ମହଙ୍ଗା ପଡ଼ିଲା କାନ୍ଥବାଡ଼ରେ ବିଜ୍ଞାପନ ଲଗାଇବା, ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କଲା ବିଏମସି

The Sakala Picture
Published On

ଭୁବନେଶ୍ବର: ବିଏମସିର କଡ଼ା କାର୍ଯ୍ୟାନୁଷ୍ଠା । ଟୁ-ଲେଟ୍ ବିଜ୍ଞାପନ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି ବିଏମସି। ରାଜଧାନୀର କାନ୍ଥବାଡ଼ରେ ବିଜ୍ଞାପନ ଲଗାଇଥିବା ସଂସ୍ଥା ଠାରୁ ଜରିମାନା ଆଦାୟ ହୋଇଛି। ଏହି ବିଜ୍ଞାପନ ଗୁଡ଼ିକ କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ଲଗାଯାଇଥିଲା। ଏଥିପାଇଁ ୫୦ ହଜାର ଲେଖାଏଁ ୩ଟି ସଂସ୍ଥାରୁ ଜରିମାନା ଆଦାୟ ହୋଇଛି। ଏହା ସହିତ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଏତଲା ମଧ୍ୟ ଦେଇଛି  ବିଏମସି । Team BMC […]

ଭୁବନେଶ୍ବର: ବିଏମସିର କଡ଼ା କାର୍ଯ୍ୟାନୁଷ୍ଠା । ଟୁ-ଲେଟ୍ ବିଜ୍ଞାପନ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି ବିଏମସି। ରାଜଧାନୀର କାନ୍ଥବାଡ଼ରେ ବିଜ୍ଞାପନ ଲଗାଇଥିବା ସଂସ୍ଥା ଠାରୁ ଜରିମାନା ଆଦାୟ ହୋଇଛି। ଏହି ବିଜ୍ଞାପନ ଗୁଡ଼ିକ କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ଲଗାଯାଇଥିଲା। ଏଥିପାଇଁ ୫୦ ହଜାର ଲେଖାଏଁ ୩ଟି ସଂସ୍ଥାରୁ ଜରିମାନା ଆଦାୟ ହୋଇଛି। ଏହା ସହିତ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଏତଲା ମଧ୍ୟ ଦେଇଛି  ବିଏମସି ।

ଆହୁରି ପଢ଼ନ୍ତୁ: ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଶେଖ୍ ଇମ୍ରାନ ସମେତ ୪ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

12 Dec 2023 By The Sakala

ମହଙ୍ଗା ପଡ଼ିଲା କାନ୍ଥବାଡ଼ରେ ବିଜ୍ଞାପନ ଲଗାଇବା, ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କଲା ବିଏମସି

ଭୁବନେଶ୍ବର: ବିଏମସିର କଡ଼ା କାର୍ଯ୍ୟାନୁଷ୍ଠା । ଟୁ-ଲେଟ୍ ବିଜ୍ଞାପନ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି ବିଏମସି। ରାଜଧାନୀର କାନ୍ଥବାଡ଼ରେ ବିଜ୍ଞାପନ ଲଗାଇଥିବା ସଂସ୍ଥା ଠାରୁ ଜରିମାନା ଆଦାୟ ହୋଇଛି। ଏହି ବିଜ୍ଞାପନ ଗୁଡ଼ିକ କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ଲଗାଯାଇଥିଲା। ଏଥିପାଇଁ ୫୦ ହଜାର ଲେଖାଏଁ ୩ଟି ସଂସ୍ଥାରୁ ଜରିମାନା ଆଦାୟ ହୋଇଛି। ଏହା ସହିତ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଏତଲା ମଧ୍ୟ ଦେଇଛି  ବିଏମସି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର