ଟ୍ରେନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ମହିଳା ଗିରଫ

The Sakala Picture
Published On

ଭଦ୍ରକ: ପୁରୀରୁ ନୂଆ ଦିଲ୍ଲୀ ଯାଉଥିବା ଡାଉନ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି ଭଦ୍ରକ RPF ପୋଲିସ । ସୂଚନା ଅନୁଯାୟୀ ଗତ ୨୩ ତାରିଖ ରାତିରେ ପୁରୀରୁ ନୂଆଦିଲ୍ଲୀ ଯାଇଥିବା ପୁରୁଷତୋମ ଏକ୍ସପ୍ରେସ ଟ୍ରେନରେ ଜେନେରାଲ ବଗିରେ ବ୍ରହ୍ମପୁର ଷ୍ଟେସନରୁ ୪ଟି ବ୍ୟାଗ ନେଇ ସୁନୀତା ଦେବି ନାମକ ମହିଳା ଜଣଙ୍କ ଟ୍ରେନରେ ଚଢ଼ି ଯାଉଥିଲେ। ଚୋରା ଚାଲାଣ ରୋକିବାକୁ RPF ପକ୍ଷରୁ […]

ଭଦ୍ରକ: ପୁରୀରୁ ନୂଆ ଦିଲ୍ଲୀ ଯାଉଥିବା ଡାଉନ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି ଭଦ୍ରକ RPF ପୋଲିସ । ସୂଚନା ଅନୁଯାୟୀ ଗତ ୨୩ ତାରିଖ ରାତିରେ ପୁରୀରୁ ନୂଆଦିଲ୍ଲୀ ଯାଇଥିବା ପୁରୁଷତୋମ ଏକ୍ସପ୍ରେସ ଟ୍ରେନରେ ଜେନେରାଲ ବଗିରେ ବ୍ରହ୍ମପୁର ଷ୍ଟେସନରୁ ୪ଟି ବ୍ୟାଗ ନେଇ ସୁନୀତା ଦେବି ନାମକ ମହିଳା ଜଣଙ୍କ ଟ୍ରେନରେ ଚଢ଼ି ଯାଉଥିଲେ। ଚୋରା ଚାଲାଣ ରୋକିବାକୁ RPF ପକ୍ଷରୁ ଲାଗୁ ହୋଇଥିବା ଅପ୍ରେସନ୍ ସର୍ତ୍ତକ ଡିୟୁଟିରେ ଆସୁଥିବା ପୁରୀ RPF ଏସକଟ୍ ପୁଲିସର ଏକ ସ୍ଵତନ୍ତ୍ର ଟିମ ସନ୍ଦେହଜନକ ଭାବେ ଏହି ମହିଳା ଜଣଙ୍କୁ ସଂଦେହ କରି ଆସୁଥିଲେ। ଯାଜପୁର ଷ୍ଟେସନ ପରେ ଭଦ୍ରକ RPFକୁ ଖବର ଦେଇଥିଲା ଅପରେସନ ସାର୍ଥକ ଷ୍ଟାଫ୍ । ଭଦ୍ରକ RPF ପୁଲିସ ଏହି ମହିଳାଙ୍କୁ ଧରିବାରେ ସଫଳ ହେଇଥିଲା । RPF ପୁଲିସ ମହିଳାଙ୍କ ନିକଟରୁ ୪ଟି ବ୍ୟାଗରୁ ୪୩ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ୍ କରାଯାଇଛି । ମହିଳା ଜଣକ ବ୍ରହ୍ମପୁରରୁ ଗଞ୍ଜେଇ ନେଇ ଦିଲ୍ଲୀ ଯାଉଥିବାର ସୂଚନା ମିଳିଛି । ଜବତ୍ ହୋଇଥିବା ଗଞ୍ଜେଇର ଆନୁମାନିକ ମୁଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ଦେଇଛନ୍ତି କଟକ ଡିଭିଜାନଲର ରେଲୱେ ପୁଲିସର ଆସିଷ୍ଟାଣ୍ଡ କମିଶନର ସରୋଜ କୁମାର ଦାସ୍ । ଭଦ୍ରକ RPF ପୋଲିସ ଗଞ୍ଜେଇ ଜବତ ପରେ ଭଦ୍ରକ GRP ପୁଲିସକୁ ହସ୍ତାନ୍ତର କରିଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

25 Apr 2022 By The Sakala

ଟ୍ରେନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ମହିଳା ଗିରଫ

ଭଦ୍ରକ: ପୁରୀରୁ ନୂଆ ଦିଲ୍ଲୀ ଯାଉଥିବା ଡାଉନ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି ଭଦ୍ରକ RPF ପୋଲିସ । ସୂଚନା ଅନୁଯାୟୀ ଗତ ୨୩ ତାରିଖ ରାତିରେ ପୁରୀରୁ ନୂଆଦିଲ୍ଲୀ ଯାଇଥିବା ପୁରୁଷତୋମ ଏକ୍ସପ୍ରେସ ଟ୍ରେନରେ ଜେନେରାଲ ବଗିରେ ବ୍ରହ୍ମପୁର ଷ୍ଟେସନରୁ ୪ଟି ବ୍ୟାଗ ନେଇ ସୁନୀତା ଦେବି ନାମକ ମହିଳା ଜଣଙ୍କ ଟ୍ରେନରେ ଚଢ଼ି ଯାଉଥିଲେ। ଚୋରା ଚାଲାଣ ରୋକିବାକୁ RPF ପକ୍ଷରୁ ଲାଗୁ ହୋଇଥିବା ଅପ୍ରେସନ୍ ସର୍ତ୍ତକ ଡିୟୁଟିରେ ଆସୁଥିବା ପୁରୀ RPF ଏସକଟ୍ ପୁଲିସର ଏକ ସ୍ଵତନ୍ତ୍ର ଟିମ ସନ୍ଦେହଜନକ ଭାବେ ଏହି ମହିଳା ଜଣଙ୍କୁ ସଂଦେହ କରି ଆସୁଥିଲେ। ଯାଜପୁର ଷ୍ଟେସନ ପରେ ଭଦ୍ରକ RPFକୁ ଖବର ଦେଇଥିଲା ଅପରେସନ ସାର୍ଥକ ଷ୍ଟାଫ୍ । ଭଦ୍ରକ RPF ପୁଲିସ ଏହି ମହିଳାଙ୍କୁ ଧରିବାରେ ସଫଳ ହେଇଥିଲା । RPF ପୁଲିସ ମହିଳାଙ୍କ ନିକଟରୁ ୪ଟି ବ୍ୟାଗରୁ ୪୩ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ୍ କରାଯାଇଛି । ମହିଳା ଜଣକ ବ୍ରହ୍ମପୁରରୁ ଗଞ୍ଜେଇ ନେଇ ଦିଲ୍ଲୀ ଯାଉଥିବାର ସୂଚନା ମିଳିଛି । ଜବତ୍ ହୋଇଥିବା ଗଞ୍ଜେଇର ଆନୁମାନିକ ମୁଲ୍ୟ ୪ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ଦେଇଛନ୍ତି କଟକ ଡିଭିଜାନଲର ରେଲୱେ ପୁଲିସର ଆସିଷ୍ଟାଣ୍ଡ କମିଶନର ସରୋଜ କୁମାର ଦାସ୍ । ଭଦ୍ରକ RPF ପୋଲିସ ଗଞ୍ଜେଇ ଜବତ ପରେ ଭଦ୍ରକ GRP ପୁଲିସକୁ ହସ୍ତାନ୍ତର କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର