ନୂତନ ନିଯୁକ୍ତି ଦେବାରେ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ରେକର୍ଡ

The Sakala Picture
Published On

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷା ବର୍ଷରେ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଏହାର ଏମବିଏ ଛାତ୍ରଛାତ୍ରୀମାନଙ୍କୁ ନୂତନ ନିଯୁକ୍ତି ଦେବାରେ ରେକର୍ଡ ସୃଷ୍ଟି କରିଥିବା ବେଳେ ଅଧିକ ହାର ଦରମାରେ ମଧ୍ୟ ଛାତ୍ରଛାତ୍ରୀମାନେ ପ୍ରତିଷ୍ଠିତ ଅନୁଷ୍ଠାନରେ ନିଯୁକ୍ତ ହେବାକୁ ସୁଯୋଗ ପାଇଛନ୍ତି। ଏହି ୟୁନିଭର୍ସିଟି ପକ୍ଷରୁ ଅନୁଷ୍ଠିତ ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସର୍ବାଧୂକ ବାର୍ଷିକ ୨୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜରେ ବିଭିନ୍ନ ଅନୁଷ୍ଠାନରେ ଯୋଗ ଦେଇଥିବା କୁହାଯାଇଛି। ସେହିପରି ଛାତ୍ରଛାତ୍ରୀମାନଙ୍କ ନୂତନ ନିଯୁକ୍ତି କ୍ଷେତ୍ରରେ ହାରାହାରି ପ୍ୟାକେଜ ୮.୪୫ […]

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷା ବର୍ଷରେ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଏହାର ଏମବିଏ ଛାତ୍ରଛାତ୍ରୀମାନଙ୍କୁ ନୂତନ ନିଯୁକ୍ତି ଦେବାରେ ରେକର୍ଡ ସୃଷ୍ଟି କରିଥିବା ବେଳେ ଅଧିକ ହାର ଦରମାରେ ମଧ୍ୟ ଛାତ୍ରଛାତ୍ରୀମାନେ ପ୍ରତିଷ୍ଠିତ ଅନୁଷ୍ଠାନରେ ନିଯୁକ୍ତ ହେବାକୁ ସୁଯୋଗ ପାଇଛନ୍ତି। ଏହି ୟୁନିଭର୍ସିଟି ପକ୍ଷରୁ ଅନୁଷ୍ଠିତ ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସର୍ବାଧୂକ ବାର୍ଷିକ ୨୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜରେ ବିଭିନ୍ନ ଅନୁଷ୍ଠାନରେ ଯୋଗ ଦେଇଥିବା କୁହାଯାଇଛି। ସେହିପରି ଛାତ୍ରଛାତ୍ରୀମାନଙ୍କ ନୂତନ ନିଯୁକ୍ତି କ୍ଷେତ୍ରରେ ହାରାହାରି ପ୍ୟାକେଜ ୮.୪୫ ଲକ୍ଷ ଟଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଅଧିକାଂଶ ଛାତ୍ରଛାତ୍ରୀ ଟାଟା ଏଆଇଜି, ଗୋଦରେଜ୍ ପ୍ରପର୍ଟିଜ୍, ଆଇଟିସି, ଏସବିଆଇ ଲାଇଫ୍, ରିଲାଏନ୍ସ ରିଟେଲ ଏବଂ ଆଡ୍ ଫାକଟର୍ସ ଭଳି ବହୁ ପ୍ରତିଷ୍ଠିତ କର୍ପୋରେଟ ହାଉସରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା କୁହାଯାଇଛି। ଅନ୍ୟପକ୍ଷରେ ଅଧିକାଂଶ ଛାତ୍ରଛାତ୍ରୀ ଭାରତରେ କାର୍ଯ୍ୟ କରୁଥିବା ବହୁ ଆମେରିକୀୟ କମ୍ପାନୀଗୁଡିକରେ ମଧ୍ୟ ନିଯୁକ୍ତି ପାଇବାକୁ ସଫଳ ହୋଇଛନ୍ତି। ସେହିପରି ସାମ୍ବାଦିକତା କ୍ଷେତ୍ରରେ ଉନ୍ନୀତ ହୋଇଥିବା ଛାତ୍ରଛାତ୍ରୀମାନେ ସର୍ବାଧିକ ୫.୪୦ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ଯୋଗ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

25 Jan 2022 By The Sakala

ନୂତନ ନିଯୁକ୍ତି ଦେବାରେ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ରେକର୍ଡ

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷା ବର୍ଷରେ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଏହାର ଏମବିଏ ଛାତ୍ରଛାତ୍ରୀମାନଙ୍କୁ ନୂତନ ନିଯୁକ୍ତି ଦେବାରେ ରେକର୍ଡ ସୃଷ୍ଟି କରିଥିବା ବେଳେ ଅଧିକ ହାର ଦରମାରେ ମଧ୍ୟ ଛାତ୍ରଛାତ୍ରୀମାନେ ପ୍ରତିଷ୍ଠିତ ଅନୁଷ୍ଠାନରେ ନିଯୁକ୍ତ ହେବାକୁ ସୁଯୋଗ ପାଇଛନ୍ତି। ଏହି ୟୁନିଭର୍ସିଟି ପକ୍ଷରୁ ଅନୁଷ୍ଠିତ ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସର୍ବାଧୂକ ବାର୍ଷିକ ୨୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜରେ ବିଭିନ୍ନ ଅନୁଷ୍ଠାନରେ ଯୋଗ ଦେଇଥିବା କୁହାଯାଇଛି। ସେହିପରି ଛାତ୍ରଛାତ୍ରୀମାନଙ୍କ ନୂତନ ନିଯୁକ୍ତି କ୍ଷେତ୍ରରେ ହାରାହାରି ପ୍ୟାକେଜ ୮.୪୫ ଲକ୍ଷ ଟଙ୍କା ରହିଛି।

ଅଧିକାଂଶ ଛାତ୍ରଛାତ୍ରୀ ଟାଟା ଏଆଇଜି, ଗୋଦରେଜ୍ ପ୍ରପର୍ଟିଜ୍, ଆଇଟିସି, ଏସବିଆଇ ଲାଇଫ୍, ରିଲାଏନ୍ସ ରିଟେଲ ଏବଂ ଆଡ୍ ଫାକଟର୍ସ ଭଳି ବହୁ ପ୍ରତିଷ୍ଠିତ କର୍ପୋରେଟ ହାଉସରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା କୁହାଯାଇଛି। ଅନ୍ୟପକ୍ଷରେ ଅଧିକାଂଶ ଛାତ୍ରଛାତ୍ରୀ ଭାରତରେ କାର୍ଯ୍ୟ କରୁଥିବା ବହୁ ଆମେରିକୀୟ କମ୍ପାନୀଗୁଡିକରେ ମଧ୍ୟ ନିଯୁକ୍ତି ପାଇବାକୁ ସଫଳ ହୋଇଛନ୍ତି। ସେହିପରି ସାମ୍ବାଦିକତା କ୍ଷେତ୍ରରେ ଉନ୍ନୀତ ହୋଇଥିବା ଛାତ୍ରଛାତ୍ରୀମାନେ ସର୍ବାଧିକ ୫.୪୦ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ଯୋଗ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର