଣ ମେଡିକାଳରେ ଭର୍ତ୍ତି ଓ ଅନ୍ୟ ଦୁଇ ଜଣ ଆହତ। ସୂଚନା ଅନୁଯାୟୀ ନରସିଂହପୁର ଥାନା […]

ଢେଙ୍କାନାଳ: ପ୍ରେମ ବିବାହକୁ ନେଇ ପୁଅ ଘର ଲୋକଙ୍କୁ ମରଣାନ୍ତକ ଆକ୍ରମଣ। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନିମତଇଳା ଗାଁରେ। ଝିଅ କଲା ପ୍ରେମ ବିବାହ, ପୁଅ ଘରେ ପଶି ଝିଅ ଘର ଲୋକ କଲେ ମରଣାନ୍ତକ ଆକ୍ରମଣ । ରାତି ଅଧରେ ଘରେ ପଶି ଆକ୍ରମଣ କରିଛନ୍ତି ଝିଅ ଘର ଲୋକ। ଗୁରୁତର ଅବସ୍ଥାରେ ୩ଜଣ ମେଡିକାଳରେ ଭର୍ତ୍ତି ଓ ଅନ୍ୟ ଦୁଇ ଜଣ ଆହତ। ସୂଚନା ଅନୁଯାୟୀ ନରସିଂହପୁର ଥାନା ଅଲରା ଗାଁର ପ୍ରଜ୍ଞା ପ୍ରିୟଦର୍ଶିନୀ ଢେଙ୍କାନାଳ ନିମତଇଳା ଗାଁର ଦେବେନ୍ଦ୍ରଙ୍କୁ ଗତ ମେ ମାସ ୧୭ ତାରିଖରେ ପ୍ରେମ ବିବାହ କରିଥିଲେ। କଥା ଥାନା ପର୍ଯ୍ୟନ୍ତ ଯାଇଥିଲା। ଝିଅ ଘର ଲୋକେ ବିବାହରେ ସହମତି ହୋଇ ନ ଥିଲେ। କିନ୍ତୁ ଝିଅ ସ୍ୱାମୀଙ୍କ ସହିତ ରହିବ ବୋଲି ରୋକଠୋକ ଶୁଣାଇ ଦେଇଥିଲା। ନିକଟସ୍ଥ ତରଭା ଫାଣ୍ଡିରେ ସମସ୍ତ ଘଟଣାର ସମାଧାନ ହେବାପରେ ଝିଅ ଘର ଲୋକେ ଫେରିଯାଇଥିଲେ।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

ଗତକାଲି ରାତିରେ ହଠାତ ଏକ ବୋଲେରୋ ଯୋଗେ ଝିଅ ଘର ଲୋକେ ପୁଅ ଘରେ ପହଞ୍ଚି ଅତର୍କିତ ଆକ୍ରମଣ କରିବା ସହିତ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ ଓ ଝିଅକୁ ସାଙ୍ଗରେ ନେବାକୁ ଚାହୁଁ ଥିଲେ। ଏଥିରେ ପୁଅ ଘର ବାଧା ଦେବାରୁ ଦୁବୃର୍ତ୍ତମାନେ ପୁଅ ଘର ଲୋକଙ୍କୁ ମାଡମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି। ଏପରିକି ବ୍ୟବହୃତ ବନ୍ଧୁକ ଘଟଣାସ୍ଥଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମିକ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

04 Jun 2021 By The Sakala

ପ୍ରେମ ବିବାହକୁ ନେଇ ରାତି ଅଧରେ ପୁଅ ଘର ଲୋକଙ୍କୁ ମରଣାତ୍ମକ ଆକ୍ରମଣ

ଢେଙ୍କାନାଳ: ପ୍ରେମ ବିବାହକୁ ନେଇ ପୁଅ ଘର ଲୋକଙ୍କୁ ମରଣାନ୍ତକ ଆକ୍ରମଣ। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନିମତଇଳା ଗାଁରେ। ଝିଅ କଲା ପ୍ରେମ ବିବାହ, ପୁଅ ଘରେ ପଶି ଝିଅ ଘର ଲୋକ କଲେ ମରଣାନ୍ତକ ଆକ୍ରମଣ । ରାତି ଅଧରେ ଘରେ ପଶି ଆକ୍ରମଣ କରିଛନ୍ତି ଝିଅ ଘର ଲୋକ। ଗୁରୁତର ଅବସ୍ଥାରେ ୩ଜଣ ମେଡିକାଳରେ ଭର୍ତ୍ତି ଓ ଅନ୍ୟ ଦୁଇ ଜଣ ଆହତ। ସୂଚନା ଅନୁଯାୟୀ ନରସିଂହପୁର ଥାନା ଅଲରା ଗାଁର ପ୍ରଜ୍ଞା ପ୍ରିୟଦର୍ଶିନୀ ଢେଙ୍କାନାଳ ନିମତଇଳା ଗାଁର ଦେବେନ୍ଦ୍ରଙ୍କୁ ଗତ ମେ ମାସ ୧୭ ତାରିଖରେ ପ୍ରେମ ବିବାହ କରିଥିଲେ। କଥା ଥାନା ପର୍ଯ୍ୟନ୍ତ ଯାଇଥିଲା। ଝିଅ ଘର ଲୋକେ ବିବାହରେ ସହମତି ହୋଇ ନ ଥିଲେ। କିନ୍ତୁ ଝିଅ ସ୍ୱାମୀଙ୍କ ସହିତ ରହିବ ବୋଲି ରୋକଠୋକ ଶୁଣାଇ ଦେଇଥିଲା। ନିକଟସ୍ଥ ତରଭା ଫାଣ୍ଡିରେ ସମସ୍ତ ଘଟଣାର ସମାଧାନ ହେବାପରେ ଝିଅ ଘର ଲୋକେ ଫେରିଯାଇଥିଲେ।

ଗତକାଲି ରାତିରେ ହଠାତ ଏକ ବୋଲେରୋ ଯୋଗେ ଝିଅ ଘର ଲୋକେ ପୁଅ ଘରେ ପହଞ୍ଚି ଅତର୍କିତ ଆକ୍ରମଣ କରିବା ସହିତ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ ଓ ଝିଅକୁ ସାଙ୍ଗରେ ନେବାକୁ ଚାହୁଁ ଥିଲେ। ଏଥିରେ ପୁଅ ଘର ବାଧା ଦେବାରୁ ଦୁବୃର୍ତ୍ତମାନେ ପୁଅ ଘର ଲୋକଙ୍କୁ ମାଡମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି। ଏପରିକି ବ୍ୟବହୃତ ବନ୍ଧୁକ ଘଟଣାସ୍ଥଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମିକ ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର