ସୀମାନ୍ତରେ ପୁଣି ବିସ୍ଫୋରଣ, ୨ ଯବାନ ଗୁରୁତର ଆହତ
ମାଲକାନାଗିରି: ସୀମାନ୍ତରେ ପୁଣି ବିସ୍ଫୋରଣ। ୨ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଛତିଶଗଡ଼ର ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଯବାନମାନେ ହେଲେ ବାଲକିଶନ ଓ ସାନିଦୁଲ ଇସଲାମ। ସୂଚନା ଅନୁଯାୟୀ, ପ୍ରେସର ବୋମା ବିସ୍ଫୋରଣ ଯୋଗୁ ଦୁଇ ଯବାନ ଆହତ ହୋଇଥିବା ହୋଇଥିବା ଜଣାପଡ଼ିଛି। ରୋଡ୍ ଅପରେସନରେ ଡ୍ୟୁଟି କରିବା ବେଳେ ଅଘଟଣ ଘଟିଛି। ମୋଡ଼କପାଲ ଥାନା ହଲବାପାରା ନିକଟରେ ବିସ୍ଫୋରଣ ହୋଇଥିବା ବେଳେ ଯବାନ ସାମାନ୍ୟ ଆହତ ହୋଇଛନ୍ତି। […]
ମାଲକାନାଗିରି: ସୀମାନ୍ତରେ ପୁଣି ବିସ୍ଫୋରଣ। ୨ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଛତିଶଗଡ଼ର ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଯବାନମାନେ ହେଲେ ବାଲକିଶନ ଓ ସାନିଦୁଲ ଇସଲାମ।
ସୂଚନା ଅନୁଯାୟୀ, ପ୍ରେସର ବୋମା ବିସ୍ଫୋରଣ ଯୋଗୁ ଦୁଇ ଯବାନ ଆହତ ହୋଇଥିବା ହୋଇଥିବା ଜଣାପଡ଼ିଛି। ରୋଡ୍ ଅପରେସନରେ ଡ୍ୟୁଟି କରିବା ବେଳେ ଅଘଟଣ ଘଟିଛି। ମୋଡ଼କପାଲ ଥାନା ହଲବାପାରା ନିକଟରେ ବିସ୍ଫୋରଣ ହୋଇଥିବା ବେଳେ ଯବାନ ସାମାନ୍ୟ ଆହତ ହୋଇଛନ୍ତି। ବସ୍ତର ଓଏ ସୁନ୍ଦରରାଜ ପି ଏହି ସୂଚନା ଦେଇଛନ୍ତି।