ପ୍ରେମିକା କଥା ନହେବାରୁ ଇଲେକ୍‌ଟ୍ରିକ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ପ୍ରେମିକ

Madhusudan Das Picture
Published On

କେନ୍ଦୁଝର: ପ୍ରେମିକା ପାଇଁ ଟାୱାର ଚଢ଼ିଲେ ଯୁବକ । ପ୍ରେମିକା କଥା ନହେବାରୁ ଇଲେକ୍‌ଟ୍ରିକ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ପ୍ରେମିକ । ୩ଘଣ୍ଟା ପରେ ଟାୱାରରୁ ଓହ୍ଲାଇଲା ଯୁବକ । ପ୍ରେମିକା ସହିତ କଥା ହେବା ପରେ ଓହ୍ଲାଇଲା ପ୍ରେମିକ । କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟି ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ୩ ଘଣ୍ଟାର ବୁଝାସୁଝା ପରେ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର ହେଲେ ପ୍ରେମିକ ।

ଆହୁରି ପଢ଼ନ୍ତୁ: ଲୋନାଭାଲା ଖାତରୁ ଓଡ଼ିଆ ଛାତ୍ରୀଙ୍କ ମୃତଦେହ ଉଦ୍ଧାର: ୩୬ ଘଣ୍ଟା ପରେ ମିଳିଲା ପତ୍ତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp