ରାଜ୍ୟରେ ଅସହ୍ୟ ତାତି: ଦିନ ସାଢ଼େ ୧୧ଟା ସୁଦ୍ଧା ସମ୍ବଲପୁରର ତାପମାତ୍ରା ୪୧ ଡିଗ୍ରୀ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହୁଥିବା ବେଳେ ଉପକୂଳରେ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଦିନ ୧୧ ଟା ୩୦ ସୁଦ୍ଧା ତାପମାତ୍ରା ରେକର୍ଡ କରାଯାଇଛି। ସମ୍ବଲପୁରର ତାପମାତ୍ରା ୪୧ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା- ୩୯.୬ ଡ଼ିଗ୍ରୀ, ହୀରାକୁଦ- ୩୯.୬ ଡ଼ିଗ୍ରୀ, ଚାନ୍ଦବାଲି-  ୩୯ ଡ଼ିଗ୍ରୀ, ଭୁବନେଶ୍ୱର- ୩୮.୨ ଡ଼ିଗ୍ରୀ, କେନ୍ଦୁଝର- ୩୮.୨ ଡ଼ିଗ୍ରୀ, ବାଲେଶ୍ୱର- ୩୫.୪ ଡ଼ିଗ୍ରୀ, […]

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହୁଥିବା ବେଳେ ଉପକୂଳରେ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଦିନ ୧୧ ଟା ୩୦ ସୁଦ୍ଧା ତାପମାତ୍ରା ରେକର୍ଡ କରାଯାଇଛି। ସମ୍ବଲପୁରର ତାପମାତ୍ରା ୪୧ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା- ୩୯.୬ ଡ଼ିଗ୍ରୀ, ହୀରାକୁଦ- ୩୯.୬ ଡ଼ିଗ୍ରୀ, ଚାନ୍ଦବାଲି-  ୩୯ ଡ଼ିଗ୍ରୀ, ଭୁବନେଶ୍ୱର- ୩୮.୨ ଡ଼ିଗ୍ରୀ, କେନ୍ଦୁଝର- ୩୮.୨ ଡ଼ିଗ୍ରୀ, ବାଲେଶ୍ୱର- ୩୫.୪ ଡ଼ିଗ୍ରୀ, ପୁରୀ- ୩୩.୬ ଡ଼ିଗ୍ରୀ,  ଗୋପାଳପୁର- ୩୩ ଡ଼ିଗ୍ରୀ, ପାରାଦୀପ-  ୩୨.୮  ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

24 May 2023 By The Sakala

ରାଜ୍ୟରେ ଅସହ୍ୟ ତାତି: ଦିନ ସାଢ଼େ ୧୧ଟା ସୁଦ୍ଧା ସମ୍ବଲପୁରର ତାପମାତ୍ରା ୪୧ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହୁଥିବା ବେଳେ ଉପକୂଳରେ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଦିନ ୧୧ ଟା ୩୦ ସୁଦ୍ଧା ତାପମାତ୍ରା ରେକର୍ଡ କରାଯାଇଛି। ସମ୍ବଲପୁରର ତାପମାତ୍ରା ୪୧ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା- ୩୯.୬ ଡ଼ିଗ୍ରୀ, ହୀରାକୁଦ- ୩୯.୬ ଡ଼ିଗ୍ରୀ, ଚାନ୍ଦବାଲି-  ୩୯ ଡ଼ିଗ୍ରୀ, ଭୁବନେଶ୍ୱର- ୩୮.୨ ଡ଼ିଗ୍ରୀ, କେନ୍ଦୁଝର- ୩୮.୨ ଡ଼ିଗ୍ରୀ, ବାଲେଶ୍ୱର- ୩୫.୪ ଡ଼ିଗ୍ରୀ, ପୁରୀ- ୩୩.୬ ଡ଼ିଗ୍ରୀ,  ଗୋପାଳପୁର- ୩୩ ଡ଼ିଗ୍ରୀ, ପାରାଦୀପ-  ୩୨.୮  ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର