ପାଣି ଛାଡ଼ିବା ନାଁରେ ଛତିଶଗଡ଼ର ଚାଲାକି, ଖସୁଛି ହୀରାକୁଦର ଜଳସ୍ତର

The Sakala Picture
Published On

ସମ୍ୱଲପୁର : ପାଣି ଛାଡ଼ିବା ନାଁରେ ଛତିଶଗଡ଼ର ଧର୍ମକୁ ଆଖିଠାର । ହୀରାକୁଦରେ ପାଣି କମୁଥିବା ନେଇ ଅଭିଯୋଗ ପରେ ଚାଲାକି ଦେଖାଇଛି ଛତିଶଗଡ଼ । କଲମା ଗେଟ୍ ଖୋଲିବା ନାଁରେ କରିଛି ପ୍ରହସନ । ୨୦ଟି ଗେଟ୍ ଖୋଲିଥିଲେ ବି ପ୍ରତି ଗେଟକୁ ଆଶିଂକ ଭାବେ ମାତ୍ର ଗୋଟିଏ ଫୁଟ ଲେଖାଏଁ ଖୋଲାଯାଇଛି । ଫଳରେ ଗୋଟିଏ ଗେଟରେ ଯେତିକି ପାଣି ଆସିବା କଥା ସେତିକି ଆସୁନାହିଁ । ଛତିଶଗଡ଼ ପାଣି ଅଟକାଇବା ଫଳରେ ହୀରାକୁଦର […]

ସମ୍ୱଲପୁର : ପାଣି ଛାଡ଼ିବା ନାଁରେ ଛତିଶଗଡ଼ର ଧର୍ମକୁ ଆଖିଠାର । ହୀରାକୁଦରେ ପାଣି କମୁଥିବା ନେଇ ଅଭିଯୋଗ ପରେ ଚାଲାକି ଦେଖାଇଛି ଛତିଶଗଡ଼ । କଲମା ଗେଟ୍ ଖୋଲିବା ନାଁରେ କରିଛି ପ୍ରହସନ । ୨୦ଟି ଗେଟ୍ ଖୋଲିଥିଲେ ବି ପ୍ରତି ଗେଟକୁ ଆଶିଂକ ଭାବେ ମାତ୍ର ଗୋଟିଏ ଫୁଟ ଲେଖାଏଁ ଖୋଲାଯାଇଛି । ଫଳରେ ଗୋଟିଏ ଗେଟରେ ଯେତିକି ପାଣି ଆସିବା କଥା ସେତିକି ଆସୁନାହିଁ ।

ଆହୁରି ପଢ଼ନ୍ତୁ: ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା

ଛତିଶଗଡ଼ ପାଣି ଅଟକାଇବା ଫଳରେ ହୀରାକୁଦର ଜଳସ୍ତର କମିବାରେ ଲାଗିଛି । ୬୦୦ ଫୁଟକୁ ଖସିଆସିଛି ହୀରାକୁଦର ଜଳସ୍ତର । ଗତବର୍ଷ ଏହି ସମୟରେ ହୀରାକୁଦର ଜଳସ୍ତର ୬୦୭ ଫୁଟ ରହିଥିଲା । ଫଳରେ ଗତବର୍ଷ ଅପେକ୍ଷା ଚଳିତବର୍ଷ ୭ ଫୁଟ କମ ପାଣି ରହିଛି । ହୀରାକୁଦ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ପୂର୍ବରୁ ଛତିଶଗଡ଼ ୧୩ଟି ଗେଟ୍ ଖୋଲିଥିବାବେଳେ ଏବେ ୨୦ଟି ଗେଟ ଖୋଲିଛି । ମାତ୍ର ଏଥିରେ ୧ ଫୁଟ ଉଚ୍ଚତାର ପାଣି ଆସୁଛି ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

28 Jun 2024 By The Sakala

ପାଣି ଛାଡ଼ିବା ନାଁରେ ଛତିଶଗଡ଼ର ଚାଲାକି, ଖସୁଛି ହୀରାକୁଦର ଜଳସ୍ତର

ସମ୍ୱଲପୁର : ପାଣି ଛାଡ଼ିବା ନାଁରେ ଛତିଶଗଡ଼ର ଧର୍ମକୁ ଆଖିଠାର । ହୀରାକୁଦରେ ପାଣି କମୁଥିବା ନେଇ ଅଭିଯୋଗ ପରେ ଚାଲାକି ଦେଖାଇଛି ଛତିଶଗଡ଼ । କଲମା ଗେଟ୍ ଖୋଲିବା ନାଁରେ କରିଛି ପ୍ରହସନ । ୨୦ଟି ଗେଟ୍ ଖୋଲିଥିଲେ ବି ପ୍ରତି ଗେଟକୁ ଆଶିଂକ ଭାବେ ମାତ୍ର ଗୋଟିଏ ଫୁଟ ଲେଖାଏଁ ଖୋଲାଯାଇଛି । ଫଳରେ ଗୋଟିଏ ଗେଟରେ ଯେତିକି ପାଣି ଆସିବା କଥା ସେତିକି ଆସୁନାହିଁ ।

ଛତିଶଗଡ଼ ପାଣି ଅଟକାଇବା ଫଳରେ ହୀରାକୁଦର ଜଳସ୍ତର କମିବାରେ ଲାଗିଛି । ୬୦୦ ଫୁଟକୁ ଖସିଆସିଛି ହୀରାକୁଦର ଜଳସ୍ତର । ଗତବର୍ଷ ଏହି ସମୟରେ ହୀରାକୁଦର ଜଳସ୍ତର ୬୦୭ ଫୁଟ ରହିଥିଲା । ଫଳରେ ଗତବର୍ଷ ଅପେକ୍ଷା ଚଳିତବର୍ଷ ୭ ଫୁଟ କମ ପାଣି ରହିଛି । ହୀରାକୁଦ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ପୂର୍ବରୁ ଛତିଶଗଡ଼ ୧୩ଟି ଗେଟ୍ ଖୋଲିଥିବାବେଳେ ଏବେ ୨୦ଟି ଗେଟ ଖୋଲିଛି । ମାତ୍ର ଏଥିରେ ୧ ଫୁଟ ଉଚ୍ଚତାର ପାଣି ଆସୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର