ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ବିଜେପି ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ

The Sakala Picture
Published On

ଭୁବନେଶ୍ବର : ସାରା ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସାରା ରାଜ୍ୟରେ ମର୍ଡର ମର୍ଡର ମର୍ଡର । ଗଣ୍ଡି ଗୋଟେ ଜାଗାରେ ମୁଣ୍ଡ ଆଉ ଗୋଟେ ଜାଗାରେ । କେଉଁଠି ଜେସିବି ଲଗାଇ ମାରି ଦିଆଯାଉଛି ତ ଆଉ କେଉଁଠି ଗୁଳି କରି ଲୋକଙ୍କୁ ମାରି ଦିଆଯାଉଛି । ମିଡିଆରେ କେବଳ ମର୍ଡର ଖବର ଘୂରି ବୁଲୁଛି । ଏ କଣ ଡବଲ ଇଂଜିନ ସରକାର […]

ଭୁବନେଶ୍ବର : ସାରା ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସାରା ରାଜ୍ୟରେ ମର୍ଡର ମର୍ଡର ମର୍ଡର । ଗଣ୍ଡି ଗୋଟେ ଜାଗାରେ ମୁଣ୍ଡ ଆଉ ଗୋଟେ ଜାଗାରେ । କେଉଁଠି ଜେସିବି ଲଗାଇ ମାରି ଦିଆଯାଉଛି ତ ଆଉ କେଉଁଠି ଗୁଳି କରି ଲୋକଙ୍କୁ ମାରି ଦିଆଯାଉଛି । ମିଡିଆରେ କେବଳ ମର୍ଡର ଖବର ଘୂରି ବୁଲୁଛି । ଏ କଣ ଡବଲ ଇଂଜିନ ସରକାର ବୋଲି ପ୍ରଶ୍ନ କରିଛନ୍ତି ଅରୁଣ।

ଆହୁରି ପଢ଼ନ୍ତୁ: ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ କଡା କାର୍ଯ୍ୟାନୁଷ୍ଠାନ, ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ

ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଅପରାଧୀ ଜାଣିଗଲେଣି ଯେ, ଏ ସରକାର ଦୁର୍ବଳ । ତେଣୁ ଦାନ୍ତହୀନ ଦୁର୍ବଳ ସରକାରକୁ କେହି ଖାତିର କରୁନାହାଁନ୍ତି । ତେଣୁ ସରକାର ଦୟାକରି ଜାନିଯାତ୍ରାରେ ନମାତି ସରକାରୀ କାର୍ଯ୍ୟ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଏହା ଭିତରେ ୮୦ ଦାଦନ ଶ୍ରମିକଙ୍କ ଶବ ଆସିଲାଣି । ଶିଶୁ ଚୋରି ହେଉଛି । ସରକାର ନାଚ ଗୀତ କରି ପାରିଧିରେ ଅଛନ୍ତି । ମାଆ ମଥାର ସିନ୍ଦୁର ଲିଭିଯାଉ, ଛୁଆ ବାପାକୁ ହରାଉ ସରକାରଙ୍କ ପରବାୟ ନାହିଁ । ତେଣୁ ବିଜେଡି ହାତ ଯୋଡ଼ି ନିବେଦନ କରିଛି ଯେ, ସରକାର ଦାୟିତ୍ବ ନିର୍ବାହ କରନ୍ତୁ । ଆଇନ ଶୃଙ୍ଖଳା ସମ୍ଭାଳନ୍ତୁ ।

ଆହୁରି ପଢ଼ନ୍ତୁ: ଖଣି ବିଲ୍‌ କାର୍ଯ୍ୟକାରୀ ହେଲେ ବ୍ୟାପକ କ୍ଷତି ସହିବ ଓଡ଼ିଶା, କ୍ଷୋଭ ପ୍ରକାଶ କଲେ ରଣେନ୍ଦ୍ର

21 Apr 2025 By The Sakala

ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ବିଜେପି ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ

ଭୁବନେଶ୍ବର : ସାରା ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସାରା ରାଜ୍ୟରେ ମର୍ଡର ମର୍ଡର ମର୍ଡର । ଗଣ୍ଡି ଗୋଟେ ଜାଗାରେ ମୁଣ୍ଡ ଆଉ ଗୋଟେ ଜାଗାରେ । କେଉଁଠି ଜେସିବି ଲଗାଇ ମାରି ଦିଆଯାଉଛି ତ ଆଉ କେଉଁଠି ଗୁଳି କରି ଲୋକଙ୍କୁ ମାରି ଦିଆଯାଉଛି । ମିଡିଆରେ କେବଳ ମର୍ଡର ଖବର ଘୂରି ବୁଲୁଛି । ଏ କଣ ଡବଲ ଇଂଜିନ ସରକାର ବୋଲି ପ୍ରଶ୍ନ କରିଛନ୍ତି ଅରୁଣ।

ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଅପରାଧୀ ଜାଣିଗଲେଣି ଯେ, ଏ ସରକାର ଦୁର୍ବଳ । ତେଣୁ ଦାନ୍ତହୀନ ଦୁର୍ବଳ ସରକାରକୁ କେହି ଖାତିର କରୁନାହାଁନ୍ତି । ତେଣୁ ସରକାର ଦୟାକରି ଜାନିଯାତ୍ରାରେ ନମାତି ସରକାରୀ କାର୍ଯ୍ୟ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଏହା ଭିତରେ ୮୦ ଦାଦନ ଶ୍ରମିକଙ୍କ ଶବ ଆସିଲାଣି । ଶିଶୁ ଚୋରି ହେଉଛି । ସରକାର ନାଚ ଗୀତ କରି ପାରିଧିରେ ଅଛନ୍ତି । ମାଆ ମଥାର ସିନ୍ଦୁର ଲିଭିଯାଉ, ଛୁଆ ବାପାକୁ ହରାଉ ସରକାରଙ୍କ ପରବାୟ ନାହିଁ । ତେଣୁ ବିଜେଡି ହାତ ଯୋଡ଼ି ନିବେଦନ କରିଛି ଯେ, ସରକାର ଦାୟିତ୍ବ ନିର୍ବାହ କରନ୍ତୁ । ଆଇନ ଶୃଙ୍ଖଳା ସମ୍ଭାଳନ୍ତୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର