ଟିଟିଲାଗଡ଼ର ମାରଲାଡ୍‌ ବ୍ରିଜ୍ ନିକଟରେ ପିକ୍ଅପ୍ ଭ୍ୟାନ୍-ବାଇକ୍ ଧକ୍କା: ୩ ଶିଶୁ ମୃତ

Madhusudan Das Picture
Published On

ଟିଟିଲାଗଡ଼: ପିକ୍ଅପ୍-ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଛୁଆଙ୍କ ଜୀବନ । ଟିଟିଲାଗଡ଼ ଥାନା ଲେସୁନବାହାଲି ଗାଁ ମାରଲାଡ୍‌ ବ୍ରିଜ୍ ନିକଟରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ ଭ୍ୟାନ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଯୋଗୁଁ  ୩ଜଣ ମୃତ୍ୟୁବରଣ କରିଥିବାବେଳେ ୬ ଶିଶୁ ସମେତ ୮ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । 

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: 'ମହାପ୍ରସାଦ' ଓ 'ନୀଳଚକ୍ର' ସମେତ ୫ଟି ପବିତ୍ର ନାମକୁ ମିଳିଲା ଟ୍ରେଡମାର୍କ ଅନୁମୋଦନ

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଏକ ବିବାହ ଭୋଜି ପାଇଁ ପାଣି ପାଉଚ ନେବାପାଇଁ କିଛି ଯୁବକ ସହ ଛୋଟ ଛୋଟ ପିଲାମାନେ ପାଖ ମାର୍ଲାଡ ଗାଁକୁ ଆସୁଥିଲେ । ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ବାଇକ ସହ ଧକ୍କା ହୋଇଥିଲା । ଫଳରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ୨ ଜଣଙ୍କ ମୃତ୍ୟୁ ଘଟିଛି ।

ଆହୁରି ପଢ଼ନ୍ତୁ: ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ପ୍ରସୂଚି ପଣ୍ଡା, ଆନ୍ତର୍ଜାତୀୟ ମଞ୍ଚରେ କରିବେ ଭାରତର ପ୍ରତିନିଧିତ୍ୱ

28 Apr 2026 By Madhusudan Das

ଟିଟିଲାଗଡ଼ର ମାରଲାଡ୍‌ ବ୍ରିଜ୍ ନିକଟରେ ପିକ୍ଅପ୍ ଭ୍ୟାନ୍-ବାଇକ୍ ଧକ୍କା: ୩ ଶିଶୁ ମୃତ

ଟିଟିଲାଗଡ଼: ପିକ୍ଅପ୍-ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଛୁଆଙ୍କ ଜୀବନ । ଟିଟିଲାଗଡ଼ ଥାନା ଲେସୁନବାହାଲି ଗାଁ ମାରଲାଡ୍‌ ବ୍ରିଜ୍ ନିକଟରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ ଭ୍ୟାନ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଯୋଗୁଁ  ୩ଜଣ ମୃତ୍ୟୁବରଣ କରିଥିବାବେଳେ ୬ ଶିଶୁ ସମେତ ୮ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । 

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଏକ ବିବାହ ଭୋଜି ପାଇଁ ପାଣି ପାଉଚ ନେବାପାଇଁ କିଛି ଯୁବକ ସହ ଛୋଟ ଛୋଟ ପିଲାମାନେ ପାଖ ମାର୍ଲାଡ ଗାଁକୁ ଆସୁଥିଲେ । ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ବାଇକ ସହ ଧକ୍କା ହୋଇଥିଲା । ଫଳରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ୨ ଜଣଙ୍କ ମୃତ୍ୟୁ ଘଟିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର