ଉକୁଣୀମରା ଔଷଧ ଲଗାଇ ୨ କୋମଳମତି ଶିଶୁଙ୍କ ସମେତ ୫ଗୁରୁତର

The Sakala Picture
Published On

ଭଦ୍ରକ: ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ଅଧିନସ୍ଥ ଡିହସାହି ଗାଁରେ ଆଜି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକୁଣୀମରା ଔଷଧ ଲଗାଇ ୨ କୋମଳମତି ଶିଶୁଙ୍କ ସମେତ ୫ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବଜାରରୁ ଉକୁଣୀ ଔଷଧ ଆଣି ୨ଜଣ କୋମଳମତି ଶିଶୁଙ୍କ ସହ ଅନ୍ଯ ୩ଜଣଙ୍କୁ ପରିବାର ଲୋକ ଲଗାଇବାରୁ କିଛି କ୍ଷଣକ ମଧ୍ଯରେ ୫ଜଣ ଚେତାଶୂନ୍ଯ ହୋଇ ତଳେ ପଡିଯାଇଥିଲେ। ପରିବାର ଲୋକ ପ୍ରଥମେ ଆରଡି ମେଡିକାଲକୁ ନେଇଥିଲେ । ହେଲେ ସେଠାରେ […]

ଭଦ୍ରକ: ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ଅଧିନସ୍ଥ ଡିହସାହି ଗାଁରେ ଆଜି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକୁଣୀମରା ଔଷଧ ଲଗାଇ ୨ କୋମଳମତି ଶିଶୁଙ୍କ ସମେତ ୫ଗୁରୁତର ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପୁଲିସ ପେଟ୍ରୋଲିଂ ବେଳେ ଧରାପଡ଼ିଲେ ୩ ବ୍ରାଉନସୁଗର ବେପାରୀ

ସୂଚନା ଅନୁଯାୟୀ, ବଜାରରୁ ଉକୁଣୀ ଔଷଧ ଆଣି ୨ଜଣ କୋମଳମତି ଶିଶୁଙ୍କ ସହ ଅନ୍ଯ ୩ଜଣଙ୍କୁ ପରିବାର ଲୋକ ଲଗାଇବାରୁ କିଛି କ୍ଷଣକ ମଧ୍ଯରେ ୫ଜଣ ଚେତାଶୂନ୍ଯ ହୋଇ ତଳେ ପଡିଯାଇଥିଲେ। ପରିବାର ଲୋକ ପ୍ରଥମେ ଆରଡି ମେଡିକାଲକୁ ନେଇଥିଲେ । ହେଲେ ସେଠାରେ କୌଣସି ଉନ୍ନତି ନ ଘଟିବାରୁ ଆମ୍ବୁଳାନ୍ସ ଯୋଗେ ଭଦ୍ରକ ନେଇଯାଇଥିଲେ ପରିବାରଲୋକେ। ସେଠାରେ ୪ବର୍ଷର ଶୁଶିଲ ମଲିକର ଦେହ ଅଧିକ ଖରାପ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ଯ ୪ଜଣ ହେଲେ ଅନିମା ମଲିକ, ନିରୁପମା ମଲିକ, ଲକି ମଲିକ, ନେରିମା ମଲିକ। ବର୍ତ୍ତମାନ ଉକ୍ତ ୪ ଜଣ ଭଦ୍ରକ ଜିଲ୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଗଛରେ ଗାମୁଛା ବାନ୍ଧି ଝୁଲିପଡିଲେ ରିଲସ ହିରୋ, କାରଣ ଅସ୍ପଷ୍ଟ

09 Jun 2022 By The Sakala

ଉକୁଣୀମରା ଔଷଧ ଲଗାଇ ୨ କୋମଳମତି ଶିଶୁଙ୍କ ସମେତ ୫ଗୁରୁତର

ଭଦ୍ରକ: ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ଅଧିନସ୍ଥ ଡିହସାହି ଗାଁରେ ଆଜି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକୁଣୀମରା ଔଷଧ ଲଗାଇ ୨ କୋମଳମତି ଶିଶୁଙ୍କ ସମେତ ୫ଗୁରୁତର ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବଜାରରୁ ଉକୁଣୀ ଔଷଧ ଆଣି ୨ଜଣ କୋମଳମତି ଶିଶୁଙ୍କ ସହ ଅନ୍ଯ ୩ଜଣଙ୍କୁ ପରିବାର ଲୋକ ଲଗାଇବାରୁ କିଛି କ୍ଷଣକ ମଧ୍ଯରେ ୫ଜଣ ଚେତାଶୂନ୍ଯ ହୋଇ ତଳେ ପଡିଯାଇଥିଲେ। ପରିବାର ଲୋକ ପ୍ରଥମେ ଆରଡି ମେଡିକାଲକୁ ନେଇଥିଲେ । ହେଲେ ସେଠାରେ କୌଣସି ଉନ୍ନତି ନ ଘଟିବାରୁ ଆମ୍ବୁଳାନ୍ସ ଯୋଗେ ଭଦ୍ରକ ନେଇଯାଇଥିଲେ ପରିବାରଲୋକେ। ସେଠାରେ ୪ବର୍ଷର ଶୁଶିଲ ମଲିକର ଦେହ ଅଧିକ ଖରାପ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ଯ ୪ଜଣ ହେଲେ ଅନିମା ମଲିକ, ନିରୁପମା ମଲିକ, ଲକି ମଲିକ, ନେରିମା ମଲିକ। ବର୍ତ୍ତମାନ ଉକ୍ତ ୪ ଜଣ ଭଦ୍ରକ ଜିଲ୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର