୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ୪ଟି ମୋବାଇଲ ଓ ୨ ଟି ବାଇକ ଜବତ, ୨ ଗିରଫ

The Sakala Picture
Published On

ବାଲିଅନ୍ତା: ବାଲିଅନ୍ତା ଅଂଚଳରେ ଦିନକୁ ଦିନ ଚୋରି ଡକାୟତି ବଢ଼ୁଥିବା ବେଳେ ନିଶା କାରବାର ମଧ୍ଯ ବୃଦ୍ଧି ପାଇବାରେ ଲାଗିଛି । ତେବେ ବାଲିଅନ୍ତା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ଅଚାନକ ଚଢ଼ାଉ କରି ବାଲିଅନ୍ତା ଅଟଳାଗଡା ନିକଟରୁ ୨ ଜଣ ଧଳା ଜହର ବେପାରୀଙ୍କୁ ଅଟକାଇ ତାଙ୍କ ଠାରୁ ୨ ଶହ ପଚିଶ ଗ୍ରାମ ଓଜନର ଧଳା ଜହର ଜବତ କରିବା ସହ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି । ଜବତ […]

ବାଲିଅନ୍ତା: ବାଲିଅନ୍ତା ଅଂଚଳରେ ଦିନକୁ ଦିନ ଚୋରି ଡକାୟତି ବଢ଼ୁଥିବା ବେଳେ ନିଶା କାରବାର ମଧ୍ଯ ବୃଦ୍ଧି ପାଇବାରେ ଲାଗିଛି । ତେବେ ବାଲିଅନ୍ତା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ଅଚାନକ ଚଢ଼ାଉ କରି ବାଲିଅନ୍ତା ଅଟଳାଗଡା ନିକଟରୁ ୨ ଜଣ ଧଳା ଜହର ବେପାରୀଙ୍କୁ ଅଟକାଇ ତାଙ୍କ ଠାରୁ ୨ ଶହ ପଚିଶ ଗ୍ରାମ ଓଜନର ଧଳା ଜହର ଜବତ କରିବା ସହ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି । ଜବତ ଧଳା ଜହରର ଆନୁମାନିକ ମୁଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ଗିରଫ ଦୁଇ ବେପାରୀ ହେଲେ ବାଲେଶ୍ୱର ସୋର ଅଂଚଳର ସେକ ଜାମସେଦ ଏବଂ ପାହାଳ ଫାଣ୍ଡି ଜଗନ୍ନାଥପୁରର ବାପି ନାୟକ । ଅଭିଯୁକ୍ତ ଙ୍କ ନିକଟରୁ ବ୍ରାଉନ ସୁଗାର ଜବତ କରିବା ସହ ତାଙ୍କ ନିକଟରୁ ୪ଟି ମୋବାଇଲ ୪୮ ହଜାର ଟଙ୍କା ୨ ଟି ବାଇକ ଜବତ କରି କେଶ ନମ୍ବର 194/21ରେ ଏକ ମାମଲା ରୁଜୁ ହୋଇଛି । ତେବେ ସୂଚନା ଥାଉକି ଭୁବନେଶ୍ୱର ସ୍ଥିତ ହଳଦୀପଡ଼ିଆରେ ସେକ ଜାମସେଦ ରହୁଥିବା ବେଳେ ସେଠାରୁ ଧଳା ଜହର ଆଣି ଜଗନ୍ନାଥପୁର ର ବାପି ନାୟକ ସହ ମିଶି ଦୀର୍ଘଦିନ ହେବ ବାଲିଅନ୍ତା ଅଞ୍ଚଳରେ ବ୍ୟବସାୟୀ ଚଳାଇଥିଲେ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

03 Jul 2021 By The Sakala

୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ୪ଟି ମୋବାଇଲ ଓ ୨ ଟି ବାଇକ ଜବତ, ୨ ଗିରଫ

ବାଲିଅନ୍ତା: ବାଲିଅନ୍ତା ଅଂଚଳରେ ଦିନକୁ ଦିନ ଚୋରି ଡକାୟତି ବଢ଼ୁଥିବା ବେଳେ ନିଶା କାରବାର ମଧ୍ଯ ବୃଦ୍ଧି ପାଇବାରେ ଲାଗିଛି । ତେବେ ବାଲିଅନ୍ତା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ଅଚାନକ ଚଢ଼ାଉ କରି ବାଲିଅନ୍ତା ଅଟଳାଗଡା ନିକଟରୁ ୨ ଜଣ ଧଳା ଜହର ବେପାରୀଙ୍କୁ ଅଟକାଇ ତାଙ୍କ ଠାରୁ ୨ ଶହ ପଚିଶ ଗ୍ରାମ ଓଜନର ଧଳା ଜହର ଜବତ କରିବା ସହ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି । ଜବତ ଧଳା ଜହରର ଆନୁମାନିକ ମୁଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ଗିରଫ ଦୁଇ ବେପାରୀ ହେଲେ ବାଲେଶ୍ୱର ସୋର ଅଂଚଳର ସେକ ଜାମସେଦ ଏବଂ ପାହାଳ ଫାଣ୍ଡି ଜଗନ୍ନାଥପୁରର ବାପି ନାୟକ । ଅଭିଯୁକ୍ତ ଙ୍କ ନିକଟରୁ ବ୍ରାଉନ ସୁଗାର ଜବତ କରିବା ସହ ତାଙ୍କ ନିକଟରୁ ୪ଟି ମୋବାଇଲ ୪୮ ହଜାର ଟଙ୍କା ୨ ଟି ବାଇକ ଜବତ କରି କେଶ ନମ୍ବର 194/21ରେ ଏକ ମାମଲା ରୁଜୁ ହୋଇଛି । ତେବେ ସୂଚନା ଥାଉକି ଭୁବନେଶ୍ୱର ସ୍ଥିତ ହଳଦୀପଡ଼ିଆରେ ସେକ ଜାମସେଦ ରହୁଥିବା ବେଳେ ସେଠାରୁ ଧଳା ଜହର ଆଣି ଜଗନ୍ନାଥପୁର ର ବାପି ନାୟକ ସହ ମିଶି ଦୀର୍ଘଦିନ ହେବ ବାଲିଅନ୍ତା ଅଞ୍ଚଳରେ ବ୍ୟବସାୟୀ ଚଳାଇଥିଲେ ।

https://www.thesakala.in/latest-odisha-news/brown-sugar-worth-25-lacks-seized-2-arrested/article-3452
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର