ଅଗଷ୍ଟ ୨ତାରିଖରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

The Sakala Picture
Published On

ଭୁବନେଶ୍ଵର: ଅଗଷ୍ଟ ୨ତାରିଖରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶା ପାଇଛି। ଅଗଷ୍ଟ ୨ରୁ ଆରମ୍ଭ ହୋଇ ଅଗଷ୍ଟ୧୪ ତାରିଖ  ପର୍ଯ୍ଯନ୍ତ ଅନଲାଇନ୍‌ରେ ଆବେଦନ ଜାରି ରହିବ। ଏହାପରେ  ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ଗୋ-ମାଫିଆଙ୍କ ବିରୋଧରେ ତିନି ଜିଲ୍ଲାରେ ବଡ କାର୍ଯ୍ୟାନୁଷ୍ଠାନ: ମୟୁରଭଞ୍ଜର ୧୫ ସ୍ଥାନରେ ଚଢ଼ାଉ, ବିପୁଳ ନଗଦ ଓ ସୁନା-ରୂପା ଜବତ

ଆହୁରି ପଢ଼ନ୍ତୁ: ରାଉରକେଲାରେ ଗ୍ୟାସ୍ କଳାବଜାରୀ: ଗ୍ୟାରେଜରୁ ୧୬୧ ଗ୍ୟାସ୍ ସିଲିଣ୍ଡର୍ ଜବତ, ମାଲିକ ଚମ୍ପଟ୍

ଆହୁରି ପଢ଼ନ୍ତୁ: ପଣା ସଂକ୍ରାନ୍ତିରେ 'ବସୁନ୍ଧରା ଠେକି'ର ମହତ୍ତ୍ୱ: ଜାଣନ୍ତୁ ଓଡ଼ିଆ ପରମ୍ପରାରେ କାହିଁକି ରହିଛି ଏହାର ସ୍ୱତନ୍ତ୍ର ସ୍ଥାନ

29 Jul 2021 By The Sakala

ଅଗଷ୍ଟ ୨ତାରିଖରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର: ଅଗଷ୍ଟ ୨ତାରିଖରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶା ପାଇଛି। ଅଗଷ୍ଟ ୨ରୁ ଆରମ୍ଭ ହୋଇ ଅଗଷ୍ଟ୧୪ ତାରିଖ  ପର୍ଯ୍ଯନ୍ତ ଅନଲାଇନ୍‌ରେ ଆବେଦନ ଜାରି ରହିବ। ଏହାପରେ  ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର