ଚନ୍ଦନେଶ୍ୱରଙ୍କ ପୀଠରେ ଚାଲିଛି ଚଡକ ଯାତ୍ରା, ଆଜି ମହା ନୀଳପର୍ବ ନୀତି…

The Sakala Picture
Published On

ବାଲେଶ୍ୱର: ବାଲେଶ୍ୱର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଚାଲିଛି ଚଡକ ଯାତ୍ରା। ଆଜି ଏହି ଯାତ୍ରାର ନୀଳପର୍ବ ନୀତି ଅନୁଷ୍ଠିତ ହେଉଛି। ନୀଳ ପୁଷ୍କରିଣୀରେ ସ୍ନାନ କରି ନୀଳପର୍ବରେ ବାବା ଚନ୍ଦନେଶ୍ୱରଙ୍କୁ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଚନ୍ଦନେଶ୍ୱର ପୀଠରେ ଓଡିଶା ସମେତ ପଡୋଶୀ ରାଜ୍ୟରୁ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ ହୋଇଛି। ଭକ୍ତଙ୍କ ଗହଳିକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଗିନିଜ୍ ବୁକରେ […]

ବାଲେଶ୍ୱର: ବାଲେଶ୍ୱର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଚାଲିଛି ଚଡକ ଯାତ୍ରା। ଆଜି ଏହି ଯାତ୍ରାର ନୀଳପର୍ବ ନୀତି ଅନୁଷ୍ଠିତ ହେଉଛି। ନୀଳ ପୁଷ୍କରିଣୀରେ ସ୍ନାନ କରି ନୀଳପର୍ବରେ ବାବା ଚନ୍ଦନେଶ୍ୱରଙ୍କୁ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଚନ୍ଦନେଶ୍ୱର ପୀଠରେ ଓଡିଶା ସମେତ ପଡୋଶୀ ରାଜ୍ୟରୁ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ ହୋଇଛି। ଭକ୍ତଙ୍କ ଗହଳିକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ସମ୍ପନ୍ନ ହେଲା ତିନି ରଥର ଦକ୍ଷିଣ ମୋଡ଼ ନୀତି

ଗିନିଜ୍ ବୁକରେ ସ୍ଥାନିତ ହୋଇଛି ଓଡିଶାର ଦ୍ୱିତୀୟ ବୃହତମ ଗଣପର୍ବ ଚୈତ୍ର ଚଡକ ଯାତ୍ରା । ବାଲେଶ୍ୱର ଭୋଗରାଇ ଚନ୍ଦନେଶ୍ୱରଙ୍କ ପୀଠରେ ଏହି ଯାତ୍ରା ଅନୁଷ୍ଠିତ ହୁଏ । ୧୩ ଦିନ ଧରି ମାନସିକଧାରୀ ପଇତା ଧାରଣ କରି ନିଷ୍ଠାର ସହ ଭୋଳାଶଙ୍କରଙ୍କ ପୂଜାର୍ଚ୍ଚନା କରିଥାନ୍ତି। ଆଜି ଏହି ଚଡକ ଯାତ୍ରାର ଦ୍ୱାଦଶ ଦିବସ ତଥା ମହାନୀଳ ପର୍ବ  ନୀଳ ପର୍ବରେ ଚନ୍ଦନେଶ୍ୱରଙ୍କ ପୀଠରେ ଥିବା ନୀଳ ପୁଷ୍କରିଣୀରେ ସ୍ନାନ କରି ମହାଦେବଙ୍କ ଚଳନ୍ତି ପ୍ରତିମାଙ୍କ ଠାରେ ଜଳାଭିଷେକ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଣୁ ଲକ୍ଷାଧିକ ମାନସିକ ଧାରୀ ଭକ୍ତ ନୀଳ ପୁଷ୍କରିଣୀ ରେ ସ୍ନାନ କରି ଶିବ ଶଙ୍କରଙ୍କ ଦର୍ଶନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି

ଆସନ୍ତାକାଲି ରବିବାର ଚଡକ ପର୍ବ ଶେଷ ଅର୍ଘ୍ୟରେ ବାବା ଚନ୍ଦନେଶ୍ୱରଙ୍କ ପାଟ ପର୍ବ ଅନୁଷ୍ଠିତ ହେବ । ନୀତି ନୀୟମ ଅନୁସାରେ ୧୩ଟି ଅର୍ଘ୍ୟରେ ଚଡକ ଯାତ୍ରା କରାଯାଏ । ଏହି ଯାତ୍ରାର ଅନେକ ମହତ୍ୱ ଥିବାରୁ କେବଳ ଓଡିଶା ନୁହେଁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରୁ ଭକ୍ତଙ୍କ ସୁଅ ଛୁଟିଥାଏ ।

ଆହୁରି ପଢ଼ନ୍ତୁ: ସରକାରୀ ଅଫିସରଙ୍କୁ ତାଗିଦ୍‌: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ

12 Apr 2025 By The Sakala

ଚନ୍ଦନେଶ୍ୱରଙ୍କ ପୀଠରେ ଚାଲିଛି ଚଡକ ଯାତ୍ରା, ଆଜି ମହା ନୀଳପର୍ବ ନୀତି…

ବାଲେଶ୍ୱର: ବାଲେଶ୍ୱର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଚାଲିଛି ଚଡକ ଯାତ୍ରା। ଆଜି ଏହି ଯାତ୍ରାର ନୀଳପର୍ବ ନୀତି ଅନୁଷ୍ଠିତ ହେଉଛି। ନୀଳ ପୁଷ୍କରିଣୀରେ ସ୍ନାନ କରି ନୀଳପର୍ବରେ ବାବା ଚନ୍ଦନେଶ୍ୱରଙ୍କୁ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଚନ୍ଦନେଶ୍ୱର ପୀଠରେ ଓଡିଶା ସମେତ ପଡୋଶୀ ରାଜ୍ୟରୁ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ ହୋଇଛି। ଭକ୍ତଙ୍କ ଗହଳିକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଗିନିଜ୍ ବୁକରେ ସ୍ଥାନିତ ହୋଇଛି ଓଡିଶାର ଦ୍ୱିତୀୟ ବୃହତମ ଗଣପର୍ବ ଚୈତ୍ର ଚଡକ ଯାତ୍ରା । ବାଲେଶ୍ୱର ଭୋଗରାଇ ଚନ୍ଦନେଶ୍ୱରଙ୍କ ପୀଠରେ ଏହି ଯାତ୍ରା ଅନୁଷ୍ଠିତ ହୁଏ । ୧୩ ଦିନ ଧରି ମାନସିକଧାରୀ ପଇତା ଧାରଣ କରି ନିଷ୍ଠାର ସହ ଭୋଳାଶଙ୍କରଙ୍କ ପୂଜାର୍ଚ୍ଚନା କରିଥାନ୍ତି। ଆଜି ଏହି ଚଡକ ଯାତ୍ରାର ଦ୍ୱାଦଶ ଦିବସ ତଥା ମହାନୀଳ ପର୍ବ  ନୀଳ ପର୍ବରେ ଚନ୍ଦନେଶ୍ୱରଙ୍କ ପୀଠରେ ଥିବା ନୀଳ ପୁଷ୍କରିଣୀରେ ସ୍ନାନ କରି ମହାଦେବଙ୍କ ଚଳନ୍ତି ପ୍ରତିମାଙ୍କ ଠାରେ ଜଳାଭିଷେକ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଣୁ ଲକ୍ଷାଧିକ ମାନସିକ ଧାରୀ ଭକ୍ତ ନୀଳ ପୁଷ୍କରିଣୀ ରେ ସ୍ନାନ କରି ଶିବ ଶଙ୍କରଙ୍କ ଦର୍ଶନ କରୁଛନ୍ତି।

ଆସନ୍ତାକାଲି ରବିବାର ଚଡକ ପର୍ବ ଶେଷ ଅର୍ଘ୍ୟରେ ବାବା ଚନ୍ଦନେଶ୍ୱରଙ୍କ ପାଟ ପର୍ବ ଅନୁଷ୍ଠିତ ହେବ । ନୀତି ନୀୟମ ଅନୁସାରେ ୧୩ଟି ଅର୍ଘ୍ୟରେ ଚଡକ ଯାତ୍ରା କରାଯାଏ । ଏହି ଯାତ୍ରାର ଅନେକ ମହତ୍ୱ ଥିବାରୁ କେବଳ ଓଡିଶା ନୁହେଁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରୁ ଭକ୍ତଙ୍କ ସୁଅ ଛୁଟିଥାଏ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର