କୋଭିଡ ଗାଇଡ ଲାଇନ୍ ଉଲଙ୍ଘନ, ଆମାନିଆଙ୍କଠୁ ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ

The Sakala Picture
Published On

ଭୁବନେଶ୍ୱର: ରାଜ୍ଯରେ କରୋନା ଗ୍ରାଫ ଉପର ମୁହାଁ ହୋଇଛି। ଏଥିପାଇଁ ମଧ୍ଯ ରାଜ୍ଯସରକାର ମହାମାରୀର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି। କୋଭିଡ ଗାଇଡ ଲାଇନକୁ ମାନିବାକୁ ରାଜ୍ଯବାସୀଙ୍କୁ କହିଛନ୍ତି। ଅମାନିଆଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନେବାପାଇଁ ନିର୍ଦେଶ ଦେଇଛନ୍ତି। କୋଭିଡ୍‌ କଟକଣା ଉଲ୍ଲଙ୍ଘନ ନେଇ ପୁଲିସର ସ୍ପେଶାଲ ଡ୍ରାଇଭ୍‌ କରୁଛି। ଗତ ୨୪ ଘଣ୍ଟାରେ ପୁଲିସ ୨୭ ଜଣଙ୍କୁ ଗିରଫ କରିଥିବା ବେଳେ ୮୭୦ଟି ଗାଡ଼ି ଜବତ କରିଛି। ଦିନକରେ ୨୪ […]

ଭୁବନେଶ୍ୱର: ରାଜ୍ଯରେ କରୋନା ଗ୍ରାଫ ଉପର ମୁହାଁ ହୋଇଛି। ଏଥିପାଇଁ ମଧ୍ଯ ରାଜ୍ଯସରକାର ମହାମାରୀର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି। କୋଭିଡ ଗାଇଡ ଲାଇନକୁ ମାନିବାକୁ ରାଜ୍ଯବାସୀଙ୍କୁ କହିଛନ୍ତି। ଅମାନିଆଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନେବାପାଇଁ ନିର୍ଦେଶ ଦେଇଛନ୍ତି। କୋଭିଡ୍‌ କଟକଣା ଉଲ୍ଲଙ୍ଘନ ନେଇ ପୁଲିସର ସ୍ପେଶାଲ ଡ୍ରାଇଭ୍‌ କରୁଛି। ଗତ ୨୪ ଘଣ୍ଟାରେ ପୁଲିସ ୨୭ ଜଣଙ୍କୁ ଗିରଫ କରିଥିବା ବେଳେ ୮୭୦ଟି ଗାଡ଼ି ଜବତ କରିଛି। ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରିଛି। ଏନେଇ ରାଜ୍ୟ ପୁଲିସ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଚାକିରିରୁ ବହିଷ୍କୃତ ହେଲେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍

ସୂଚନା ଅନୁଯାୟୀ, ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍‌ ପାଇଁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ। ଯାହାକୁ କାର୍ଯ୍ଯାକାରୀ କରିବାକୁ ଯାଇ ମଙ୍ଗଳବାର ସନ୍ଧ୍ୟା ୬ଟା ରାଜ୍ୟ ତମାମ ପୁଲିସ ସ୍ପେଶାଲ୍‌ ଡ୍ରାଇଭ୍‌ କରିଛି। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଫଇନ୍‌ କରିଛି। ମଙ୍ଗଳବାର ସକାଳରୁ ବୁଧବାର ସକାଳ ପର୍ଯ୍ଯନ୍ତ ପୁଲିସ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଆଦାୟ କରିଛି।

07 Apr 2021 By The Sakala

କୋଭିଡ ଗାଇଡ ଲାଇନ୍ ଉଲଙ୍ଘନ, ଆମାନିଆଙ୍କଠୁ ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର: ରାଜ୍ଯରେ କରୋନା ଗ୍ରାଫ ଉପର ମୁହାଁ ହୋଇଛି। ଏଥିପାଇଁ ମଧ୍ଯ ରାଜ୍ଯସରକାର ମହାମାରୀର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି। କୋଭିଡ ଗାଇଡ ଲାଇନକୁ ମାନିବାକୁ ରାଜ୍ଯବାସୀଙ୍କୁ କହିଛନ୍ତି। ଅମାନିଆଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନେବାପାଇଁ ନିର୍ଦେଶ ଦେଇଛନ୍ତି। କୋଭିଡ୍‌ କଟକଣା ଉଲ୍ଲଙ୍ଘନ ନେଇ ପୁଲିସର ସ୍ପେଶାଲ ଡ୍ରାଇଭ୍‌ କରୁଛି। ଗତ ୨୪ ଘଣ୍ଟାରେ ପୁଲିସ ୨୭ ଜଣଙ୍କୁ ଗିରଫ କରିଥିବା ବେଳେ ୮୭୦ଟି ଗାଡ଼ି ଜବତ କରିଛି। ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରିଛି। ଏନେଇ ରାଜ୍ୟ ପୁଲିସ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍‌ ପାଇଁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ। ଯାହାକୁ କାର୍ଯ୍ଯାକାରୀ କରିବାକୁ ଯାଇ ମଙ୍ଗଳବାର ସନ୍ଧ୍ୟା ୬ଟା ରାଜ୍ୟ ତମାମ ପୁଲିସ ସ୍ପେଶାଲ୍‌ ଡ୍ରାଇଭ୍‌ କରିଛି। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଫଇନ୍‌ କରିଛି। ମଙ୍ଗଳବାର ସକାଳରୁ ବୁଧବାର ସକାଳ ପର୍ଯ୍ଯନ୍ତ ପୁଲିସ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଆଦାୟ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର