ସାଇବର ଠକେଇ ରୋକିବା ପାଇଁ ହେଲ୍ପଲାଇନ ନମ୍ବର ଜାରି କଲେ ଡିସିପି

The Sakala Picture
Published On

କଟକ: ସାଇବର ଠକେଇ ରୋକିବା ପାଇଁ ସିଟି ପୁଲିସ ତରଫରୁ ଏକ ସାଇବର ହେଲ୍ପଡେସ୍କ କାର୍ଯ୍ୟ କରୁଛି। ଯଦି କେହି ସାଇବର ଠକେଇ କିମ୍ବା ସାଇବର ଅପରାଧର ସମ୍ମୁଖୀନ ହେଉଛନ୍ତି ତୁରନ୍ତ ୧୦୦/୧୧୨ ଡାଏଲ କରିବାକୁ କୁହାଯାଇଛିି। ନଚେତ ହେଲ୍ପଡେସ୍କରେ କାର୍ଯ୍ୟରତ ଅଫିସର: ପିଟି ଗଣେଶ – ୮୮୯୫୮୧୨୩୦୪ ଓ ଅନିଲ ଦାସଙ୍କୁ- ୭୩୨୮୦୭୭୧୪୪ଙ୍କୁ ଦିଆଯାଇଥିବା ନମ୍ବରରେ କଲ କରି ଅଭିଯୋଗ ଜଣାଇପାରିବେ। ଯଦି କେହି ଠକେଇର ଶିକାର ହୋଇଥିବା ବ୍ୟକ୍ତି ଏହି ନମ୍ବରରେ କଲ କରନ୍ତି […]

କଟକ: ସାଇବର ଠକେଇ ରୋକିବା ପାଇଁ ସିଟି ପୁଲିସ ତରଫରୁ ଏକ ସାଇବର ହେଲ୍ପଡେସ୍କ କାର୍ଯ୍ୟ କରୁଛି। ଯଦି କେହି ସାଇବର ଠକେଇ କିମ୍ବା ସାଇବର ଅପରାଧର ସମ୍ମୁଖୀନ ହେଉଛନ୍ତି ତୁରନ୍ତ ୧୦୦/୧୧୨ ଡାଏଲ କରିବାକୁ କୁହାଯାଇଛିି।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ପ୍ରେମ କରୁଥିଲା ଗୋଟେ ଛୁଆର ବାପା, ମିଛ ବିବାହ ଓ ପ୍ରତାରଣା ଅଭିଯୋଗରେ ବାନ୍ଧିଲା ପୋଲିସ

ନଚେତ ହେଲ୍ପଡେସ୍କରେ କାର୍ଯ୍ୟରତ ଅଫିସର: ପିଟି ଗଣେଶ – ୮୮୯୫୮୧୨୩୦୪ ଓ ଅନିଲ ଦାସଙ୍କୁ- ୭୩୨୮୦୭୭୧୪୪ଙ୍କୁ ଦିଆଯାଇଥିବା ନମ୍ବରରେ କଲ କରି ଅଭିଯୋଗ ଜଣାଇପାରିବେ।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ FM ସ୍ୱୟଂଶାସିତ ମହାବିଦ୍ୟାଳୟ: ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ହ୍ଵାଟସଆପ୍ ଡାର୍ଟି ମେସେଜ୍ ଭାଇରାଲ୍

cyber

ଆହୁରି ପଢ଼ନ୍ତୁ: ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା: ବଦଳିଲେ RI ଗୋବିନ୍ଦ ମାହାରୀ

ଯଦି କେହି ଠକେଇର ଶିକାର ହୋଇଥିବା ବ୍ୟକ୍ତି ଏହି ନମ୍ବରରେ କଲ କରନ୍ତି ତେବେ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କଟକ ଡିସିପି ପ୍ରତୀକ ସିଂହ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

15 May 2021 By The Sakala

ସାଇବର ଠକେଇ ରୋକିବା ପାଇଁ ହେଲ୍ପଲାଇନ ନମ୍ବର ଜାରି କଲେ ଡିସିପି

କଟକ: ସାଇବର ଠକେଇ ରୋକିବା ପାଇଁ ସିଟି ପୁଲିସ ତରଫରୁ ଏକ ସାଇବର ହେଲ୍ପଡେସ୍କ କାର୍ଯ୍ୟ କରୁଛି। ଯଦି କେହି ସାଇବର ଠକେଇ କିମ୍ବା ସାଇବର ଅପରାଧର ସମ୍ମୁଖୀନ ହେଉଛନ୍ତି ତୁରନ୍ତ ୧୦୦/୧୧୨ ଡାଏଲ କରିବାକୁ କୁହାଯାଇଛିି।

ନଚେତ ହେଲ୍ପଡେସ୍କରେ କାର୍ଯ୍ୟରତ ଅଫିସର: ପିଟି ଗଣେଶ – ୮୮୯୫୮୧୨୩୦୪ ଓ ଅନିଲ ଦାସଙ୍କୁ- ୭୩୨୮୦୭୭୧୪୪ଙ୍କୁ ଦିଆଯାଇଥିବା ନମ୍ବରରେ କଲ କରି ଅଭିଯୋଗ ଜଣାଇପାରିବେ।

cyber

ଯଦି କେହି ଠକେଇର ଶିକାର ହୋଇଥିବା ବ୍ୟକ୍ତି ଏହି ନମ୍ବରରେ କଲ କରନ୍ତି ତେବେ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କଟକ ଡିସିପି ପ୍ରତୀକ ସିଂହ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର