୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଗିରଫ

The Sakala Picture
Published On

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ୧୨.୨୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ୧୬ନମ୍ବର ଜାତୀୟ ରାଜପଥ ରାହାଞ୍ଜ ଛକ ନିକଟରେ ପୋଲିସ ପେଟ୍ରୋଲିଙ୍ଗ ବେଳେ ଗୋଟିଏ ପଲସର ବାଇକରେ ଦୁଇଜଣ ଯୁବକ ବାଲେଶ୍ୱରରୁ ଯଜପୁର ଆଡକୁ ଯାଉଥିବା ବେଳେ ଦୁଇଜଣ ଯୁବକଙ୍କୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ମାତ୍ର ପୋଲିସ ଅଟକାଉ ଥିବା ଦେଖି ଦୃତ ଗତିରେ ବାଇକ ନେଇ ଖସି ପଳାଉ ଥିବା […]

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ୧୨.୨୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ୧୬ନମ୍ବର ଜାତୀୟ ରାଜପଥ ରାହାଞ୍ଜ ଛକ ନିକଟରେ ପୋଲିସ ପେଟ୍ରୋଲିଙ୍ଗ ବେଳେ ଗୋଟିଏ ପଲସର ବାଇକରେ ଦୁଇଜଣ ଯୁବକ ବାଲେଶ୍ୱରରୁ ଯଜପୁର ଆଡକୁ ଯାଉଥିବା ବେଳେ ଦୁଇଜଣ ଯୁବକଙ୍କୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ମାତ୍ର ପୋଲିସ ଅଟକାଉ ଥିବା ଦେଖି ଦୃତ ଗତିରେ ବାଇକ ନେଇ ଖସି ପଳାଉ ଥିବା ବେଳେ ଗ୍ରାମାଞ୍ଚଳ ପୋଲିସ ଦୁଇ ଯୁବକଙ୍କୁ ଗୋଡ଼ାଇ ଧରିଥିଲା । ଦୁଇଜଣ ଯୁବକଙ୍କୁ ଚେକିଂ କରିବାରୁ ତାଙ୍କ ନିକଟରୁ ୧୨.୨୦ ଗ୍ରାମ ଓଜନର ବ୍ରାଉନ ସୁଗାର ବାହାରିବା ସହ ୩ଟି ମୋବାଇଲ ଓ ଗୋଟାଏ ପଲସର ବାଇକକୁ ଜବତ କରିଛି ଗ୍ରାମାଞ୍ଚଳ ପୋଲିସ ।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

ଗିରଫ ହୋଇଥିବା ଦୁଇଜଣ ଯୁବକ ହେଉଛନ୍ତି ଯାଜପୁର ଜିଲ୍ଲାର ଶ୍ୟାମସୁନ୍ଦର ଜେନା ଓ ପ୍ରତାପ ଜେନା । ଏହି ଦୁଇଜଣଙ୍କୁ ଗ୍ରାମାଞ୍ଚଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ହଜାର ଟଙ୍କା । ଏହି ସମ୍ପର୍କରେ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଗ୍ରାମାଞ୍ଚଳ ଏସଡ଼ିପିଓ ସୌରଭ ଓତା ।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

22 Jul 2023 By The Sakala

୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଗିରଫ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ୧୨.୨୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ୧୬ନମ୍ବର ଜାତୀୟ ରାଜପଥ ରାହାଞ୍ଜ ଛକ ନିକଟରେ ପୋଲିସ ପେଟ୍ରୋଲିଙ୍ଗ ବେଳେ ଗୋଟିଏ ପଲସର ବାଇକରେ ଦୁଇଜଣ ଯୁବକ ବାଲେଶ୍ୱରରୁ ଯଜପୁର ଆଡକୁ ଯାଉଥିବା ବେଳେ ଦୁଇଜଣ ଯୁବକଙ୍କୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ମାତ୍ର ପୋଲିସ ଅଟକାଉ ଥିବା ଦେଖି ଦୃତ ଗତିରେ ବାଇକ ନେଇ ଖସି ପଳାଉ ଥିବା ବେଳେ ଗ୍ରାମାଞ୍ଚଳ ପୋଲିସ ଦୁଇ ଯୁବକଙ୍କୁ ଗୋଡ଼ାଇ ଧରିଥିଲା । ଦୁଇଜଣ ଯୁବକଙ୍କୁ ଚେକିଂ କରିବାରୁ ତାଙ୍କ ନିକଟରୁ ୧୨.୨୦ ଗ୍ରାମ ଓଜନର ବ୍ରାଉନ ସୁଗାର ବାହାରିବା ସହ ୩ଟି ମୋବାଇଲ ଓ ଗୋଟାଏ ପଲସର ବାଇକକୁ ଜବତ କରିଛି ଗ୍ରାମାଞ୍ଚଳ ପୋଲିସ ।

ଗିରଫ ହୋଇଥିବା ଦୁଇଜଣ ଯୁବକ ହେଉଛନ୍ତି ଯାଜପୁର ଜିଲ୍ଲାର ଶ୍ୟାମସୁନ୍ଦର ଜେନା ଓ ପ୍ରତାପ ଜେନା । ଏହି ଦୁଇଜଣଙ୍କୁ ଗ୍ରାମାଞ୍ଚଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ହଜାର ଟଙ୍କା । ଏହି ସମ୍ପର୍କରେ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଗ୍ରାମାଞ୍ଚଳ ଏସଡ଼ିପିଓ ସୌରଭ ଓତା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର