ମନୋରଞ୍ଜନ
ଓଡ଼ିଶା
ଚାନ୍ଦବାଲି ଥାନାର ଏଏସଆଇ ନରେନ୍ଦ୍ର ରାଉତ ରାଷ୍ଟ୍ରପତି ପଦକ ପାଇଁ ମନୋନିତ
ଚାନ୍ଦବାଲି: ଚାନ୍ଦବାଲି ଥାନା ପାଇଁ ଗୌରବ ଆଣିଛନ୍ତି ଏ ଏସ ଆଇ ନରେନ୍ଦ୍ର କୁମାର ରାଉତ। ଚାନ୍ଦବାଲି ଥାନାରେ ୨୦୨୧ ରୁ ଆଜି ପର୍ଯ୍ୟନ୍ତ ସେ ଏ ଏସ ଆଇ ଭାବରେ କାର୍ଯ୍ୟରତ ଅଛନ୍ତି। ଶ୍ରୀ ରାଉତଙ୍କୁ ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ରାଷ୍ଟ୍ରପତି ପଦକ ପାଇଁ ମନନିତ କରାଯାଇଛି। ଶ୍ରୀ ରାଉତ ପୂର୍ବରୁ ୨୦୦୫ ରେ ବାଲେଶ୍ଵର ଜିଲ୍ଲା ଶ୍ରେଷ୍ଟ କନେଷ୍ଟବଳ ଭାବେ ସମ୍ମାନିତ ହୋଇଥିବା ବେଳେ ୨୦୧୦ରେ ବାଲେଶ୍ବର ପୋଲିସ ଗୌରବ […]
ଚାନ୍ଦବାଲି: ଚାନ୍ଦବାଲି ଥାନା ପାଇଁ ଗୌରବ ଆଣିଛନ୍ତି ଏ ଏସ ଆଇ ନରେନ୍ଦ୍ର କୁମାର ରାଉତ। ଚାନ୍ଦବାଲି ଥାନାରେ ୨୦୨୧ ରୁ ଆଜି ପର୍ଯ୍ୟନ୍ତ ସେ ଏ ଏସ ଆଇ ଭାବରେ କାର୍ଯ୍ୟରତ ଅଛନ୍ତି। ଶ୍ରୀ ରାଉତଙ୍କୁ ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ରାଷ୍ଟ୍ରପତି ପଦକ ପାଇଁ ମନନିତ କରାଯାଇଛି। ଶ୍ରୀ ରାଉତ ପୂର୍ବରୁ ୨୦୦୫ ରେ ବାଲେଶ୍ଵର ଜିଲ୍ଲା ଶ୍ରେଷ୍ଟ କନେଷ୍ଟବଳ ଭାବେ ସମ୍ମାନିତ ହୋଇଥିବା ବେଳେ ୨୦୧୦ରେ ବାଲେଶ୍ବର ପୋଲିସ ଗୌରବ ସମ୍ମାନ ପାଇଥିଲେ।
ଆହୁରି ପଢ଼ନ୍ତୁ: ୩୨ ଘଣ୍ଟା ପରେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ସ୍ୱାଭାବିକ ହେଲା ଯାତାୟାତ; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
୨୦୨୦ ରେ ତାଙ୍କୁ ରାଷ୍ଟ୍ରପତି ପଦକ ପାଇଁ ମନୋନିତ ହୋଇଥିଲେ ହେଲେ ମହାମାରୀ କରାନା ପାଇଁ ଗୃହ ବିଭାଗ ପକ୍ଷରୁ ସେହି ସମ୍ମାନକୁ ଆସନ୍ତା ଅଗଷ୍ଟ ୨୫ ତାରିଖରେ ଭୁବେନଶ୍ବରରେ ଲୋକସେବା ଭବନରେ ପ୍ରଦାନ କରାଯିବ। ଶ୍ରୀ ରାଉତଙ୍କ ସାଧୁତା ଓ ଉଚ୍ଚକୋଟିର କାର୍ଯ୍ୟ ପାଇଁ ତାଙ୍କୁ ଏହି ରାଷ୍ଟ୍ରପତି ପଦକ ମିଳିବା ନେଇ ଚାନ୍ଦବାଲି ବାସୀ ତାଙ୍କୁ ସୁବେଛା ପ୍ରଦାନ କରିଛନ୍ତି।





