ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ଭଦ୍ରକ ଜିଲ୍ଲାର ୨୩ ସ୍କୁଲ ଦୁଇ ଦିନ ପାଇଁ ଛୁଟି

The Sakala Picture
Published On

ସମ୍ବଲପୁର/ଭଦ୍ରକ : ବୃଦ୍ଧି ପାଇବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଆଜି ସକାଳ ୭ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୫ ହଜାର ୧୧୬ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ମୋଟ ୨୦ଟି ଗେଟ୍ ଦେଇ ୩ ଲକ୍ଷ ୪୬ ହଜାର ୮୩୪ ଘନଫୁଟ ବନ୍ୟାଜଳ ନିଷ୍କାସନ ହେଉଛି। ସୋମବାର ସକାଳ ୭ଟା ସୁଦ୍ଧା ୬୧୫.୩୧ ଫୁଟରେ ପହଂଚିଛି ଜଳଭଣ୍ଡାର ଜଳସ୍ତର। ତେବେ ଗତକାଲି ଅପେକ୍ଷା ଜଳ ଭଣ୍ଡାର ଭିତରକୁ […]

ସମ୍ବଲପୁର/ଭଦ୍ରକ : ବୃଦ୍ଧି ପାଇବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଆଜି ସକାଳ ୭ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୫ ହଜାର ୧୧୬ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ମୋଟ ୨୦ଟି ଗେଟ୍ ଦେଇ ୩ ଲକ୍ଷ ୪୬ ହଜାର ୮୩୪ ଘନଫୁଟ ବନ୍ୟାଜଳ ନିଷ୍କାସନ ହେଉଛି। ସୋମବାର ସକାଳ ୭ଟା ସୁଦ୍ଧା ୬୧୫.୩୧ ଫୁଟରେ ପହଂଚିଛି ଜଳଭଣ୍ଡାର ଜଳସ୍ତର। ତେବେ ଗତକାଲି ଅପେକ୍ଷା ଜଳ ଭଣ୍ଡାର ଭିତରକୁ ବନ୍ୟା ଜଳ ପ୍ରବେଶର ମାତ୍ରା ହ୍ରାସ ପାଇଥିବା ବେଳେ ତଳ ମୁଣ୍ଡରେ ବର୍ଷା ହେଲେ ମଧ୍ୟ ବନ୍ୟାର କୌଣସି ଆଶଙ୍କା ନାହିଁ ବୋଲି ଜଳ ଭଣ୍ଡାର କତୃପକ୍ଷ ସୂଚନା ଦେଉଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ସେପଟେ  ବୈତରଣୀରେ ଆସିଥିବା ବନ୍ୟା ପ୍ରଭାବରେ ପ୍ରଭାବିତ ଭଦ୍ରକ ଜିଲ୍ଲା ଧାମନଗର ଓ ଚାନ୍ଦାବାଲି ବ୍ଲକର ୨୩ଟି ସ୍କୁଲ ଆସନ୍ତା ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ଭଦ୍ରକ ଜିଲ୍ଲାପାଳ। ଧାମନଗର ବ୍ଲକର ୧୮ଟି ଓ ଚାନ୍ଦାବାଲି ବ୍ଲକର ୫ ଟି ସ୍କୁଲ ଆଜି ଓ କାଲି ପାଇଁ ଛୁଟି ଘୋଷଣା ହୋଇଛି। ଧାମନଗର ବ୍ଲକର ସୋହଡା ପଂଚାୟତର ୭ଟି, ପ୍ରଧାନୀ ପଂଚାୟତର ୪ଟି ,ଅର୍ଜୁନପୁର ପଂଚାୟତର ୫ଟି ଓ ହସନାବାଦ ପଂଚାୟତର ୨ଟି ସ୍କୁଲ ଛୁଟି ଘୋଷଣା ହୋଇଛଇ। ସେହିପରି ଚାନ୍ଦାବାଲି ପହଣା କ୍ଲଷ୍ଟରର ୪ଟି ଓ ମଠଡିହ କ୍ଲଷ୍ଟରର ଗୋଟିଏ ସ୍କୁଲ ଆଜି ଓ କାଲି ପାଇଁ ଛୁଟି ଘୋଷଣା ହୋଇଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

28 Jul 2025 By The Sakala

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ଭଦ୍ରକ ଜିଲ୍ଲାର ୨୩ ସ୍କୁଲ ଦୁଇ ଦିନ ପାଇଁ ଛୁଟି

ସମ୍ବଲପୁର/ଭଦ୍ରକ : ବୃଦ୍ଧି ପାଇବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଆଜି ସକାଳ ୭ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୫ ହଜାର ୧୧୬ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ମୋଟ ୨୦ଟି ଗେଟ୍ ଦେଇ ୩ ଲକ୍ଷ ୪୬ ହଜାର ୮୩୪ ଘନଫୁଟ ବନ୍ୟାଜଳ ନିଷ୍କାସନ ହେଉଛି। ସୋମବାର ସକାଳ ୭ଟା ସୁଦ୍ଧା ୬୧୫.୩୧ ଫୁଟରେ ପହଂଚିଛି ଜଳଭଣ୍ଡାର ଜଳସ୍ତର। ତେବେ ଗତକାଲି ଅପେକ୍ଷା ଜଳ ଭଣ୍ଡାର ଭିତରକୁ ବନ୍ୟା ଜଳ ପ୍ରବେଶର ମାତ୍ରା ହ୍ରାସ ପାଇଥିବା ବେଳେ ତଳ ମୁଣ୍ଡରେ ବର୍ଷା ହେଲେ ମଧ୍ୟ ବନ୍ୟାର କୌଣସି ଆଶଙ୍କା ନାହିଁ ବୋଲି ଜଳ ଭଣ୍ଡାର କତୃପକ୍ଷ ସୂଚନା ଦେଉଛନ୍ତି ।

ସେପଟେ  ବୈତରଣୀରେ ଆସିଥିବା ବନ୍ୟା ପ୍ରଭାବରେ ପ୍ରଭାବିତ ଭଦ୍ରକ ଜିଲ୍ଲା ଧାମନଗର ଓ ଚାନ୍ଦାବାଲି ବ୍ଲକର ୨୩ଟି ସ୍କୁଲ ଆସନ୍ତା ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ଭଦ୍ରକ ଜିଲ୍ଲାପାଳ। ଧାମନଗର ବ୍ଲକର ୧୮ଟି ଓ ଚାନ୍ଦାବାଲି ବ୍ଲକର ୫ ଟି ସ୍କୁଲ ଆଜି ଓ କାଲି ପାଇଁ ଛୁଟି ଘୋଷଣା ହୋଇଛି। ଧାମନଗର ବ୍ଲକର ସୋହଡା ପଂଚାୟତର ୭ଟି, ପ୍ରଧାନୀ ପଂଚାୟତର ୪ଟି ,ଅର୍ଜୁନପୁର ପଂଚାୟତର ୫ଟି ଓ ହସନାବାଦ ପଂଚାୟତର ୨ଟି ସ୍କୁଲ ଛୁଟି ଘୋଷଣା ହୋଇଛଇ। ସେହିପରି ଚାନ୍ଦାବାଲି ପହଣା କ୍ଲଷ୍ଟରର ୪ଟି ଓ ମଠଡିହ କ୍ଲଷ୍ଟରର ଗୋଟିଏ ସ୍କୁଲ ଆଜି ଓ କାଲି ପାଇଁ ଛୁଟି ଘୋଷଣା ହୋଇଛି।

https://www.thesakala.in/latest-odisha-news/bhadrak/water-level-of-hirakud-reservoir-rising/article-41782
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର