ବହୁ ଚର୍ଚ୍ଚିତ ବୁଲ୍ଲି ବାଈ ଆପ୍ ଘଟଣା: ଓଡ଼ିଶାରୁ ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ

The Sakala Picture
Published On

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବୁଲ୍ଲି ବାଈ ଆପ୍ ଘଟଣାରେ ପୁଲିସ ମିଳିଛି ବଡ଼ ସଫଳତା । ଚାରି ଜଣ ଅଭିଯୁକ୍ତକୁ ମୁମ୍ବାଇ ପୁଲିସ ଗିରଫ କରିବା ପରେ ଆଉ ଜଣଙ୍କୁ ଆଜି ଗିରଫ କରିଛି ମୁମ୍ବାଇ ପୁଲିସ । ମୁମ୍ବାଇ ପୋଲିସ ଓଡ଼ିଶାରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଓଡ଼ିଶାରୁ ଗିରଫ ହୋଇଥିବା ଅଭିଯୁକ୍ତକୁ ମିଶାଇ ଏହି ମାମଲାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ନୀରଜ ସିଂ । […]

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବୁଲ୍ଲି ବାଈ ଆପ୍ ଘଟଣାରେ ପୁଲିସ ମିଳିଛି ବଡ଼ ସଫଳତା । ଚାରି ଜଣ ଅଭିଯୁକ୍ତକୁ ମୁମ୍ବାଇ ପୁଲିସ ଗିରଫ କରିବା ପରେ ଆଉ ଜଣଙ୍କୁ ଆଜି ଗିରଫ କରିଛି ମୁମ୍ବାଇ ପୁଲିସ । ମୁମ୍ବାଇ ପୋଲିସ ଓଡ଼ିଶାରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଓଡ଼ିଶାରୁ ଗିରଫ ହୋଇଥିବା ଅଭିଯୁକ୍ତକୁ ମିଶାଇ ଏହି ମାମଲାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ନୀରଜ ସିଂ । ନୟାପଲ୍ଲୀ ଅଞ୍ଚଳରୁ ଗିରଫ କଲା ମୁମ୍ବାଇ ସାଇବର ସେଲ୍ ।

ଆହୁରି ପଢ଼ନ୍ତୁ: ଆଜିଠୁ ହେବ ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି, କେବଳ ବାହାର କାଠରୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ

ଖବର ଅନୁଯାୟୀ, ବିବାଦୀୟ ବୁଲିବାଇ ଆପ୍ ତିଆରି କରିବାରେ ନୀରଜର ମୁଖ୍ୟ ଭୂମିକା ଥିଲା । ଗତ କିଛି ଦିନ ହେଲା ନୀରଜକୁ ଖୋଜୁଥିଲା ମୁମ୍ବାଇ ସାଇବର ସେଲ୍‌ । ଶେଷରେ ସେ ସାଇବର ସେଲ ହାତରେ ପଡିଲା । ଓଡିଶାରୁ ନୀରଜକୁ ଧରିବାରେ ସଫଳ ହୋଇଛି ପୋଲିସ ।ନୀରଜ ଜଣେ ଇଞ୍ଜିନିୟରିଂ ଓ ଏମ୍‌ବିଏ ଛାତ୍ର ବୋଲି ଜଣାପଡିଛି । ଇଞ୍ଜିନୟରିଂ ଛାତ୍ର ହୋଇଥିବାରୁ ବୁଲିବାଇ ଆପ୍‌ ତିଆରି କରିବାରେ ନୀରଜର ମୁଖ୍ୟ ଭୂମିକା ଥିଲା ।

ଆହୁରି ପଢ଼ନ୍ତୁ: ସ୍କୁଲ ପିଲାଙ୍କୁ ପୋଷାକ ଯୋଗାଇବେ ପୁରୁଣା ଏଜେନ୍ସି, ୨୭ ତାରିଖ ସୁଦ୍ଧା ହେବ ବଣ୍ଟନ

ଖବର ଅନୁଯାୟୀ, ଏହି ଆପ୍‌ ଜରିଆରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ କରାଯାଉଥିଲା । ଏହି ଆପ୍ ମାଧ୍ୟମରେ ମୁସଲିମ୍ ମହିଳାଙ୍କ ମଧ୍ୟରେ ଘୃଣାଭାବ ଖେଳାଯାଉଥିଲା । ଆପତ୍ତିଜନକ ଫଟୋ ସହ ଖରାପ କଥା ମଧ୍ୟ ଏହି ଫଟୋରେ ଲେଖାଯାଉଥିଲା । ଏହି ଆପ୍ ସେହିପରି ଭାବରେ କାର୍ଯ୍ଯ କରୁଥିଲା ଯେପରି କିଛି ଦିନ ପୂର୍ବରୁ ସୁଲ୍ଲି ଡିଲ୍ ଆପ୍ ତିଆରି ହୋଇଥିଲା ।

ଆହୁରି ପଢ଼ନ୍ତୁ: ଦଣ୍ଡ ନାଚ ଦେଖି ଫେରିବାବେଳେ ବାଟରେ ଜଗିଥିଲା ଯମ, ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

20 Jan 2022 By The Sakala

ବହୁ ଚର୍ଚ୍ଚିତ ବୁଲ୍ଲି ବାଈ ଆପ୍ ଘଟଣା: ଓଡ଼ିଶାରୁ ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବୁଲ୍ଲି ବାଈ ଆପ୍ ଘଟଣାରେ ପୁଲିସ ମିଳିଛି ବଡ଼ ସଫଳତା । ଚାରି ଜଣ ଅଭିଯୁକ୍ତକୁ ମୁମ୍ବାଇ ପୁଲିସ ଗିରଫ କରିବା ପରେ ଆଉ ଜଣଙ୍କୁ ଆଜି ଗିରଫ କରିଛି ମୁମ୍ବାଇ ପୁଲିସ । ମୁମ୍ବାଇ ପୋଲିସ ଓଡ଼ିଶାରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଓଡ଼ିଶାରୁ ଗିରଫ ହୋଇଥିବା ଅଭିଯୁକ୍ତକୁ ମିଶାଇ ଏହି ମାମଲାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ନୀରଜ ସିଂ । ନୟାପଲ୍ଲୀ ଅଞ୍ଚଳରୁ ଗିରଫ କଲା ମୁମ୍ବାଇ ସାଇବର ସେଲ୍ ।

ଖବର ଅନୁଯାୟୀ, ବିବାଦୀୟ ବୁଲିବାଇ ଆପ୍ ତିଆରି କରିବାରେ ନୀରଜର ମୁଖ୍ୟ ଭୂମିକା ଥିଲା । ଗତ କିଛି ଦିନ ହେଲା ନୀରଜକୁ ଖୋଜୁଥିଲା ମୁମ୍ବାଇ ସାଇବର ସେଲ୍‌ । ଶେଷରେ ସେ ସାଇବର ସେଲ ହାତରେ ପଡିଲା । ଓଡିଶାରୁ ନୀରଜକୁ ଧରିବାରେ ସଫଳ ହୋଇଛି ପୋଲିସ ।ନୀରଜ ଜଣେ ଇଞ୍ଜିନିୟରିଂ ଓ ଏମ୍‌ବିଏ ଛାତ୍ର ବୋଲି ଜଣାପଡିଛି । ଇଞ୍ଜିନୟରିଂ ଛାତ୍ର ହୋଇଥିବାରୁ ବୁଲିବାଇ ଆପ୍‌ ତିଆରି କରିବାରେ ନୀରଜର ମୁଖ୍ୟ ଭୂମିକା ଥିଲା ।

ଖବର ଅନୁଯାୟୀ, ଏହି ଆପ୍‌ ଜରିଆରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ କରାଯାଉଥିଲା । ଏହି ଆପ୍ ମାଧ୍ୟମରେ ମୁସଲିମ୍ ମହିଳାଙ୍କ ମଧ୍ୟରେ ଘୃଣାଭାବ ଖେଳାଯାଉଥିଲା । ଆପତ୍ତିଜନକ ଫଟୋ ସହ ଖରାପ କଥା ମଧ୍ୟ ଏହି ଫଟୋରେ ଲେଖାଯାଉଥିଲା । ଏହି ଆପ୍ ସେହିପରି ଭାବରେ କାର୍ଯ୍ଯ କରୁଥିଲା ଯେପରି କିଛି ଦିନ ପୂର୍ବରୁ ସୁଲ୍ଲି ଡିଲ୍ ଆପ୍ ତିଆରି ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର