ଭିଜିଲାନ୍ସ ଜାଲରେ କୋଟିପତି ପିଅନ

The Sakala Picture
Published On

ବାଲେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ପିଅନ। ଲାଞ୍ଚ ନେବାବେଳେ ଧରାପଡିଲେ ବାଲେଶ୍ୱର ଜିଲ୍ଲା ପୂର୍ତ୍ତ ବିଭାଗ ୨ନମ୍ବର ଡ଼ିଭିଜନର ପିଅନ ପଦ୍ମନାଭ ସ୍ୱାଇଁ । ଜଣେ ଠିକାଦାରଙ୍କଠାରୁ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଧରିଛ । ମିଳିଥିବା ସୂଚନା ମୁତାବକ ସିକ୍ୟୁରିଟି ଟଙ୍କା ରିଲିଜ୍ କରିବାକୁ ଲାଞ୍ଚ ନେଉଥିଲେ ପଦ୍ମନାଭ । ଭିଜିଲାନ୍ସ ଟିମ୍ ରେଡ଼ କରିବା ପରେ ତାଙ୍କର ସରକାରୀ କାର୍ଯ୍ଯାଳୟ ସହିତ ପଦ୍ମନାଭଙ୍କ ଘର ଓ ବରଫ କଳରେ ଚଢାଉ କରିଛି । […]

ବାଲେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ପିଅନ। ଲାଞ୍ଚ ନେବାବେଳେ ଧରାପଡିଲେ ବାଲେଶ୍ୱର ଜିଲ୍ଲା ପୂର୍ତ୍ତ ବିଭାଗ ୨ନମ୍ବର ଡ଼ିଭିଜନର ପିଅନ ପଦ୍ମନାଭ ସ୍ୱାଇଁ । ଜଣେ ଠିକାଦାରଙ୍କଠାରୁ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଧରିଛ । ମିଳିଥିବା ସୂଚନା ମୁତାବକ ସିକ୍ୟୁରିଟି ଟଙ୍କା ରିଲିଜ୍ କରିବାକୁ ଲାଞ୍ଚ ନେଉଥିଲେ ପଦ୍ମନାଭ ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଭିଜିଲାନ୍ସ ଟିମ୍ ରେଡ଼ କରିବା ପରେ ତାଙ୍କର ସରକାରୀ କାର୍ଯ୍ଯାଳୟ ସହିତ ପଦ୍ମନାଭଙ୍କ ଘର ଓ ବରଫ କଳରେ ଚଢାଉ କରିଛି । ଠିକାଦାର ପାଇଥିବା ଟେଣ୍ଡରର ସିକ୍ୟୁରିଟି ମନି ଡ଼ିପୋଜିଟ୍ ଓ ରିଲିଜ୍ କାମ ତୁଲାଉଥିଲେ ପଦ୍ମନାଭ। ପଦ୍ମନାଭ ପିଅନ ଭାବେ କାର୍ଯ୍ଯ କରୁଥିବାବେଳେ ଲକ୍ଷାଧିକ ଟଙ୍କାର ମାଲିକାନା ତାଙ୍କ ନାମରେ ରହିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର