ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ପବିତ୍ର ଇଦ୍ ଉଲ୍ ଜୁହା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

The Sakala Picture
Published On

ଭୁବନେଶ୍ୱର: ଆଜି ମୁସଲମାନ ସଂପ୍ରଦାୟର ପବିତ୍ର ଇଦ୍ ଉଲ୍ ଜୁହା । ପବିତ୍ର ଇଦ୍ ଉଲ୍ ଜୁହା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପର୍ବ ଆମ ଜୀବନରେ ଆନନ୍ଦ ଏବଂ ସମୃଦ୍ଧତା ଆଣନ୍ତୁ, ଭାଇଚାରାକୁ ମଜବୁତ କରନ୍ତୁ ଏବଂ ଆମକୁ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ କରୁଣାର ପଥରେ ମାର୍ଗଦର୍ଶନ କରନ୍ତୁ ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । Warm greetings to everyone on the auspicious […]

ଭୁବନେଶ୍ୱର: ଆଜି ମୁସଲମାନ ସଂପ୍ରଦାୟର ପବିତ୍ର ଇଦ୍ ଉଲ୍ ଜୁହା । ପବିତ୍ର ଇଦ୍ ଉଲ୍ ଜୁହା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପର୍ବ ଆମ ଜୀବନରେ ଆନନ୍ଦ ଏବଂ ସମୃଦ୍ଧତା ଆଣନ୍ତୁ, ଭାଇଚାରାକୁ ମଜବୁତ କରନ୍ତୁ ଏବଂ ଆମକୁ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ କରୁଣାର ପଥରେ ମାର୍ଗଦର୍ଶନ କରନ୍ତୁ ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

ଇଦ୍ ଉଲ୍ଲ ଜୁହା ଅବସରରେ ଭାଇଚାରାର ସହର କଟକ ଉତ୍ସବ ମୁଖରିତ ହୋଇଛି । ବିଭିନ୍ନ ମସଜିଦ ଓ ଇଦଗାରେ ସମୂହ ନମାଜ ପାଠ କରିଛନ୍ତି ମୁସଲମାନ ଶ୍ରଦ୍ଧାଳୁ । ଓଡିଆ ବଜାର, ଦରଘାବଜାର, ଯୋବ୍ରା ମସଜିଦ ସହିତ କଦମ ରସୁଲ ଓ ଇଦଗାରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇ ନମାଜ ପଢି ପରସ୍ପରକୁ ଇଦ୍ ଉଲ୍ ଜୁହାର ଶୁଭେଚ୍ଛା ଜଣାଇଛନ୍ତି । ମୁସଲମାନ ସଂପ୍ରଦାୟର ଲୋକମାନେ ଇଦ୍ ଉଲ୍ ଜୁହାକୁ ବଳିଦାନ, ସମର୍ପଣ ଓ ଦାନର ପର୍ବ ବୋଲି ଗ୍ରହଣ କରିଥାନ୍ତି ।

10 Jul 2022 By The Sakala

ପବିତ୍ର ଇଦ୍ ଉଲ୍ ଜୁହା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଆଜି ମୁସଲମାନ ସଂପ୍ରଦାୟର ପବିତ୍ର ଇଦ୍ ଉଲ୍ ଜୁହା । ପବିତ୍ର ଇଦ୍ ଉଲ୍ ଜୁହା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପର୍ବ ଆମ ଜୀବନରେ ଆନନ୍ଦ ଏବଂ ସମୃଦ୍ଧତା ଆଣନ୍ତୁ, ଭାଇଚାରାକୁ ମଜବୁତ କରନ୍ତୁ ଏବଂ ଆମକୁ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ କରୁଣାର ପଥରେ ମାର୍ଗଦର୍ଶନ କରନ୍ତୁ ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

ଇଦ୍ ଉଲ୍ଲ ଜୁହା ଅବସରରେ ଭାଇଚାରାର ସହର କଟକ ଉତ୍ସବ ମୁଖରିତ ହୋଇଛି । ବିଭିନ୍ନ ମସଜିଦ ଓ ଇଦଗାରେ ସମୂହ ନମାଜ ପାଠ କରିଛନ୍ତି ମୁସଲମାନ ଶ୍ରଦ୍ଧାଳୁ । ଓଡିଆ ବଜାର, ଦରଘାବଜାର, ଯୋବ୍ରା ମସଜିଦ ସହିତ କଦମ ରସୁଲ ଓ ଇଦଗାରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇ ନମାଜ ପଢି ପରସ୍ପରକୁ ଇଦ୍ ଉଲ୍ ଜୁହାର ଶୁଭେଚ୍ଛା ଜଣାଇଛନ୍ତି । ମୁସଲମାନ ସଂପ୍ରଦାୟର ଲୋକମାନେ ଇଦ୍ ଉଲ୍ ଜୁହାକୁ ବଳିଦାନ, ସମର୍ପଣ ଓ ଦାନର ପର୍ବ ବୋଲି ଗ୍ରହଣ କରିଥାନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର