ମରୁଡି ପ୍ରବଣ ଅଞ୍ଚଳର ଚାଷୀଙ୍କ ପାଇଁ ୨୦୦ କୋଟିର ଇନପୁଟ ସବସିଡି ଘୋଷଣା କଲେ ରାଜ୍ୟ ସରକାର

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀଙ୍କ ପାଇଁ ଇନପୁଟ୍ ସବସିଡି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା । ଯାହାର ଲାଭ କ୍ଷତିଗ୍ରସ୍ତ ଚାଷୀଙ୍କୁ ସିଧାସଳଖ ଭାବେ ମିଳିବ । ଏହି ସହାୟତା ଯୋଗୁଁ ସମଗ୍ର ରାଜ୍ୟର ମରୁଡି କ୍ଷତିଗ୍ରସ୍ତ ଚାଷୀ ଉପକୃତ ହେବ । ବିହନ କ୍ରୟ ହେଉ କିମ୍ବା ସାର ଠାରୁ ଯନ୍ତ୍ରପାତି, ଯେଉଁମାନେ ଚାଷ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀଙ୍କ ପାଇଁ ଇନପୁଟ୍ ସବସିଡି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା । ଯାହାର ଲାଭ କ୍ଷତିଗ୍ରସ୍ତ ଚାଷୀଙ୍କୁ ସିଧାସଳଖ ଭାବେ ମିଳିବ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ୮ ତାରିଖରୁ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି: ଆଇନ ମନ୍ତ୍ରୀ

ଏହି ସହାୟତା ଯୋଗୁଁ ସମଗ୍ର ରାଜ୍ୟର ମରୁଡି କ୍ଷତିଗ୍ରସ୍ତ ଚାଷୀ ଉପକୃତ ହେବ । ବିହନ କ୍ରୟ ହେଉ କିମ୍ବା ସାର ଠାରୁ ଯନ୍ତ୍ରପାତି, ଯେଉଁମାନେ ଚାଷ କରି କ୍ଷତି ସହିଛନ୍ତି, ସେମାନଙ୍କ ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୨ଶହ କୋଟି ଟଙ୍କା ।

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ଏଟିଏମ୍ ଟଙ୍କା ଉଠାଣ ନିୟମ: ୟୁପିଆଇ ଓ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର

ସୂଚନା ଅନୁସାରେ, ରାଜ୍ୟର ୬୪ ବ୍ଲକର ୨, ୬୩, ୫୬୦ ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଛି। ୧୨ ଜିଲ୍ଲାର ୧୫ ପୌରାଞ୍ଚଳରେ ୩୩ % ରୁ ଅଧିକ କ୍ଷତି ହୋଇଛି। ଏଯାଏ ଅଧିକାଂଶ ଚାଷୀ ସେମାନଙ୍କ ବୀମା ରାଶି ପାଇ ନାହାନ୍ତି। ଟେକ୍ନିକାଲ ଆଡଭାଇଜାରୀ କମିଟି ଏହା ଉପରେ ନଜର ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିବାହ ପାଇଁ ପ୍ରେମିକା ମନା କରିବାରୁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

15 Nov 2022 By The Sakala

ମରୁଡି ପ୍ରବଣ ଅଞ୍ଚଳର ଚାଷୀଙ୍କ ପାଇଁ ୨୦୦ କୋଟିର ଇନପୁଟ ସବସିଡି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀଙ୍କ ପାଇଁ ଇନପୁଟ୍ ସବସିଡି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା । ଯାହାର ଲାଭ କ୍ଷତିଗ୍ରସ୍ତ ଚାଷୀଙ୍କୁ ସିଧାସଳଖ ଭାବେ ମିଳିବ ।

ଏହି ସହାୟତା ଯୋଗୁଁ ସମଗ୍ର ରାଜ୍ୟର ମରୁଡି କ୍ଷତିଗ୍ରସ୍ତ ଚାଷୀ ଉପକୃତ ହେବ । ବିହନ କ୍ରୟ ହେଉ କିମ୍ବା ସାର ଠାରୁ ଯନ୍ତ୍ରପାତି, ଯେଉଁମାନେ ଚାଷ କରି କ୍ଷତି ସହିଛନ୍ତି, ସେମାନଙ୍କ ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୨ଶହ କୋଟି ଟଙ୍କା ।

ସୂଚନା ଅନୁସାରେ, ରାଜ୍ୟର ୬୪ ବ୍ଲକର ୨, ୬୩, ୫୬୦ ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଛି। ୧୨ ଜିଲ୍ଲାର ୧୫ ପୌରାଞ୍ଚଳରେ ୩୩ % ରୁ ଅଧିକ କ୍ଷତି ହୋଇଛି। ଏଯାଏ ଅଧିକାଂଶ ଚାଷୀ ସେମାନଙ୍କ ବୀମା ରାଶି ପାଇ ନାହାନ୍ତି। ଟେକ୍ନିକାଲ ଆଡଭାଇଜାରୀ କମିଟି ଏହା ଉପରେ ନଜର ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର