ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ ପ୍ରତିବାଦରେ ବିଜେଡିର ବିକ୍ଷୋଭ

The Sakala Picture
Published On

ଭୁବନେଶ୍ୱର : ମହାପ୍ରଭୁ ଜଗନ୍ନାଥଙ୍କ ନାଁ କୁ ବିଜେପି ପକ୍ଷରୁ ଭୁଲ ଲେଖାଯିବାକୁ ବିରୋଧ କରିଛି ବିଜେଡି । ଏନେଇ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ବିଜୁ ଜନତା ଦଳ ପକ୍ଷରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ମହାପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ଓଡିଆ ମାନଙ୍କ ଭାବ ବେଗକୁ କଠୋର ଆଘାତ ଦେଇଛି ବୋଲି ବିଜେଡି ଅଭିଯୋଗ ଆଣିଛି। ଓଡ଼ିଶାକୁ ପର୍ଯ୍ୟଟକ ଭାବେ ଆସି ରାଜନୀତି ବନ୍ଦ […]

ଭୁବନେଶ୍ୱର : ମହାପ୍ରଭୁ ଜଗନ୍ନାଥଙ୍କ ନାଁ କୁ ବିଜେପି ପକ୍ଷରୁ ଭୁଲ ଲେଖାଯିବାକୁ ବିରୋଧ କରିଛି ବିଜେଡି । ଏନେଇ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ବିଜୁ ଜନତା ଦଳ ପକ୍ଷରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ମହାପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ଓଡିଆ ମାନଙ୍କ ଭାବ ବେଗକୁ କଠୋର ଆଘାତ ଦେଇଛି ବୋଲି ବିଜେଡି ଅଭିଯୋଗ ଆଣିଛି।

ଆହୁରି ପଢ଼ନ୍ତୁ: ଚଡକ ମେଳା ହେଲା କାଳ, ପୂଜା କରିବାବେଳେ ଖଜୁରୀ ଗଛରୁ ପଡ଼ି ଯୁବକ ମୃତ

ଓଡ଼ିଶାକୁ ପର୍ଯ୍ୟଟକ ଭାବେ ଆସି ରାଜନୀତି ବନ୍ଦ କରନ୍ତୁ ସମ୍ବିତ ପାତ୍ର । ନଚେତ୍ ଓଡ଼ିଶାକୁ ପୁରାଇ ଦିଆଯିବା ନାହିଁ ବିଜୁ ଛାତ୍ର ଜନତା ଦଳ ଚେତାବନୀ ଦେଇଛି। ଏହି ଅବସରରେ ବିଜେଡି ଯୁବ ଓ ଛାତ୍ର ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଓ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ଜନତା ଦଳର ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଫେସବୁକରେ ଲାଇଭ କରି ହଷ୍ଟେଲରେ ଝୁଲି ପଡିଲେ ଯୁବତୀ, କାରଣ ଅସ୍ପଷ୍ଟ

06 Nov 2021 By The Sakala

ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ ପ୍ରତିବାଦରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର : ମହାପ୍ରଭୁ ଜଗନ୍ନାଥଙ୍କ ନାଁ କୁ ବିଜେପି ପକ୍ଷରୁ ଭୁଲ ଲେଖାଯିବାକୁ ବିରୋଧ କରିଛି ବିଜେଡି । ଏନେଇ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ବିଜୁ ଜନତା ଦଳ ପକ୍ଷରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ମହାପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ଓଡିଆ ମାନଙ୍କ ଭାବ ବେଗକୁ କଠୋର ଆଘାତ ଦେଇଛି ବୋଲି ବିଜେଡି ଅଭିଯୋଗ ଆଣିଛି।

ଓଡ଼ିଶାକୁ ପର୍ଯ୍ୟଟକ ଭାବେ ଆସି ରାଜନୀତି ବନ୍ଦ କରନ୍ତୁ ସମ୍ବିତ ପାତ୍ର । ନଚେତ୍ ଓଡ଼ିଶାକୁ ପୁରାଇ ଦିଆଯିବା ନାହିଁ ବିଜୁ ଛାତ୍ର ଜନତା ଦଳ ଚେତାବନୀ ଦେଇଛି। ଏହି ଅବସରରେ ବିଜେଡି ଯୁବ ଓ ଛାତ୍ର ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଓ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ଜନତା ଦଳର ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର