ମହୁମାଛି ଆକ୍ରମଣରୁ ରକ୍ଷା ପାଇବାକୁ ଯାଇ ପାଣିରେ ବୁଡି ଯୁବକ ମୃତ

Madhusudan Das Picture
Published On

କୁଚିଣ୍ଡା: ମହୁମାଛି ଆକ୍ରମଣରୁ ରକ୍ଷା ପାଇବାକୁ ଯାଇ ପାଣିରେ ବୁଡି ଯୁବକ ମୃତ । ମହୁଲ ଫୁଲ ଗୋଟଉଥିବାବେଳେ ଆକ୍ରମଣ କଲା ମହୁମାଛି । ଆକ୍ରମଣରୁ ରକ୍ଷା ପାଇବାକୁ ଯାଇ ପାଣିକୁ ଡେଇଁପଡ଼ିଲେ ଯୁବକ । ହେଲେ ପାଣିରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ । ଜମନକିରା ଥାନା ଗୁଲୁଜିପାଲି ଗ୍ରାମର ବାସୁଦେବ କିସାନ ମହୁଲ ଗୋଟଉ ଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ବର୍ତ୍ତିବାକୁ ଯାଇ ନିକଟସ୍ଥ ନଈ ପାଣିକୁ ଡେଇଁ ପଡିଥିଲେ। ଗୁରୁତ୍ତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଫାଶୀମାଳ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୁତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

08 Apr 2026 By Madhusudan Das

ମହୁମାଛି ଆକ୍ରମଣରୁ ରକ୍ଷା ପାଇବାକୁ ଯାଇ ପାଣିରେ ବୁଡି ଯୁବକ ମୃତ

କୁଚିଣ୍ଡା: ମହୁମାଛି ଆକ୍ରମଣରୁ ରକ୍ଷା ପାଇବାକୁ ଯାଇ ପାଣିରେ ବୁଡି ଯୁବକ ମୃତ । ମହୁଲ ଫୁଲ ଗୋଟଉଥିବାବେଳେ ଆକ୍ରମଣ କଲା ମହୁମାଛି । ଆକ୍ରମଣରୁ ରକ୍ଷା ପାଇବାକୁ ଯାଇ ପାଣିକୁ ଡେଇଁପଡ଼ିଲେ ଯୁବକ । ହେଲେ ପାଣିରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ । ଜମନକିରା ଥାନା ଗୁଲୁଜିପାଲି ଗ୍ରାମର ବାସୁଦେବ କିସାନ ମହୁଲ ଗୋଟଉ ଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ବର୍ତ୍ତିବାକୁ ଯାଇ ନିକଟସ୍ଥ ନଈ ପାଣିକୁ ଡେଇଁ ପଡିଥିଲେ। ଗୁରୁତ୍ତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଫାଶୀମାଳ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୁତ ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର